Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିପଦ ବେଳେ ମଣିଷକୁ ଉଦ୍ଧାର କରିବ ଅସରପା!
ଅସରପାକୁ ମଣିଷ ସବୁବେଳେ ଘୃଣା କରେ । ଏଗୁଡିକ ଘରେ ବଢିଗଲେ ଘରେ ରହିବା କଷ୍ଟକର ହୋଇପଡ଼େ । ତେଣୁ ଅସରପାଙ୍କୁ ମାରିବାକୁ ଏବେ ବଜାରରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ବିକ୍ରି ହେଉଛି । ଏଭିଳିକି ସେମାନଙ୍କ ବଂଶ ନିପାତ କରିବାକୁ କିଛି ସଂସ୍ଥା ମଧ୍ୟ ଗଢି ଉଠିଛନ୍ତି । କିନ୍ତୁ ଏବେ ସମୟ!-->…
ଝିରମ ଗଣସଂହାର: ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
ବସ୍ତର : ପ୍ରାୟ ୧୩ ବର୍ଷ ତଳେ ଛତିଶଗଡ଼ ବସ୍ତର ଜିଲା ଝିରମ ଘାଟି ଅଂଚଳରେ ନକ୍ସଲ ଆକ୍ରମଣରେ ୨୯ ଜଣଙ୍କ ପ୍ରାଣହାନୀ ଘଟିଥିଲା । ବୁଧବାର ଜଗଦଲପୁରସ୍ଥିତ ସ୍ୱତନ୍ତ୍ର ଏନଆଇଏ କୋର୍ଟ ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଏହି ନରସଂହାରରେ ଛତିଶଗଡ଼ର ଛାମୁଆ!-->…
ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନୀତ ହେବେ
ଅଭିନେତା ଅନନ୍ତ ନାଗ ୨୦୨୪ ବର୍ଷ ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନୀତ ହେବେ । ଦାଦା ସାହେବ ଫାଲ୍କେ ପୁରସ୍କାର ଚୟନ କମିଟି ପକ୍ଷରୁ ଏକ ପ୍ରେସ ବିବୃତିରେ ଏକଥା କୁହାଯାଇଛି । ଆସନ୍ତା ସେପ୍ଟେମ୍ବର ୨୨ ତାରିଖ, ଗୁଜୁରାଟର ଏକତାନଗରରେ ଅନୁଷ୍ଠିତ ହେବାକୁ ଥିବା ୭୨ତମ ଜାତୀୟ!-->…
ରିଲ୍ସ ଦେଖିବାରେ ବିହାର ନମ୍ବର-୧, ମହାରାଷ୍ଟ୍ର ଦ୍ୱିତୀୟ
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଏବଂ ଆଇପ୍ୟାଡ୍ ସ୍କ୍ରିନ୍ରେ ଘଣ୍ଟା ଘଣ୍ଟା ଧରି ସ୍କ୍ରୋଲିଂ, ଭିଡିଓ ଷ୍ଟ୍ରିମିଂ ଏବଂ ସୋସିଆଲ ମିଡିଆର ବୃଦ୍ଧି ପାଉଥିବା ସକ୍ରିୟତା ଦେଶରେ ଇଣ୍ଟରନେଟ୍ ବ୍ୟବହାରକୁ ଏକ ନୂଆ ସ୍ତରକୁ ନେଇଯାଇଛି । ସର୍କଲୱାରୀ ଡାଟା ବ୍ୟବହାର ଆକଳନକୁ ଦେଖିଲେ, ଇଣ୍ଟରନେଟ୍ ବ୍ୟବହାର!-->…
UPI ପେମେଣ୍ଟ ଉପରେ ଚାର୍ଜକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ୟୁପିଆଇ ଟ୍ରାଞ୍ଜାକ୍ସନ ନିମନ୍ତେ କେନ୍ଦ୍ର ସରକାରଙ୍କ ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର) ଫ୍ରେମ ୱାର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ ସରକାର ଆମେରିକା ଚାପ ଆଗରେ!-->…
ଆରମ୍ଭ ହେବ କି ଅପରେସନ ସିନ୍ଦୂର 2.0 ! ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇ ବିନାଶକୁ ଡାକିଲା ପାକ୍ ନୌସେନା
