Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ପାଲଟିଯାଏ’, ୭ ବର୍ଷର ଝିଅକୁ ବଳାତ୍କାର ମାମଲାରେ ପିତାଙ୍କୁ ଭର୍ତ୍ସନା କଲେ…
ନୂଆଦିଲ୍ଲୀ,୨୯।୫: ଗୁରୁବାର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ହୋଇଯାଏ। ସୁପ୍ରିମକୋର୍ଟ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି, ଯେଉଁଥିରେ ସେ ତାଙ୍କ ସାତ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେବା!-->…
ଅସହ୍ୟ ହେଲା ପାଠପଢ଼ା ଚାପ, ଜୀବନ ହାରିଲେ ଛାତ୍ରୀ
ବେଙ୍ଗାଲୁରୁ : ପାଠପଢ଼ାର ଚାପ ସହି ନ ପାରି ଜୀବନ ହାରିଛନ୍ତି ଜଣେ ୧୯ ବର୍ଷୀୟ ଛାତ୍ରୀ। ମାତ୍ର ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜର ୧୯ତମ ଜନ୍ମ ଦିନ ପାଳିଥିଲେ। ହେଲେ ବୁଧବାର ଅପରାହ୍ନରେ ସେ ନିଜ ରୁମରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକାର କୋଡାଗୁ ଜିଲ୍ଲାରେ ଥିବା!-->…
ହତ୍ୟାକାଣ୍ଡକୁ ବିରୋଧ କରି କଂଗ୍ରେସ ଛାଡ଼ିଲେ ୨୦୦ ମୁସଲିମ ନେତା
ବେଙ୍ଗାଲୁରୁ : କର୍ଣ୍ଣାଟକା କଂଗ୍ରେସରେ ବଡ଼ ବିପର୍ଯ୍ୟୟ। ଏକା ଥରେ ଦଳ ଛାଡ଼ିଲେ ୨୦୦ରୁ ଅଧିକ ମୁସଲିମ ନେତା। କର୍ଣ୍ଣାଟକାର ଦକ୍ଷିଣ କନ୍ନଡରେ ଘଟିଥିବା ଗୋଟିଏ ହତ୍ୟାକାଣ୍ତ ବିରୋଧ କରି କଂଗ୍ରେସର ମୁସଲିମ ନେତାମାନେ ଏପରି ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକାରେ କଂଗ୍ରେସ ଏବେ କ୍ଷମତାରେ!-->…
ଦମ୍ ଅଛି ତ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କର : ମମତା
କୋଲକାତା: ମୋଦୀଙ୍କ ଉପରେ ବର୍ଷିଲେ ମମତା । ପଶ୍ଚିମବଙ୍ଗ ସରକାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟୁ ସମାଲୋଚନା ପରେ ତାତିଛନ୍ତି ଦିଦି । ପ୍ରେସମିଟ୍ କରି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ଆଉ ସିଧା ସିଧା ନିଶାନା କରି କହିଛନ୍ତି-!-->…
ଟିଏମସି ଶାସନ ସମୟରେ ହଜାର ହଜାର ଶିକ୍ଷକଙ୍କ ଭବିଷ୍ୟତ ନଷ୍ଟ ହୋଇଥିଲା: ମୋଦୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମମତା ବାନାର୍ଜୀ ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ। ଆଲିପୁରଦ୍ୱାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମୁର୍ଶିଦାବାଦ ଏବଂ ମାଲଦାର କଥା ଉଠାଇ କହିଥିଲେ ଯେ ପଶ୍ଚିମବଙ୍ଗରେ!-->…
ଭୂମିକମ୍ପରେ ପୁଣି ଥରିଲା ପାକିସ୍ତାନ, ୩ ଦିନରେ ୨ ଥର ଦୋହଲିଗଲାଣି ଦେଶ
ଇସଲାମାବାଦ: ପୁଣି ପାକିସ୍ତାନରେ ଭୂମିକମ୍ପ । ଭୂକମ୍ପ ଝଟକାରେ ପୁଣି ଥରିଲା ପାକିସ୍ତାନ । ସନ୍ଧ୍ୟା ୬ଟା ୬ ମିନିଟରେ ପାକିସ୍ତାନରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ରେକର୍ଡ । ଭୂମିକମ୍ପ ପରେ ଲୋକେ ଛାନିଆରେ ଘରୁ ବାହାରି ଆସିଥିବା ବେଳେ କୌଣସି କ୍ଷୟକ୍ଷତିର!-->…
ଦୁଇଥର ଅସ୍ତ୍ରବିରତି ପାଇଁ ଭାରତ ସହ ସମ୍ପର୍କ କରିଥିଲା ପାକିସ୍ତାନ
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କ ଉପରେ ଶକ୍ତିଶାଳୀ ଆକ୍ରମଣ କରି ପ୍ରତିଶୋଧ ନେଇଥିଲା। ଏହି ଆକ୍ରମଣ ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଘଂନ କରି ଚାଲିଥିଲା। ଏହାର ବି କଡ଼ା ଜବାବ ଦେଇଥିଲା ଭାରତ।
ଏହାପରେ!-->!-->!-->…
ମଣିପୁରରେ ପୁଣି ବୀରେନ ସିଂ ସରକାର ସମ୍ଭାବନା !
ଇମ୍ପାଲ : ମଣିପୁର ରାଜନୀତିରେ ପୁଣି ଥରେ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ବିଜେପି ବିଧାୟକମାନଙ୍କ ଏକ ୧୦ ଜଣିଆ ପ୍ରତିନିଧି ଦଳ ଆଜି ମଣିପୁରର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଏନ. ବୀରେନ ସିଂଙ୍କ ଅନୁଗତ ବିଧାୟକ ରାଧେଶ୍ୟାମ ଏହି ବୈଠକ ପରେ!-->…
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୬୯ ଟଙ୍କା କୁ ବୃଦ୍ଧି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଚାଷୀମାନଙ୍କ ଲାଭ ସରକାର ଅନେକ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)!-->…
ମହିଳା ଡାକ୍ତରଙ୍କ ସମେତ ୭ଜଣ କରୋନା ପଜିଟିଭ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମ୍ପ୍ରତି ମିଳିଥିବା ସୂଚନା ଅନୁଯାୟୀ ବିହାରରେ ୭ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରେ ଏମ୍ସର ମହିଳା ଡାକ୍ତର ବି ସାମିଲ ଅଛନ୍ତି।
ସଂକ୍ରମିତ ହୋଇଥିବା ସମସ୍ତ!-->!-->!-->…