Browsing Category

ଦେଶ

ଅଭିନେତା ଶ୍ରେୟସ ତଲପଡେ ଓ ଆଲୋକ ନାଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ

ଅଭିନେତା ଶ୍ରେୟସ ତଲପଡେ ଏବଂ ଆଲୋକ ନାଥଙ୍କ ବିରୋଧରେ ହରିୟାଣାର ସୋନିପତ ଜିଲ୍ଲାର ମୁରଥାଲ ପୋଲିସ ଷ୍ଟେସନରେଠକେଇ ମାମଲା ରୁଜ୍ଜୁ ହୋଇଛି। ଗତ ୨୨ତାରିଖରେ ଦାଖଲ ହୋଇଥିବା ଏତଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬(୨), ୩୧୮(୨) ଓ ୩୧୮(୪) ଅନୁଯାୟୀ ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ

ମହାରାଷ୍ଟ୍ରର ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ବିସ୍ଫୋରଣ: ୮ ମୃତ୍ୟୁ, ୭ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ଏକ ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ରିପୋର୍ଟ ଅନୁସାରେ, ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ

ଦିନ ମଜୁରିଆଙ୍କ ଉପରେ ୧.୯୬ କୋଟି ଟଙ୍କାର ଟ୍ୟାକ୍ସ ଲଗାଇଲା ଜିଏସଟି ବିଭାଗ

ନୂଆଦିଲ୍ଲୀ: ଜଣେ ଦିନ ମଜୁରିଆଙ୍କ ଉପରେ ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ ଲଗାଇଛି ଜିଏସଟି ବିଭାଗ। ଯାହାର ରୋଜଗାର ମାସକୁ ମାତ୍ର ୧୬ ହଜାର ଟଙ୍କା ତାଙ୍କୁ ନିକଟକୁ ପୁଣି ଆସିଛି ପାଖାପାଖି ୨କୋଟିର ଇନକମ୍ ଟ୍ୟାକ୍ସ ନୋଟିସ୍। ଏହା କିପରି ସମ୍ଭବ ? ଗୁଜରାଟର ପାଟଣା ଜିଲ୍ଲାରୁ

ଉତ୍ତରାଖଣ୍ଡରେ ଦୁଇ ଥର ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ସୀମାନ୍ତ ଜିଲ୍ଲା ଉତ୍ତରକାଶୀରେ ଭୂମିକମ୍ପ ଝଟକା ଅନୁଭୂତ । ଶୁକ୍ରବାର ସକାଳ ପ୍ରାୟ ୭.୪୨ ମିନିଟରେ ହୋଇଥିବା ବେଳେ ୮.୨୧ ମିନିଟରେ ଦୁଇଟି ଭୂକମ୍ପ ଝଟକା ହୋଇଥିଲା। ଦ୍ୱିତୀୟ ଥର ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଲେ। ସେହି

ଟ୍ରମ୍ପଙ୍କ ଧମକ ପରେ ନରମିଲା ରୁଷ, କହିଲା ଆଲୋଚନା ପାଇଁ ପ୍ରସ୍ତୁତ

ମସ୍କୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଯୁଦ୍ଧ ଶେଷ କରିବାକୁ ରୁଷକୁ କହିଛନ୍ତି। ଏହାପରେ ରୁଷର ବୟାନ ଆସିଛି । ରୁଷ୍ ମଧ୍ୟ ଏବେ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ବୋଲି କହିଥିବା ବେଳେ ଏଭଳି ଆଲୋଚନା ପାରସ୍ପରିକ ସମ୍ମାନ ଉପରେ ଆଧାରିତ ହେବା ଉଚିତ ବୋଲି

