Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୧୪୦ କୋଟି ଭାରତୀୟ ମୋ ଶକ୍ତି : ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ପ୍ରସିଦ୍ଧ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ପୋଡକାଷ୍ଟରେ ତାଙ୍କ ପିଲାଦିନ, ହିମାଳୟରେ ବିତାଇଥିବା ସମୟ ଏବଂ ସାର୍ବଜନୀନ ଜୀବନରେ ତାଙ୍କର ଯାତ୍ରା ସମେତ ବିଭିନ୍ନ ବିଷୟ ଉପରେ ସେ କହିଥିଲେ ।!-->…
ଖୁବ୍ଶୀଘ୍ର ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ, ମହାକାଶ ଷ୍ଟେସନରେ ପହଞ୍ଚିଲା ନାସାର କ୍ରୁ-୧୦ ମିଶନ୍
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଆଉ କିଛି ଦିନ ପରେ ପୃଥିବୀକୁ ଫେରିବେ। ସେମାନଙ୍କୁ ଫେରାଇ ଆଣିବା ପାଇଁ 'ନାସା' ଓ 'ସ୍ପେସ ଏକ୍ସ' ଦ୍ୱାରା ପ୍ରକ୍ଷେପଣ କରାଯାଇଥିବା କ୍ରୁ-୧୦ ର ସଦସ୍ୟମାନେ ମହାକାଶର ସେହି ସ୍ୱତନ୍ତ୍ର!-->…
ଜଳନ୍ଧରରେ ଗ୍ରେନେଡ୍ ଆକ୍ରମଣ, ନିଜକୁ ଦାୟୀ କଲା ପାକିସ୍ତାନୀ ଗ୍ୟାଙ୍ଗଷ୍ଟର
ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଏକ ଘର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶାହଜାଦ ଭଟ୍ଟି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।
ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଆକ୍ରମଣର ଦାୟିତ୍ୱ ନେଇଛନ୍ତି । ଶହଜାଦ ଭଟ୍ଟି କହିଛନ୍ତି,!-->!-->!-->…
ମୋତେ ମାଡ଼ ମାରିଥିବା ଅଧିକାରୀଙ୍କୁ ମୁଁ ସ୍ପଷ୍ଟ ଭାବେ ଚିହ୍ନଟ କରି ପାରିବି: ରାନ୍ୟା
ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହେବା ପରଠାରୁ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ନୂଆନୂଆ ତଥ୍ୟା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ରାନ୍ୟା କିଛି ଗମ୍ଭୀର ଅଭିଯୋଗ!-->…
କର୍ଣ୍ଣାଟକରେ ମୁସଲିମ୍ କନ୍ଟ୍ରାକ୍ଟରଙ୍କୁ ୪% ସଂରକ୍ଷଣ, ବିଜେପି କହିଲା- ରାହୁଲ ଗାନ୍ଧୀଙ୍କ ମାନସିକତାର ପ୍ରତିଫଳନ
ନୂଆଦିଲ୍ଲୀ: କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ୍ ପବ୍ଲିକ୍ ପ୍ରକ୍ୟୁରମେଣ୍ଟ (KTPP) ଆକ୍ଟରେ ସଂଶୋଧନକୁ କର୍ଣ୍ଣାଟକ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ସଂଶୋଧନ ପରେ ଠିକା କାମରେ ମୁସଲ୍ମାନ ଠିକାଦାରଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦିଆଯିବ । କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ଚଳିତ!-->…
ଯଦି ହିନ୍ଦୀକୁ ବିରୋଧ କରୁଛ ନିଜ ଚଳଚ୍ଚିତ୍ରକୁ ହିନ୍ଦୀରେ ଡବ୍ କରୁଛ କାହିଁକି ?: ପବନ କଲ୍ୟାଣ
ହାଇଦ୍ରାବାଦ : ଜନସେନା ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ତାମିଲନାଡୁର ରାଜନେତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ନେତାମାନେ ହିନ୍ଦୀକୁ ବିରୋଧ କରନ୍ତି, ତଥାପି ଆର୍ଥିକ ଲାଭ ପାଇଁ ତାମିଲ ଚଳଚ୍ଚିତ୍ରକୁ ହିନ୍ଦୀରେ ଡବିଂ କରିବାକୁ ଅନୁମତି!-->…
ପାନକାର୍ଡ ପରି ଏବେ ଆଧାର ସହ ଲିଙ୍କ ହେବ ଭୋଟର ଆଇକାର୍ଡ
ନୂଆଦିଲ୍ଲୀ: ନିର୍ବାଚନୀ ପାରଦର୍ଶିତା ବଢାଇବା ଉଦ୍ଦେଶ୍ୟରେ ଏବେ ଭୋଟର ଆଇଡିକୁ ଆଧାର ସହ ସଂଯୋଗ କରିବା ପ୍ରକ୍ରିୟା ଜୋରଦାର କରାଯାଇଛି । ପାନକାର୍ଡ ପରି ଏବେ ଭୋଟ ପରିଚୟ ପତ୍ରକୁ ମଧ୍ୟ ଆଧାର ସହ ସଂଯୋଗ କରିବା ଯୋଜନା ଉପରେ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ କାମ କରୁଛନ୍ତି । ଏହି କ୍ରମରେ!-->…
ବିହାରରେ ହୋଲି ଉତ୍ସବ ପାଳନ ବେଳେ ବିଭିନ୍ନ ସ୍ଥାନରେ ୧୯ ମୃତ
ପାଟନା : ବିହାରରେ ହୋଲି ଉତ୍ସବ ପାଳନ ବେଳେ ଦୁର୍ଘଟଣାର ଖବର ଆସୁଛି। ବିଭିନ୍ନ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ ଅଧିକ ମୃତ୍ୟୁ ମଧୁବନୀ ଓ ବେଗୁସରାୟରେ ହୋଇଛି। ଏହି ଦୁଇ ଜିଲ୍ଲାରେ ୪ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ମୁଜଫରପୁରେ ୩, ସୁପୌଲରେ ୨ ଓ ସମସ୍ତିପୁରରେ!-->…
ଉତ୍ତରପ୍ରଦେଶ: ନଦୀରେ ଓଲଟିଲା ଡଙ୍ଗା, ୪ ମୃତ
ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଡଙ୍ଗା ଓଲଟିଯିବାରୁ ସେଥିରେ ବସିଥିବା ସମସ୍ତ ୧୫ ଯାତ୍ରୀ ନଦୀରେ ଖସିପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଅଛନ୍ତି । ଅନ୍ୟ ପକ୍ଷରେ ନଦୀରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ!-->…
ହରିୟାଣାରେ ବିଜେପି ନେତାଙ୍କୁ ଗୁଳିମାଡ଼
ଚଣ୍ଡିଗଡ଼: ବିଜେପି ନେତାଙ୍କୁ ହତ୍ୟା । ହରିୟାଣା ସୋନିପତରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଜମି ବିବାଦକୁ ନେଇ ଗତକାଲି ହତ୍ୟାକାଣ୍ଡ ହୋଇଥିବା ସୂଚନା ।
ଖବର ଅନୁସାରେ ଜବାହର ଗାଁରେ ଗତକାଲି ଏଭଳି ହତ୍ୟାକାଣ୍ଡ ହୋଇଛି । ବିଜେପି ନେତା ତଥା ଗାଁ ମୁଖିଆ ସୁରେନ୍ଦ୍ର!-->!-->!-->…