Browsing Category

ଦେଶ

ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କଲା ଇରାନ

ଇରାନ : ଇରାନ ଯିବାକୁ ପ୍ଲାନ ଅଛି କି ? ଏଣିକି ଇରାନ ଗଲେ ଦରକାର ପଡ଼ିବ ଭିସା । କାହିଁକି ନା ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କରିଛି ଇରାନ । ୨୨ ନଭେମ୍ବର ୨୦୨୫ଠାରୁ ଏହା ଲାଗୁ ହେବ । ଚାକିରି ନାଁରେ ଇରାନକୁ ନେଇ ଭାରତୀୟଙ୍କୁ କିଡନାପିଂ କରାଯାଉଥିବା ଅଭିଯୋଗ ପରେ…

ଅଲ-ଫଲାହରେ ଇଡି ଚଢ଼ଉ

ନୂଆଦିଲ୍ଲୀ : ଅଲ-ଫଲାହରେ ଇଡି ଚଢ଼ଉ । ଆର୍ଥିକ ଅନିୟମିତତା ଅଭିଯୋଗରେ ଚଢ଼ାଉ । ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାର ତଦନ୍ତ ମଧ୍ୟରେ ଅଲ-ଫଲାହ ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ ଓ ଅନ୍ୟ ୨୪ଟି ସ୍ଥାନରେ ଇଡି ଚଢ଼ଉ କରିଛି । ଦିଲ୍ଲୀ-ଏନସିଆର, ଓଖଲା ଅଞ୍ଚଳ ଏବଂ ହରିୟାଣାର ଫରିଦାବାଦ ସମେତ…

ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେବେ ନୀତିଶ

ବିହାର: ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ଗୁରୁବାର ଶପଥ ନେବେ ନୀତିଶ କୁମାର । ଏଥିପାଇଁ ବିଜେପି ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିପୁଳ ବିଜଯ ପରେ ନୀତିଶ କୁମାର ଗୁରୁବାର ୨୦ ନଭେମ୍ବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ଆଶା…

ଆତ୍ମଘାତୀ ବିସ୍ଫୋରଣ ଖରାପ ନୁହେଁ, ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଭିଡିଓ କରି କହିଥିଲା ଉମର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଆତଙ୍କୀ ଡାକ୍ତର ଉମର ନବୀର ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଉମର ନବୀ ଇଂଲିଶରେ ଆତ୍ମଘାତୀ ବିସ୍ଫୋରଣ ଖରାପ ନୁହେଁ ବୋଲି କହୁଛି । ଆତ୍ମଘାତୀ ଆକ୍ରମଣକୁ ସଠିକ୍ ବୋଲି କହୁଛି ଉମର । ଘଟଣାର ୭ଦିନ ପରେ ଏହି ଭିଡିଓ…

ସାଉଦି ଆରବ ବସ୍ ଦୁର୍ଘଟଣା: ଚାଲିଗଲା ହାଇଦ୍ରାବାଦର ଗୋଟିଏ ପରିବାରର ୧୮ ସଦସ୍ୟଙ୍କ ଜୀବନ

ହାଇଦ୍ରାବାଦ : ସାଉଦି ଆରବ ମଦିନାରେ ବସ୍ ଅଗ୍ନିକାଣ୍ଡ ଘଟଣାରେ ୪୨ ଜଣ ଭାରତୀୟଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ଗୋଟିଏ ପରିବାରର ୧୮ ସଦସ୍ୟଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ପିଢିଙ୍କ ଜୀବନଯାତ୍ରା ଶେଷ ହୋଇଛି । ଦୁର୍ଘଟଣା ସମୟରେ ସମସ୍ତ ଯାତ୍ରୀ…

ପାକିସ୍ତାନରୁ ପରିଚାଳିତ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟୱର୍କ ଠାବ: ୬ ପିସ୍ତଲ ସହ ୧ କେଜି ହେରୋଇନ୍ ଜବତ, ୫ ଗିରଫ