ରାଜପାଲ ଯାଦବଙ୍କ ସମେତ ୪ କଳାକାରଙ୍କୁ ହତ୍ୟା ଧମକ, ପାକିସ୍ତାନରୁ ଆସିଲା ଇମେଲ

ମୁମ୍ବାଇ ୨୩।୦୧; ୪ ବଲିଉଡ ଷ୍ଟାରଙ୍କୁ ହତ୍ୟା ଧମକ ମିଳିଛି । ପାକିସ୍ତାନରୁ ଇ-ମେଲ ଜରିଆରେ ହତ୍ୟା ଧମକ ଦିଆଯାଇଥିବା ସୂଚନା ରହିଛି । କପିଲଙ୍କ ସମେତ କମେଡିଆନ ରାଜପାଲ ଯାଦବ, ସୁଗନ୍ଧା ମିଶ୍ରା ଓ ଡାନ୍ସ କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ ମଧ୍ୟ ହତ୍ୟା ଧମକ ଆସିଥିବା ଖବର ମିଳିଛି ।

ସୁରକ୍ଷାକର୍ମୀଙ୍କୁ ସଫଳତା, ମାଲକାନଗିରି ସୀମାନ୍ତରୁ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ

ମାଲକାନଗିରି ୨୩।୦୧ : ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଠାବ ହୋଇଛି। ଏହାସହ ଏକ ଅସ୍ତ୍ର ଶସ୍ତ୍ର ତିଆରି ଉପକରଣ ମଧ୍ୟ ଜବତ କରିଛନ୍ତି ସୁରକ୍ଷା କର୍ମୀ ।ଖବର ଅନୁଯାୟୀ, ଛତିଶଗଡ଼ ସୁକମା ଜିଲ୍ଲାରେ

ସୀମା ଟପିଗଲା ସ୍ୱାମୀର ବର୍ବରତା, ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା, ଅବିଶିଷ୍ଟାଂଶକୁ ଭସାଇଲା ହ୍ରଦରେ

ହାଇଦ୍ରାବାଦ ୨୩/୦୧: ସୀମା ଟପିଗଲା ସ୍ୱାମୀର ବର୍ବରତା । ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା । ଖାଲି ରାନ୍ଧିଲାନି ତ ଅବିଶିଷ୍ଟାଂଶକୁ ଭସାଇଦେଲା ହ୍ରଦରେ । ହାଇଦ୍ରାବାଦରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଘଟାଇଛନ୍ତି ଏପରି ଜଘନ୍ୟ କାଣ୍ଡ । ହାଇଦ୍ରାବାଦ ମୀରପେଟ୍‌ ଥାନା ଅଞ୍ଚଳରେ

୨ ଗୁଣା ସ୍ପିଡ୍‌ରେ ବଢିବ ଡିଜିଟାଲ ଅର୍ଥନୀତି, ୨୦୩୦ ସୁଦ୍ଧା GDPରେ ଯୋଗଦାନ ଏକ-ପଞ୍ଚମାଂଶ: ଆଇଟି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ଅର୍ଥନୀତି ବର୍ତ୍ତମାନ ପ୍ରାୟ ୧୧.୮ ପ୍ରତିଶତ ହାରରେ ବଢୁଛି ବୋଲି ଆଇଟି ମନ୍ତ୍ରଣାଳୟ ସୂଚନା ଦେଇଛି । କେବଳ ଏତିକି ନୁହେଁ, ଆଗାମୀ ୬ ବର୍ଷରେ ଏହା ଦ୍ୱିଗୁଣା ସ୍ପିଡ୍‌ରେ ବଢିବ । ଡିଜିଡାଲ୍ ଅର୍ଥନୀତି ଉପରେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ

ଟୋରେସ ପୋଞ୍ଜି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ED କାର୍ଯ୍ୟାନୁଷ୍ଠାନ, ମୁମ୍ବାଇ ଓ ଜୟପୁରର ୧୦ରୁ ଅଧିକ ସ୍ଥାନରେ…

ମୁମ୍ବାଇ ୨୩।୧ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଟୋରେସ ନିବେଶ ନାମକ ଏକ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଛି। ଏହି ମାମଲାରେ ଅନେକ ନିବେଶକ କଥିତ ରୂପେ ଠକେଇର ଶିକାର ହୋଇଛନ୍ତି। ଏଥି ପାଇଁ ମୁମ୍ବାଇ ଓ ଜୟପୁରର ୧୦ରୁ ୧୨ଟି ସ୍ଥାନରେ ଚଢଉ ହୋଇଛି। ଉଲ୍ଲେଖଯୋଗ୍ୟ ଯେ