Browsing Category

ଦେଶ

ନକ୍ସଲ ବିରୋଧୀ ଅପରେସନ ଏବେ ନିର୍ଣ୍ଣାୟକ ମୋଡ଼ରେ : ‘ଅପରେସନ ପ୍ରହାର’

ନୂଆଦିଲ୍ଲୀ : କାଙ୍କେର୍ ଟ୍ରେଲର୍ ପରେ ଥରହର ଲାଲଗଡ଼। ପୂରା ଫିଲ୍ମ ଦେଖାଇବ 'ଅପରେସନ୍ ପ୍ରହାର'। ହିଟ୍‌ ଲିଷ୍ଟରେ ହିଡ଼ମା ସମେତ ୧୭ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର। ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ ପାଇଁ 'ଅପରେସନ ପ୍ରହାର'ରେ ପ୍ରସ୍ତୁତ ହୋଇଛି ୧୭ ଜଣିଆ ହିଟ୍ ଲିଷ୍ଟ। ୧୭ ଜଣ ଖତରନାକ ନକ୍ସଲ

ଗଛକୁ ଆଲିଙ୍ଗନ ପାଇଁ ଦେବାକୁ ପଡ଼ିବ ୧୫୦୦ ଟଙ୍କା !

ନୂଆଦିଲ୍ଲୀ : ଦୀର୍ଘଦିନ ଧରି ଜନଗହଳିପୂର୍ଣ୍ଣ ସହରରେ ରହିବା ପରେ ଲୋକମାନେ ଏକ ଶାନ୍ତ ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି। ଏପରିକି ଲୋକମାନେ ପାର୍କ କିମ୍ବା ବଗିଚାରେ ମଧ୍ୟ ବୁଲିବାକୁ ପସନ୍ଦ କରନ୍ତି। ବେଙ୍ଗାଲୁରୁରେ ଏକ ନୂଆ ବ୍ୟବସାୟ ଆରମ୍ଭ ହୋଇଛି, ଯାହା ଲୋକଙ୍କ ଏହି ଇଚ୍ଛାରୁ ଲାଭ

ବିବାଦରେ ବିଜେପି ପ୍ରାର୍ଥୀ: ମସଜିଦ୍‌କୁ ଇଙ୍ଗିତ କରି ତୀର ମାରିବା କଳା ଦେଖାଇଲେ!

ହାଇଦ୍ରାବାଦ : ବିବାଦରେ ବିଜେପିର ହାଇଦ୍ରାବାଦ ଲୋକସଭା ପ୍ରାର୍ଥୀ ମାଧବୀ ଲତା। ସେ ପ୍ରଚାର ବେଳେ ଗୋଟିଏ ମସଜିଦ ନିକଟରେ ତୀର ମାରିବା ଭଳି ଆଚରଣ ପ୍ରଦର୍ଶନ କରିଛନ୍ତି।ମସଜିଦକୁ ଲକ୍ଷ୍ୟ କରି ସେ ତୀର ମାରିବାର କଳା ଦେଖାଇବାରୁ ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ମାଧବୀ ଲତାଙ୍କ

ଅଶାନ୍ତ ମଧ୍ୟପ୍ରାଚ୍ୟ; ଇରାନ ଉପରେ ପୁଣି ଇସ୍ରାଏଲର ମିସାଇଲ ମାଡ଼

ତେହେରାନ : ପୁଣି ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ ଆଶଙ୍କା। କିଛି ଦିନର ବିରତି ପରେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଆଜି ଇରାନ ଉପରେ ଇସ୍ରାଏଲ ମିସାଇଲ ମାଡ଼ କରିଛି।ଇରାନର ଇସ୍‌ଫାହନ ସିଟିରେ ଥିବା ବିମାନବନ୍ଦରକୁ ଟାର୍ଗେଟ୍‌

ବିରୋଧୀ ବି ପାଇଛନ୍ତି ବଣ୍ଡ୍‌ : ଅମିତ ଶାହ

ନୂଆଦିଲ୍ଲୀ : ରଦ୍ଦ ହୋଇ ସାରିଥିବା ନିର୍ବାଚନୀ ବଣ୍ଡକୁ ନେଇ ବିରୋଧୀଙ୍କ କରିଚାଲିଥିବା ହମଲାକୁ କାଉଣ୍ଟର କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ବଣ୍ଡକୁ ନେଇ ବାରମ୍ବାର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି।ନିର୍ବାଚନୀ

କଂଗ୍ରେସକୁ ଭୋଟ ନ ଦେବା ପାଇଁ ଲୋକଙ୍କୁ କହିଲେ ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ ବିଜେପି ସହ ହାତ ମିଳାଇଛନ୍ତି। କଂଗ୍ରେସ ଓ ସିପିଆଇଏମ ସପକ୍ଷରେ ଭୋଟ ନ ଦେବାକୁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ

ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଶେଷ

ନୂଆଦିଲ୍ଲୀ : ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ଆଉ ଭାରତରେ ଆଜି ଠାରୁ ଆରମ୍ଭ ହୋଇଛି ମତଦାନ। ୭ଟି ପର୍ଯ୍ୟାୟରେ ମୋଟ ୫୪୩ ଲୋକସଭା ଆସନ ପାଇଁ ଭାରତବାସୀ ଭୋଟ ଦେବେ।ଏହିକ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଶେଷ ହୋଇଛି। ୮

ସାମ୍ବିଧାନିକ ପରିବର୍ତ୍ତନ ଚାହୁଁଛନ୍ତି ବିଜେପି-ଆରଏସଏସ, ଅଭିଯୋଗ କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଅଭିଯୋଗ କରିଛନ୍ତି ଯେ ବିଜେପି ଏବଂ ଆରଏସଏସ ଦେଶର ସମ୍ବିଧାନକୁ ବଦଳାଇବାକୁ ଚାହୁଁଛନ୍ତି, ତେଣୁ ସେମାନେ ୪୦୦ରୁ ଅଧିକ ଲୋକସଭା ଆସନ ପାଇଁ ଆଗ୍ରହୀ ଅଛନ୍ତି। କଟିହାରର ରାଜେନ୍ଦ୍ର ଷ୍ଟାଡିୟମରେ ତାଙ୍କର ଦ୍ୱିତୀୟ ସାଧାରଣ ସଭାକୁ

ଭାଇସ୍ ଆଡମିରାଲ ଦୀନେଶ କେ ତ୍ରିପାଠୀ ନୌସେନାର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ : ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ୩୦ ତାରିଖରେ ଅବସର ନେଉଥିବା ଆଡମିରାଲ ଆର ହରି କୁମାରଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ। ନୌସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ଭୋଟରଙ୍କୁ ନିର୍ବାଚନ ଆୟୋଗର ଆବେଦନର ଭିଡିଓ ଅନୁଯାୟୀ, ଦେଶର ମୁଖ୍ୟ ନିର୍ବାଚନ କମିଶନର