Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ନଭେମ୍ବର ୬ ଓ ୧୧ରେ ହେବ ବିହାର ନିର୍ବାଚନ, ୧୪ରେ ଫଳାଫଳ
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ୧୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ସୋମବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଚଳିତ ଥର ବିହାରରେ!-->…
ଆରଏସଏସ ସଂସ୍ଥାପକ ହେଡଗେଓ୍ବାରଙ୍କୁ ଭାରତ ରତ୍ନ ଦେବାକୁ ମୁସଲମାନ ସଂଗଠନର ଦାବି
ନୂଆଦିଲ୍ଲୀ: (ଆରଏସଏସ(ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ) ସଂସ୍ଥାପକ କେଶବ ବଳିରାମ ହେଡଗେଓ୍ବାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି ହୋଇଛି। ଏହି ଦାବି କରିଛି ଏକ ମୁସଲମାନ ସଂଗଠନ। ଉତ୍ତରପ୍ରଦେଶର ସହାରନପୁରର ଏକ ମୁଲସମାନ ସଂଗଠନ ଜମୀୟତ ହିମାୟତୁଲ ଇସଲାମର!-->…
ମେଡିସିନରେ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର
ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମେଡିସିନ କ୍ଷେତ୍ରରେ ୩ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେମାନେ ହେଲେ ଆମେରିକାର ମେରି ଇ. ବ୍ରାଙ୍କୋ, ଫ୍ରେଡ ରାମ୍ସଡେଲ ଏବଂ ଜାପାନର ଶିମୋନ ସକାଗୁଚୀ। ପେରିଫେରାଲ!-->…
ଟ୍ରକ୍-ବୋଲେରୋ ଧକ୍କା: ୫ ମୃତ, ୪ ଆହତ
ଛତିଶଗଡ଼ : ଛତିଶଗଡ଼ର କବିରଧାମ ଜିଲ୍ଲାରେ ମର୍ମନ୍ତୁଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଟ୍ରକ୍-ବୋଲେରୋ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି!-->…
ନଭେମ୍ବର ୨୨ ପୂର୍ବରୁ ହେବ ବିହାର ବିଧାନସଭା ନିର୍ବାଚନ: ଇଲେକ୍ସନ କମିଶନ
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ନଭେମ୍ବର ୨୨ ତାରିଖରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ତା’ପୂର୍ବରୁ ବିହାର ବିଧାନସଭାର ନିର୍ବାଚନ ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି ।!-->…
ଝଡ଼-ତୋଫାନରେ ଗଲା ୧୦ ଜୀବନ, ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି
ବିହାର : ବର୍ତ୍ତମାନ ପ୍ରତ୍ୟେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେଉଛି । ଏହି ସମୟରେ ବିହାରରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଗତକାଲି ବିହାରରେ ଝଡ଼ ଏବଂ ବଜ୍ରପାତ ଯୋଗୁଁ ପାଖାପାଖି ୧୦ ଜଣଙ୍କର ମୃତ୍ୟୁ!-->…
ପିଓକେ ଭାରତର ଏକ କୋଠରୀ, ନିଶ୍ଚିତ ଫେରାଇ ଆଣିବୁ: ମୋହନ ଭାଗବତ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତର ଘରେ ଏକ କୋଠରୀ ଭାବରେ ବର୍ଣ୍ଣନା କରିଛନ୍ତି | ସେ କହିଛନ୍ତି ଯେ ଏହି କୋଠରୀ ଭାରତର ଏକ ଅଂଶ ଏବଂ ଏହାକୁ ଦିନେ ଫେରାଇ ଆଣିବାକୁ ପଡିବ। ମଧ୍ୟପ୍ରଦେଶର ସତନାରେ ଏକ!-->…
ଆମେରିକା ସହ କିଛି ପ୍ରସଙ୍ଗ ସମାଧାନ କରିବାର ଆବଶ୍ୟକତା ରହିଛି: ଜୟଶଙ୍କର
ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଆଜି ଭାରତ-ଆମେରିକା ସମ୍ପର୍କର ବର୍ତ୍ତମାନର ସ୍ଥିତି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ବାଣିଜ୍ୟ ପ୍ରସଙ୍ଗରେ ଭାରତ ଏବଂ ଆମେରିକା ମଧ୍ୟରେ ମତଭେଦ ରହିଛି। ଜୟଶଙ୍କର ସ୍ପଷ୍ଟ କରିଥିଲେ ଯେ ଦୁଇ ଦେଶ!-->…
ଦାର୍ଜିଲିଂରେ ବର୍ଷାର ତାଣ୍ଡବ, ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ, ୯ ମୃତ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଦାର୍ଜିଲିଂରେ ପ୍ରବଳ ବର୍ଷାର ତାଣ୍ଡବ । ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ । ଦୁର୍ଘଟଣାରେ ୧୦ ଜଣଙ୍କରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ମିରିକ ଏବଂ କୁର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ବ୍ରିଜ ମଧ୍ୟ!-->…
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା, ମୃତଦେହ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ
ଆମେରିକା : ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା । ମୃତ ଯୁବକ ଜଣକ ହାଇଦ୍ରାବାଦର ୨୭ ବର୍ଷୀୟ ଚନ୍ଦ୍ରଶେଖର ପାଲେ ବୋଲି ଜଣାପଡିଛି । ଆମେରିକାର ଡଲାସରେ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।
ସୂଚନାନୁଯାୟୀ, ଭାରତରେ ଡେଣ୍ଟାଲ ସର୍ଜରୀରେ ସ୍ନାତକ ଡିଗ୍ରୀ ହାସଲ!-->!-->!-->…