Browsing Category

ଦେଶ

ଅରବିନ୍ଦ କେଜ୍ରିୱାଲଙ୍କ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର କରୁଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ବଡ଼ ଦାବି କରିଛନ୍ତି। ହିସାରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏଠାରେ ଆପ ବିନା ସରକାର ଗଠନ ହେବ ନାହିଁ। ଆମ୍ ଆଦମୀ ପାର୍ଟି

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଲା: ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ(ମୁଦା) ଜମି ଦୁର୍ନୀତି ମାମଲାରେ ଫସିଥିବା କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରିବେ। ଏନେଇ ଆଜି କର୍ଣ୍ଣାଟକାର ଗୋଟିଏ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାହୁଲଙ୍କ ପାସପୋର୍ଟ ଜବତ କରନ୍ତୁ ସରକାର: ବିଜେପିର ଦାବି ନେଇ ଉତ୍ତର ଦେଲା କଂଗ୍ରେସ

ନୂଆଦିଲ୍ଲୀ: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବିବୃତିକୁ ନେଇ ବିବାଦ ଜାରି ରହିଛି। ବର୍ତ୍ତମାନ ରାଜସ୍ଥାନର ଚିତ୍ତୋରଗଡର ବିଜେପି ସାଂସଦ ସିପି ଯୋଶୀ ରାହୁଲ ଗାନ୍ଧୀଙ୍କ ପାସପୋର୍ଟ ଜବତ କରିବାକୁ ଦାବି କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି। ସିପି

ସରକାର ଗଠନ ପାଇଁ ଦିନେ ବିଜେପି ନେତା ଘର ବାହାରେ ଅପେକ୍ଷା କରୁଥିଲେ: ମୁଫତି

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଏବେ ନିର୍ବାଚନୀ ମାହୋଲ ସରଗରମ ରହିଛି | ଦଳମାନେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି | ବିଜେପିକୁ ଟାର୍ଗେଟ କରି ପିଡିପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏଠାକୁ

ହିଂସକ ହେଉଛି ନିର୍ବାଚନ, କମଲା ହାରିସଙ୍କ ଅଫିସ୍‌ ଉପରକୁ ଗୁଳିମାଡ଼

ଆସନ୍ତା ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ତେବେ ଭୋଟ୍‌ ପୂର୍ବରୁ ଆମେରିକାରୁ ଲଗାତର ହିଂସା ଖବର ସାମ୍ନାକୁ ଆସୁଛି। ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ବର୍ତ୍ତମାନ

ଚାପ ବଢ଼ିବାରୁ ୟୁ-ଟର୍ଣ୍ଣ ମାରିଲେ କଙ୍ଗନା

ନିଜ ବୟାନକୁ ନେଇ ପୁଣି ବିବାଦରେ ବଲିଉଡର ପଙ୍ଗା କୁଇନ୍‌ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। କୃଷି ଆଇନ୍‌କୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ତେବେ ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ନିଜ ମତ ବଦଳାଇଛନ୍ତି। ରଦ୍ଦ

ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୭୭ ହଜାରରେ ପହଞ୍ଚିଲା

ବିବାହ ଋତୁ ଆରମ୍ଭ ପୂର୍ବରୁ ଗ୍ରାହକଙ୍କୁ ଝଟ୍‌କା। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି। ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ଦାମ୍‌ ୭୬,୯୫୦ରେ ପହଞ୍ଚିଛି। ଦିଲ୍ଲୀ, ଜୟପୁର,

ଗତବର୍ଷ ୧୬ ହଜାରରୁ ଅଧିକ ଜୀବନ୍ତ ବ୍ୟକ୍ତି ଦାନ କରିଛନ୍ତି ଅଙ୍ଗ

2023ରେ ଭାରତରେ 16 ହଜାର 542 ଜୀବନ୍ତ ବ୍ୟକ୍ତି ଅଙ୍ଗ ଦାନ କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟ ଅନୁସାରେ, ଅଙ୍ଗଦାତାଙ୍କ ମଧ୍ୟରେ ସର୍ବାଧିକ ମହିଳା ଅଙ୍ଗଦାତା ଅଛନ୍ତି। ଜୀବନ୍ତ

ହରିୟାଣା ନିର୍ବାଚନ:​ ଶାହାରୁଖଙ୍କ ‘ଡଙ୍କି’କୁ ପ୍ରସଙ୍ଗ କଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହରିୟାଣା ନିର୍ବାଚନରେ ​​ଶାହାରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’କୁ ଏକ ପ୍ରସଙ୍ଗ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ବିଜେପିକୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ ହରିୟାଣାର ବେକାରୀ ସମସ୍ୟା ସମ୍ପର୍କରେ ବିଜେପିକୁ

ପ୍ରତ୍ୟାହୃତ ୩ କୃଷି ଆଇନ ପୁଣି ଲାଗୁ କରିବାକୁ ଚାହୁଁଛନ୍ତି କଙ୍ଗନା

ପୁଣିଥରେ ଚର୍ଚ୍ଚାରେ ବିଜେପି ସାଂସଦ କଙ୍ଗନା ରାଣାୱତ। ଚାଷୀଙ୍କ ସବୁଠାରୁ ବଡ଼ ଆନ୍ଦୋଳନ ଯୋଗୁ ପ୍ରତ୍ୟାହାର ହୋଇଥିବା ୩ କୃଷି ଆଇନକୁ ପୁଣିଥରେ କେନ୍ଦ୍ର ସରକାର ଲାଗୁ କରନ୍ତୁ ବୋଲି କଙ୍ଗନା କହିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ହିମାଚଳ ପ୍ରଦେଶର ମଣ୍ଡିରେ ଅଭିନେତ୍ରୀରୁ