ନୂଆଦିଲ୍ଲୀ: ପାକିସ୍ତାନରୁ ପରିଚାଳିତ ହେଉଥିବା ଏକ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟୱର୍କକୁ ପଞ୍ଜାବ ପୁଲିସ ଠାବ କରିବାରେ ସଫଳ ହୋଇଛି। ନେଟ୍‌ୱର୍କ ଠାବ କରିବା ସହିତ ୬ଟି ପିସ୍ତଲ ଓ ୧ କିଲୋ ହେରୋଇନ ଜବତ କରିଛି। ନେଟୱର୍କରେ ଜଡିତ ୫ଜଣଙ୍କୁ ଗିରଫ କରାଯାଇଛି। ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର…

୫୦ ବର୍ଷ ପରେ ବଡ଼ ପରଦାରେ ପୁଣି ଧମାଲ କରିବ ‘ଶୋଲେ’

ମୁମ୍ବାଇ: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ “ଶୋଲେ” ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଯାଉଛି। ରିଲିଜ୍ କରିବାର ପଚାଶ ବର୍ଷ ପରେ, ଏହି ଫିଲ୍ମଟି 4K ରେ ରିଷ୍ଟୋର ହେଉଛି ଏବଂ ସାରା ଦେଶରେ ୧୫୦୦ ସ୍କ୍ରିନରେ ରି-ରିଲିଜ୍ ହେବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଉଛି: ଫିଲ୍ମର ପ୍ରକୃତ…

ଲାଲକିଲ୍ଲା ବିସ୍ଫୋରଣ ଲାଗି ଆରଏସଏସକୁ ଦାୟୀ କଲା କଂଗ୍ରେସ

ମୁମ୍ବାଇ : ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ (Delhi Blast) ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ନେତା ହୁସେନ ଦଲୱାଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଏହି ଆକ୍ରମଣ ଲାଗି ଆରଏସଏସ(RSS)କୁ ଦାୟୀ କରିଛନ୍ତି । ସେ ଦାବି କରିଛନ୍ତି ଯେ କାଶ୍ମୀରରେ ହେଉଥିବା…

ରସିଦ ଅଲି ଖୋଲିବ ବିସ୍ଫୋରଣର ରହସ୍ୟ: ୧୦ ଦିନିଆ ରିମାଣ୍ଡରେ ନେଲା NIA

ନୂଆଦିଲ୍ଲୀ : ସୁ ବମ୍ବର’ ଉମର ନବୀ । ୧୦/୧୧ ଦିଲ୍ଲୀ ବ୍ଲାଷ୍ଟକୁ ନେଇ ସାମ୍ନାକୁ ଆସିଛି ସୁ ବମ୍ବର ଥିଓରୀ । ନିଜ ଜୋତା ଭିତରେ ପ୍ରଚଣ୍ଡ ବିସ୍ଫୋରକ ଟ୍ରାଇଏସିଟୋନ୍ ଟ୍ରାଇପେରକ୍ସାଇଡ୍ -TATP ନେଇଥିଲା ଆତ୍ମଘାତୀ ବସ୍ଫୋରଣକାରୀ ଡାକ୍ତର ଉମର ନବୀ । ବିନା ଡେଟୋନେଟରରେ ଏହା ନିମିଷକେ…

ଯେକୌଣସି ଯୁଦ୍ଧ ପାଇଁ ଭାରତ ସର୍ବଦା ପ୍ରସ୍ତୁତ: ଜେନେରାଲ ଦ୍ବିବେଦୀ

ନୂଆଦିଲ୍ଲୀ : ଶତ୍ରୁକୁ ଚେତାବନୀ । ଯେକୌଣସି ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ । ଅପରେସନ ସିନ୍ଦୂର ଟ୍ରେଲର ମାତ୍ର । ବାକି ଅଛି ପୁରା ଫିଲ୍ମ । ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ, କଡ଼ା ଜବାବ ଦେବୁ। ଏମିତିକି ସୁଯୋଗ ମିଳିଲେ, ପଡ଼ୋଶୀକୁ କିପରି କରାଯାଏ ବ୍ୟବହାର ଶିଖାଇ ଦେବୁ ।…