Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଟାରିଫ ଲାଗୁ ପରେ ବି ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ।ଡୋଭାଲ କହିଛନ୍ତି, ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ ଭାରତ ଆସିପାରନ୍ତି। ତେବେ ଚାରି ବର୍ଷ ପରେ ପୁଟିନଙ୍କ!-->…
୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରୟ ଉଭୟ ହେବ ବନ୍ଦ !
ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀର ପ୍ରଶାସନ ୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏ ପ୍ରସଙ୍ଗକୁ ନେଇ ସରକାର କହିଛନ୍ତି, ‘ଏହି ପୁସ୍ତକଗୁଡ଼ିକ ମିଥ୍ୟା ଆଲୋଚନାକୁ ପ୍ରୋତ୍ସାହିତ କରିବା ନେଇ ଅଭିଯୋଗ ହୋଇଥିଲା। ଏଥିସହିତ କିଛି ପୁସ୍ତକ!-->…
ରହସ୍ୟମୟ ଭୋଟର ନେଇ ବର୍ଷିଲେ ରାହୁଲ: କହିଲେ ଭୋଟର ତାଲିକାରେ ଅଛି ଗଡ଼ବଡ଼
ନୂଆଦିଲ୍ଲୀ: ରହସ୍ୟମୟ ଭୋଟର ନେଇ ବର୍ଷିଲେ ରାହୁଲ । ମିଛ ଭୋଟର ଏବଂ ମିଛ ଠିକଣା ନେଇ ରାହୁଲ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ଲୋକସଭାର ବିରୋଧୀ ଦଳ ନେତା । ଭୋଟର ତାଲିକାରେ ମିଛ ଭୋଟରଙ୍କୁ ଯୋଡା ହୋଇଥିବା ନେଇ ରାହୁଲ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ସମ୍ବିଧାନର ମୂଳଦୂଆ ହେଉଛି ଭୋଟ୍!-->…
ଆମେରିକା ଉପରେ ଭାରତ ସରକାର ୫୦% ଶୁଳ୍କ ଲାଗୁ କରନ୍ତୁ: ଶଶି ଥରୁର
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ପୂର୍ବରୁ ସେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ, କିନ୍ତୁ ଏବେ ସେ ଏହାକୁ ଦୁଇଗୁଣ କରିଦେଇଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ ନେତା ଏବଂ ସାଂସଦ ଶଶି!-->…
ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଦେଇଛନ୍ତି । ବୁଧବାର ଏନେଇ ଏକ ଅର୍ଡର ଉପରେ ସେ ହସ୍ତାକ୍ଷର କରିଛନ୍ତି । ଏହି ନିର୍ଦ୍ଦେଶ ୨୧ ଦିନ ପରଠୁ ଅର୍ଥାତ୍ ୨୭ ଅଗଷ୍ଟରୁ ଲାଗୁ ହେବ । ପୂର୍ବରୁ ୩୦ ଜୁଲାଇରେ!-->…
ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନଙ୍କ ଦ୍ୱିତୀୟ ନୋଟିସ
ପାଟନା : ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନ ଆଉ ଥରେ ନୋଟିସ୍ ପଠାଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି)ର ନେତାଙ୍କୁ କମିଶନ ଦୁଇଟି ଭୋଟର ଆଇଡି ରଖିବା ମାମଲାରେ ପୁଣି ଥରେ ଜବାବ ମାଗିଛନ୍ତି। ଏହି ସମ୍ୱନ୍ଧରେ ଦୀଘା ବିଧାନସଭା ଅଞ୍ଚଳର!-->…
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଆଲୋଚନା ବେଳେ ରାଜ୍ୟ ଓ କେନ୍ଦ୍ର ସମନ୍ବୟ ଉପରେ ଗୁରୁତ୍ବ, ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ମିଳିଥିବା ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ!-->…
ଚଳିତମାସ ଶେଷରେ ଚୀନ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଏହି ମାସ ଶେଷ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତ କରିବେ । ଏହାସହ ଜାପାନ ମଧ୍ୟ ଯିବେ, ଦ୍ୱିପାକ୍ଷୀକ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଗସ୍ତ କରୁଥିବା ବେଳେ ସାଂଘାଇ ସହଯୋଗ ସଂଗଠନର ବୈଠକରେ ଯୋଗ ଦେବାକୁ ଚୀନ ଗସ୍ତ କରିବେ । ଗଲବାନ ଘାଟିରେ ଦୁଇଦେଶ!-->…
ଉତ୍ତରକାଶୀରେ ବାଦଲଫଟା ବର୍ଷା; ୨୮ ପର୍ଯ୍ୟଟକ ନିଖୋଜ
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟରେ କେରଳର ୨୮ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେରଳର ୨୮ ଜଣ ପର୍ଯ୍ୟଟକ!-->…