Browsing Category

ଦେଶ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ନାୟକ ଶାହରୁଖ ଏବଂ ବିକ୍ରାନ୍ତ, ଶ୍ରେଷ୍ଠ ଅଭିନେତ୍ରୀ ରାଣୀ ମୁଖାର୍ଜୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାରଙ୍କୁ ସମ୍ମାନିତ କରିଛନ୍ତି । ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ଆଧାରରେ ଆୱାର୍ଡ ଦିଆଯାଉଛି । ଶାହରୁଖ ଖାନ ଏବଂ…

୨୩ ମାସ ପରେ ଜେଲରୁ ମୁକୁଳିଲେ ସପା ନେତା ଆଜମ ଖାନ

ଊତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜନୀତିର ଜଣାଶୁଣା ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜି ଜେଲରୁ ମୁକୁଳିଛନ୍ତି । ତାଙ୍କ ନାମରେ ଥିବା ୭୨ ମାମଲାରେ ବେଲ୍ ମିଳିବା ପରେ ୨୩ ମାସ ପରେ ସୀତାପୁର ଜେଲରୁ ବାହାରିଛନ୍ତି ଆଜମ ଖାନ । ତାଙ୍କ ଉପରେ ୧୦୪ଟି କେସ୍ ରହିଛି । ଗତ ୨୩ ମାସ ଧରି…

ଯୌତୁକ ପାଇଁ ବୋହୂକୁ କାମୁଡ଼ିଲା ନାଗ, ବଞ୍ଚାଇବା ପରିବର୍ତ୍ତେ ହସୁଥିଲେ ଶ୍ୱଶୁର ଘର ଲୋକେ

କାନପୁର: କାନପୁରରେ ଏଭଳି ଏକ ଛାତିଥରା ଘଟଣା ଘଟିଛି ଯାହା ଜାଣିଲେ ଆପଣ ସ୍ତବ୍ଧ ହୋଇଯିବେ । ଯୌତୁକ ପାଇଁ ବୋହୂକୁ କାମୁଡ଼ିଲା ନାଗ । ଛଟପଟ ହେଉଥିଲେ ମହିଳା । ହସୁଥିଲେ ଶ୍ୱଶୁର ଘର ଲୋକେ । ବଞ୍ଚାଇବା ପରିବର୍ତ୍ତେ କୋଠରୀ ବନ୍ଦ କରିଦେଲେ । ଏହା କେବଳ ଘଟିଛି ପାଞ୍ଚଲକ୍ଷ ଟଙ୍କା ଯୌତୁକ ପାଇଁ…

ରାଜ୍ୟରେ ହେବନି ଜାତିଭିତ୍ତିକ ରାଲି ଓ ପ୍ରଚାର, ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆହ୍ଲାବାଦ: ଜାତିଭିତ୍ତିକ ରାଲି ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ନିଷିଦ୍ଧ କରିଛନ୍ତି ଉତ୍ତର ପ୍ରଦେଶ ସରକାର । ପୋଲିସ ଏଫଆଇଆର, ଗିରଫଦାରୀ ମେମୋ, ସାର୍ବଜନୀନ ସ୍ଥାନ ଏବଂ ସରକାରୀ ଦଲିଲରେ ଆଉ ଜାତି ଉଲ୍ଲେଖ କରାଯିବ ନାହିଁ । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ଉତ୍ତର ପ୍ରଦେଶ…

ବିମାନ ଚକରେ ବସି କାବୁଲରୁ ଦିଲ୍ଲୀ ଆସିଲେ ନାବାଳକ,ଜୀବିତ ଥିବା ଆଶ୍ଚର୍ଯ୍ୟ

ଦିଲ୍ଲୀ : ସାଧାରଣତଃ ଆପଣମାନେ ଅନେକ ଥର ବିମାନରେ ଯାତ୍ରା କରିଥିବେ । କିନ୍ତୁ ଆପଣ କେବେ ବିମାନର ପଛଚକାରେ ବସି ଯାତ୍ରା କରିଛନ୍ତି କି ? ଶୁଣି ଆଶ୍ଚର୍ଯ୍ୟ ହେଲେ ନା ? ହଁ ଆଂଜ୍ଞା ଏଭଳି ଏକ ଘଟଣା ଘଟିଛି କାବୁଲରେ । ଜଣେ ଆଫଗାନିସ୍ତାନ ବାଳକ ବିମାନର ଷ୍ଟିଅରିଂ ପାଖରେ…

ବକ୍ସର-ଟାଟା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

ଜାମତାରା : ଟ୍ରେନର ଏକ ବଗିରେ ହଠାତ୍ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଯାତ୍ରୀ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଜାମତାରା ଜିଲ୍ଲାରେ । ବକ୍ସର -ଟାଟା ସୁପରଫାଷ୍ଟ ନାମକ ଟ୍ରେନ ଆଜି ବଡ଼ ଦୁର୍ଘଟଣାରୁ ଟଳି ଯାଇଛି । ନୂଆଦିଲ୍ଲୀ-ହାୱଡା ଭାୟା ପାଟନା ସେକ୍ସନର ବିଦ୍ୟାସାଗର…

ଶୌଚାଳୟ ଖୋଜି ଖୋଜି ପାଇଲଟ କକପିଟ୍ ଖୋଲିଦେଲେ ଯାତ୍ରୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ IX 1086 ରେ ଜଣେ ଯାତ୍ରୀ କକପିଟ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବା ନେଇ ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ଭୟଭୀତ ହୋଇଯାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଯାତ୍ରୀ ଜଣକ ଠିକ୍…

ଇଟାନଗରରେ ୫୧୨୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୋଦି

ଅରୁଣାଚଳ ପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତରେ ରହିଛନ୍ତି । ସକାଳୁ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ସିଓମ ଉପ-ବେସିନରେ…

ପୋରବନ୍ଦରରେ ସମୁଦ୍ର ଭିତରେ ଜଳିଗଲା ଜାହାଜ

ଗୁଜରାଟ : ସମୁଦ୍ର ମଝିରେ ଭୟଙ୍କର ନିଆଁ । ସମୁଦ୍ର ମଝିରେ ଥିବା ଜାହାଜ ହୁତୁହୁତୁ ହୋଇ ଜଳୁଛି । ଗୁଜରାଟ ପୋରବନ୍ଦରରେ ସମୁଦ୍ର ଭିତରେ ଜାହାଜରେ ଲାଗିଲା ନିଆଁ । ସୁଭାଷନଗର ଜେଟିରେ କାର୍ଗୋ ସିପରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତିନୋଟି ଦମକଳ…

ଖାଇବା ଆଣିବାକୁ ଯାଉଥିଲାବେଳେ ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗ୍ରେଟର ନୋଏଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ପାଣି ଟ୍ୟାଙ୍କର ଏବଂ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଘଟିଛି । ସୂଚନାନୁଯାୟୀ, ରବିବାର ରାତି ସମୟରେ…