Browsing Category

ଦେଶ

ଯୌତୁକ ପାଇଁ ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା

ଲକ୍ଷ୍ନୌ: ପୁଣି ଯୌତୁକ ବର୍ବରତାରେ ବଳି ପଡିଲେ ଆଉ ଜଣେ ମହିଳା । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ, ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଏବଂ ଭଉଣୀଙ୍କ ସମ୍ମୁଖରେ ଜିଅନ୍ତା ପୋଡିଦେଲେ ସ୍ବାମୀ । ପୋଡ଼ିବା ପରେ, ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ଭଉଣୀଙ୍କୁ ମଧ୍ୟ ଏତେ…

୨୦ ବର୍ଷରୁ ପୁରୁଣା ଗାଡ଼ି ରଖିବା ମହଙ୍ଗା ପଡ଼ିବ; ରିନ୍ୟୁଅଲ ଶୁଳ୍କ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ:ଯଦି ଆପଣଙ୍କର ଏକ ପୁରୁଣା ଗାଡ଼ି ଅଛି ଓ ଯାହାର ପଞ୍ଜିକରଣ ରିନ୍ୟୁ କରିବାକୁ ଚାହୁଁଛନ୍ତି, ତେବେ ଏବେ ଆପଣଙ୍କୁ ଏକ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ହଁ, ଆଜ୍ଞା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପଞ୍ଜିକରଣ ରିନ୍ୟୁଅଲ ଶୁଳ୍କକୁ…

ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଉତ୍ପାଦନ ହେବ ସେମିକଣ୍ଡକ୍ଟର ଚିପ୍, ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ମେଡ-ଇନ-ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ । ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତରେ ଚଳିତ ବର୍ଷ ଶେଷ ସୁଦ୍ଧା ସେମିକଣ୍ଡକ୍ଟର ଚିପ୍ ତିଆରି ହେବ। ଏହା ସହ ଦେଶ ଏବେ 6G ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ…

ଖୁବଶୀଘ୍ର ଭାରତ ଆସିପାରନ୍ତି ଜେଲେନସ୍କି ଓ ପୁଟିନ୍, ବାହାରିପାରେ ଶାନ୍ତିର ରାସ୍ତା !

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସତ ଚେଷ୍ଟା ପରେ ମଧ୍ୟ ରୁଷ-ୟୁକ୍ରେନ୍ ଯୁଦ୍ଧରେ ପଡିପାରିନାହିଁ ପୂର୍ଣ୍ଣଚ୍ଛେଦ । ବାରମ୍ବାର ବୈଠକ ସତ୍ତ୍ବେ ସମାଧାନ ମିଳିପାରିନାହିଁ । ଏହାରି ମଧ୍ୟରେ ଜେଲେନସ୍କିଙ୍କ ଭାରତ ଗସ୍ତ ଖବରକୁ ତୀବ୍ର କରିଛି । ପୁଟିନ୍ ମଧ୍ୟ ଚଳିତ ବର୍ଷ ଭାରତ ଗସ୍ତ କରିବାକୁ ଯାଉଛନ୍ତି…

ଭାଗଲପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ଭୋଟର ତାଲିକାରେ ଅଛି ପାକିସ୍ତାନୀ ମହିଳାଙ୍କ ନାମ

ବିହାର: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଗଲପୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଗୃହ ମନ୍ତ୍ରଣାଳୟର ତଦନ୍ତରୁ ଜଣାପଡିଛି ଯେ ପାକିସ୍ତାନରୁ ଆସିଥିବା ଦୁଇ ମହିଳାଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିଲା । ଏଥିସହ ସେମାନଙ୍କର ଭୋଟର ପରିଚୟପତ୍ର ମଧ୍ୟ ତିଆରି କରାଯାଇଥିଲା ।…

DRDO ବିକଶିତ କଲା ବାୟୁ ପ୍ରତିରକ୍ଷା ପ୍ରଣାଳୀ, IADWS ର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଭାରତ ଏକ ବଡ଼ ସଫଳତା ହାସଲ କରି ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱେପନ୍ ସିଷ୍ଟମ୍ (IADWS)ର ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ଷମତାକୁ ଆଉ ପାଦେ ଆଗେଇ ନେଇଛି । ବିଶେଷଜ୍ଞଙ୍କ ମତରେ, ଏହି ସଫଳତା ଭାରତକୁ ସେହି କିଛି ବଛା ବଛା ଦେଶଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଭିତରେ ମମତା ସବୁଠୁ ଗରିବ, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ ସବୁଠୁ ଅଧିକ ଅପରାଧ

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହେଉଥାଏ । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ତାଙ୍କ ରାଜ୍ୟର ମୁଖିଆଙ୍କର କେତେ ସମ୍ପତ୍ତି ରହିଛି? ଏହାକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ,…

ମହାରାଷ୍ଟ୍ରର ଗଡଚିରୋଲିରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୀତି ସରଗରମ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଲାଲୁ ଯାଦବଙ୍କ ଦଳ ଆରଜେଡିକୁ ବିଜେପି ଟାର୍ଗେଟ କରୁଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଲଗାତାର ବିଜେପି ନେତାମାନଙ୍କୁ ଟାର୍ଗେଟ…

୨୦୨୮ ସୁଦ୍ଧା ହେବ ଭାରତର ନିଜସ୍ୱ ମହାକାଶ ଷ୍ଟେସନ, ୨୦୩୫ ସୁଦ୍ଧା ଚନ୍ଦ୍ରାୟଣ-୪: ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୩୫ ସୁଦ୍ଧା ଚନ୍ଦ୍ରାୟଣ-୪, ଏକ ଶୁକ୍ର ଅର୍ବିଟର ମିଶନ ଏବଂ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (BAS), ଭାରତର ନିଜସ୍ୱ ମହାକାଶ ଷ୍ଟେସନ ସ୍ଥାପନ କରିବାର ଯୋଜନା ଘୋଷଣା କରିଛି । ଦେଶ ୨୦୪୦ ସୁଦ୍ଧା ଏହାର…

ଗଙ୍ଗା ସ୍ନାନ ସାରି ଫେରିବା ବେଳେ ଦୁର୍ଘଟଣା, ଅଟୋ-ଟ୍ରକ୍ ମୁହାଁମୁହିଁ : ୮ ମୃତ, ୪ ଆହତ

ପାଟନା : ବିହାରର ପାଟନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅଟୋ ଏବଂ ଏକ ଅଜଣା ଗାଡ଼ି ମୁହାଁମୁହିଁ ଧକ୍କା…