Browsing Category

ଦେଶ

ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଏସ ୟେଦ୍ଦୁରପ୍ପାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି

ବେଙ୍ଗାଲୁରୁ : କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରପ୍ପାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଆଜି ବେଙ୍ଗାଲୁରୁର ଏକ କୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୋକ୍ସୋ ନିୟମ ଅଧୀନରେ ରୁଜୁ ହୋଇଥିବା ଏକ ମାମଲା ଉପରେ

ବଢିଲା ଅଜିତ ଡୋଭାଲ ଓ ପ୍ରମୋଦ ମିଶ୍ରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ ପାଳିରେ ଅଜିତ ଡୋଭାଲଙ୍କୁ ପୁଣି ଥରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଅଜିତ ଡୋଭାଲଙ୍କୁ ତୃତୀୟ ଥର ପାଇଁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ବିଗତ କିଛି ଦିନ ହେଲା ଚର୍ଚ୍ଚା

ଦିଲ୍ଲୀରେ ଜଳ ସଙ୍କଟ; ପାଣି ଦେବାକୁ ମନା କରିଦେଲେ ହିମାଚଳ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ ଜଳ ସଙ୍କଟ ମଧ୍ୟରେ ୟୁ-ଟର୍ଣ୍ଣ ନେଇଛନ୍ତି ହିମାଚଳ ପ୍ରଦେଶ ସରକାର। ପୂର୍ବରୁ ପାଣି ଦେବାକୁ କହି ଏବେ ସୁପ୍ରିମକୋର୍ଟରେ ମନା କରି ଦେଇଛନ୍ତି। ଆମ ପାଖରେ ବଳକା ୧୩୬ କ୍ୟୁସେକ୍ ଜଳ ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ହିମାଚଳ ପ୍ରଦେଶ ସରକାର।ସୂଚନା ଅନୁସାରେ,

ଏନ୍‌କାଉଣ୍ଟର୍‌ରେ ଟଳିଲା ଜଣେ ଆତଙ୍କବଦୀ

ଜମ୍ମୁ ଓ କଶ୍ମୀର ପୁଣି ଏନକାଉଣ୍ଟର। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର କାଠୁଆ ଜିଲ୍ଲାର ସାଇଦା ଗାଁରେ ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା

ନୂଆ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ। ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ସରକାର ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ ସେନାର ଉପାଧ୍ୟକ୍ଷ ଅଛନ୍ତି। ଏବେ ସ୍ଥଳସେନା

ତୀର୍ଥଯାତ୍ରୀ ବସ୍‌ ଉପରେ ହମ୍‌ଲା, ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି

ଜମ୍ମୁରେ ତୀର୍ଥଯାତ୍ରୀ ବସ୍ ଉପରେ ହମଲା ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୁଲିସ। ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ଆର୍ଥିକ ପୁରସ୍କାର ମିଳିବ। ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ ଘୋଷଣା

ଏନ୍‌କାଉଣ୍ଟର୍‌ରେ ଟଳିଲା ଜଣେ ଆତଙ୍କବଦୀ

ଜମ୍ମୁ ଓ କଶ୍ମୀର ପୁଣି ଏନକାଉଣ୍ଟର। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର କାଠୁଆ ଜିଲ୍ଲାର ସାଇଦା ଗାଁରେ ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା

ଆନ୍ଧ୍ରରେ ଅମରାବତୀ ହିଁ ଗୋଟିଏ ରାଜଧାନୀ ରହିବ: ଚନ୍ଦ୍ରବାବୁ ନାଇଡୁ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ରାଜ୍ୟ ରାଜଧାନୀକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶର ଗୋଟିଏ ରାଜଧାନୀ, ଅମରାବତୀ ହିଁ ରାଜଧାନୀ ରହିବ ବୋଲି ବିଧାୟକ ଦଳ ବୈଠକରେ କହିଛନ୍ତି ନାଇଡୁ। ଆଜି ବିଜୟୱାଡାରେ ବିଜେପି ନେତୃତ୍ୱାଧୀନ ଏନଡିଏ

ଅନ୍ତଃବସ୍ତ୍ରରେ ଲୁଚାଇ ନେଉଥିଲେ, ବାହାରିଲା ୩୩ କିଲୋ ସୁନା

ବିଦେଶରୁ ସୁନା ଚାଲାଣ କିଭଳି କରିବେ। କେବଳ ସତିକି ନୁହେଁ ସୁନା ଆଣିବା ବେଳେ କିଭଳି ବିମାନ ବନ୍ଦରରେ ଧରା ନ ପଡିବେ। ଏଥିପାଇଁ ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି ଅପରାଧି। କିଏ ଟ୍ରଲି ଚକା ଭିତରେ ଲୁଚାଇ ଆଣିବାକୁ ଚେଷ୍ଟା କରୁଛି ତ ଆଉ କିଏ ଖାଇବା ଜିନିଷ ଭିତରେ ଲଚାଇଛନ୍ତି। ସେହିପରି ଆଉ କିଏ

କେନ୍ଦ୍ରରେ 99% କୋଟିପତି ମନ୍ତ୍ରୀ

କେନ୍ଦ୍ର କ୍ୟାବିନେଟରେ ସାରା ଦେଶରୁ 72ଜଣ ନେତା ସ୍ଥାନ ପାଇଥିବାବେଳେ ଏଥିରୁ 99 ପ୍ରତିଶତ ହେଉଛନ୍ତି କୋଟିପତି। ଏମାନଙ୍କ ମଧ୍ୟରୁ 6ଜଣ 100 କୋଟିରୁ ଅଧିକ ସମ୍ପତ୍ତିର ମାଲିକ। ଏମାନଙ୍କ ଭିତରେ ସବୁଠାରୁ ଆଗରେ ଅଛନ୍ତି- ତେଲଗୁ ଦେଶମ ପାର୍ଟି ବା ଟିଡିପିରୁ ଆନ୍ଧ୍ରର ଗୁଣ୍ଟୁର ଆସନରୁ ବିଜୟୀ