Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଷ ବଳୟରେ ଛଟପଟ ଦିଲ୍ଲୀବାସୀ
ନୂଆଦିଲ୍ଲୀ : ବିଷବଳୟ ପାଲଟିଛି ଦିଲ୍ଲୀ । ପୁଣିଥରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ବାୟୁର ମାନ ଶନିବାର ସାଂଘାତିକ ରୂପ ନେବା ପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି । ଅଲୀପୁରରେ ୪୧୭, ଆଇଟିଓରେ!-->…
ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ବାତିଲ: ସିରିଜ କବଜା କଲା ଭାରତ
ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି। ଶନିବାର ଅନୁଷ୍ଠିତ ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ୪.୫ ଓଭରରେ ୫୨ ରନ ସଂଗ୍ରହ କରିଥିଲା। ଏହା ପରେ!-->…
ବିହାରରେ ମୋଦୀଙ୍କ ଜୋରଦାର ପ୍ରଚାର
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର ହେଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବ, ଯାହାକି ଶେଷ ପର୍ଯ୍ୟାୟ ମତଦାନ ହେବ । ବିହାରରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି!-->…
ଦରଦାମ ନିୟନ୍ତ୍ରଣ କରିବାକୁ ମଲ୍ଟିପ୍ଲେକ୍ସ ମାଲିକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ସିନେମା ଦେଖିବା ପାଇଁ ପରିବାର ସହିତ ମଲ୍ଟିପ୍ଲେକ୍ସକୁ ଯାଉଥିବା ଲୋକଙ୍କ ଉପରେ ହେଉଥିବା ଶୋଷଣକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ ଓ ବିଚାରପତି ସନ୍ଦୀପ!-->…
ଡିସେମ୍ବର ୧ରୁ ୧୯ ତାରିଖ ଯାଏଁ ଚାଲିବ ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ : ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ । ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ!-->…
ସେନା ଗୁଳିରେ ୨ ଆତଙ୍କୀ ନିହତ
ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରର କୁପୱାଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ । ଏହାପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ରିପୋର୍ଟ ଅନୁଯାୟୀ, କୁପୱାଡ଼ାର କେରନ ସେକ୍ଟରରେ ଏକ ମିଳିତ ଅପରେସନ!-->!-->!-->…
ଦିଲ୍ଲୀରେ ଅଗ୍ନିକାଣ୍ଡ: ଜଳିଗଲା ଅନେକ ଘର
ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ରିଥାଲା ମେଟ୍ରୋ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ସେବା (DFS) ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି । DFS କହିଛି ଯେ ରାତି ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ଏକ!-->…
ରୁଷ ମିଲିଟାରୀରେ ନିଯୁକ୍ତ ୪୪ ଭାରତୀୟ, ତୁରନ୍ତ ମୁକ୍ତ କରିବାକୁ ଭାରତର ଦାବି
ନୂଆଦିଲ୍ଲୀ: ରୁଷ ସେନାରେ ୪୪ ଭାରତୀୟ । ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ରୁଷ ନିକଟରେ ଭାରତ ଦାବି ଦୋହରାଇଛି । ଏହା କହିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ । ରୁଷ ସେନାରେ ନିଯୁକ୍ତ ଭାରତୀୟଙ୍କ ସଂପର୍କରେ ମସ୍କୋ କର୍ତ୍ତୃପକ୍ଷଙ୍କ ସହ!-->…
ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କଲେ ମହିଳା, ସୁଇସାଇଡ ନୋଟରେ ଲେଖିଲେ ମୃତ୍ୟୁର କାରଣ
ନୂଆଦିଲ୍ଲୀ : ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ଘଟିଛି ଏପରି ଅଭାବନୀୟ ଘଟଣା । ପିମ୍ପୁଡି ଭୟରେ ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ ଲେଟରରେ ଉଲ୍ଲେଖ କରିଛନ୍ତି ଜଣେ ମହିଳା ।
ମହିଳା ଜଣକ ୨୦୨୨ରେ ବିବାହ କରିଥିବା ବେଳେ, ତାଙ୍କର ଏକ ୩!-->!-->!-->…
ଦିଲ୍ଲୀ ପରେ କାଠମାଣ୍ଡୁ ଏୟାରପୋର୍ଟରେ ବିମାନ ଉଡ଼ାଣ ବନ୍ଦ
କାଠମାଣ୍ଡୁ: ଦିଲ୍ଲୀ ଏୟାରପୋର୍ଟ ପରି ବୈଷୟିକ ସମସ୍ୟା କାଠମାଣ୍ଡୁ ଏୟାରପୋର୍ଟରେ ବି ଦେଖାଦେଇଛି । ଏହା ଫଳରେ ସେଠାରେ ମଧ୍ୟ ଦିଲ୍ଲୀ ପରି ଅଚଳାବସ୍ଥା ଦେଖାଦେଇଛି ଓ ବିମାନ ଉଡ଼ାଣ ବନ୍ଦ ରହିଛି ।
ଅଧିକାରୀଙ୍କ ଅନୁଯାୟୀ, ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ!-->!-->!-->…