ନୂଆଦିଲ୍ଲୀ : ଉତ୍ତର ଆରବ ସାଗରରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ଗୁରୁତର ଘଟଣା । ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ମଧ୍ୟରେ ହୋଇଥିଲା ବଡ଼ ଟକ୍କର । ପାକିସ୍ତାନ ନୌସେନାର ଏକ ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ୍ ଯୁଦ୍ଧପୋତର ଅତି ନିକଟକୁ!-->…
କର୍ଣ୍ଣାଟକରେ ଫ୍ରିଜ୍ ବିସ୍ଫୋରଣ, ଚାଲିଗଲା ୪ ଜୀବନ, ଅଳ୍ପକେ ବର୍ତ୍ତିଲେ ୨ଜଣ
କର୍ଣ୍ଣାଟକ : ଫ୍ରିଜ୍ ବିସ୍ଫୋରଣରେ ପରିବାରର ୪ ମୃତ । ନିଆଁରୁ ବଞ୍ଚିଗଲେ ୨ଜଣ । ଶରୀରର ୬୦% ଅର୍ଦ୍ଧଦଗ୍ଧ ହୋଇ ଅବସ୍ଥା ଗୁରୁତର ରହିଛି । କର୍ଣ୍ଣାଟକ ବେଲଗାଭି ସେଣ୍ଟ୍ରାଲ୍ ବସଷ୍ଟାଣ୍ଡ ନିକଟ ଚାଭାଟ ଗଲିରେ ଏହି ଅଘଟଣ ଘଟିଛି । ସୂଚନାନୁଯାୟୀ, ଗତକାଲି ରାତିରେ ଘରେ ପରିବାରର ୬ଜଣ!-->…
ୟୁପିଆଇ ଚାର୍ଜକୁ ନେଇ ଦୂର ହେଲା ସବୁ ଦ୍ୱନ୍ଦ୍ୱ: ଛୋଟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ପଡ଼ିବନି ବୋଝ
ନୂଆଦିଲ୍ଲୀ: ୟୁପିଆଇ ୟୁଜରଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଗତ କିଛି ଦିନ ଧରି ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲାଗିବା ନେଇ ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ କେନ୍ଦ୍ର ସରକାର ଶେଷରେ ଦୂର କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ!-->…
କଲବଲ କଲାଣି ମହଙ୍ଗା ମାଡ଼, ୪.୮୨% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ: କଲବଲ କଲାଣି ମହଙ୍ଗା ମାଡ଼ । ପାର୍ବଣ ସମୟରେ ଦର ବୃଦ୍ଧି । ଦେଶରେ ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି । ତେଲ ଦର ବଢ଼ାଇଲା ଚିନ୍ତା । ସୁଧ ହାର ବୃଦ୍ଧି ନେଇ ବଢ଼ିଲା ଆଶଙ୍କା । ଅଗଷ୍ଟରେ ୪.୮୨% ରେ ପହଞ୍ଚିଲା ଦରବୃଦ୍ଧି ହାର । ପୂର୍ବ ମାସ ଅର୍ଥାତ୍ ଜୁଲାଇରେ!-->…
ହର୍ମୁଜରେ ପୁଣି ଆକ୍ରମଣ; ୩% ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର
ତେହେରାନ: ହର୍ମୁଜ ପ୍ରଣାଳୀ ଏବଂ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ନିକଟରେ ହୋଇଥିବା ଆକ୍ରମଣ ବିଶ୍ୱ ଯୋଗାଣ ସଙ୍କଟକୁ ଆହୁରି ବଢ଼ାଇଛି।ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୩% ବୃଦ୍ଧି ପାଇ $୧୦୭.୭୪!-->…