Browsing Category

ଦେଶ

ହନ୍ତସନ୍ତ ଭିସ୍ତାରା ଯାତ୍ରୀ, କମ୍ପାନୀକୁ ଜବାବ ମାଗିଲା କେନ୍ଦ୍ର

ଭିସ୍ତାରାର ଶତାଧିକ ବିମାନ ବାତିଲ ଏବଂ ଉଡାଣ ବିଳମ୍ବକୁ ନେଇ କମ୍ପାନୀକୁ ଜବାବ ମାଗିଲା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA)। ମନ୍ତ୍ରଣାଳୟ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି। ଏକ ସରକାରୀ ବିବୃତ୍ତିରେ…

ବିନା ସର୍ତ୍ତରେ କ୍ଷମା ମାଗିଲେ ରାମଦେବ, ଗ୍ରହଣ କଲେନି ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଲେ ଯୋଗ ଗୁରୁ ବାବା ରାମଦେବ । ପତଞ୍ଜଳିର ବିଭ୍ରାନ୍ତିକରଣ ବିଜ୍ଞାପନ ପ୍ରକାଶନ ମାମଲାରେ ଆଜି ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ତେବେ ଉଭୟଙ୍କ କ୍ଷମାକୁ ଗ୍ରହଣ…

‘ମୋତେ ବିଜେପିରୁ ଅଫର ଆସିଛି, ନ ମିଶିଲେ ମାସେ ଭିତରେ ଇଡ଼ି ବାନ୍ଧିବ’

ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶୀଙ୍କ ସଙ୍ଗୀନ ଅଭିଯୋଗ। ତାଙ୍କୁ ବିଜେପି ପକ୍ଷରୁ ଅଫର୍ ଦିଆଯାଇଛି, ଯଦି ସେ ଦଳରେ ସାମିଲ ନ ହୁଅନ୍ତି, ତେବେ ତାଙ୍କୁ ଆସନ୍ତା ଗୋଟିଏ ମାସ ମଧ୍ୟରେ ଇଡି ଗିରଫ କରିନେବ ବୋଲି ସେ କହିଛନ୍ତି। ଏଥିସହ ସେମାନେ ଆପର ଆଉ ଚାରି ଜଣଙ୍କୁ ଗିରଫ କରିବେ…

କଚୋଡି ଖାଉଥିଲେ ଲୋକେ, ଚଢ଼ିଗଲା ମର୍ସିଡିଜ୍‌ କାର୍‌

ଦୋକନାରେ କଚୋଡି ଖାଉଥିଲେ ଲୋକେ। ହଠାତ୍‌ ଦ୍ରୁତ ଗତିରେ ଆସି ଦୋକନ ଭିତରେ ପଶି ଲୋକଙ୍କ ଉପରେ ଚଢ଼ିଗଲା ମର୍ସିଡିଜ କାର୍‌। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏଭଳି କିଛି ଦୁର୍ଘଟଣା ଘଟିଛି ଦିଲ୍ଲୀ ରାଜପୁର ରୋଡ ସିଭିଲ ଲାଇନ୍‌ ଅଞ୍ଚଳରେ। ରବିବାର ମଧ୍ୟାହ୍ଣ ୩ଟା। ଦିଲ୍ଲୀର ସିଭିଲ ଲାଇନ୍‌…

ଲୋକସଭା ନିର୍ବାଚନ: JEE Main ସମେତ ବଦଳିଲା ଏହି ସବୁ ପରୀକ୍ଷା ତାରିଖ

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଦେଶରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏପ୍ରିଲ ୧୯ରୁ ଜୁନ୍‌ ୧ ଯାଏଁ ଚାଲିବ ନିର୍ବାଚନ। ଏଥିଯୋଗୁ ବିଭିନ୍ନ କମ୍ପିଟେଟିଭ ଓ ପ୍ରବେଶିକା ତଥା ଏଣ୍ଟ୍ରାସ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। JEE Main, UPSC prelims, NEET PG, KCET, MHT…

ସମସ୍ତ VVPAT ସ୍ଲିପ୍‌ ଗଣତି ଦାବି: ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ନିର୍ବାଚନ ଆୟୋଗର ଏ ସଂକ୍ରାନ୍ତ ନିୟମକୁ ଚ୍ୟାଲେଞ୍ଜ କରାଯାଇଛି। VVPAT ଯାଞ୍ଚ ପର୍ଯ୍ୟାୟ ଭାବରେ କରାଯିବା, ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଯାଞ୍ଚ କରାଯିବା ଯୋଗୁ ଏଥିରେ ଅଯଥା ବିଳମ୍ବ ଘଟୁଛି। ତେଣୁ ଆବେଦନକାରୀ ଏକାସାଙ୍ଗରେ ଯାଞ୍ଚ…

ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼: ୫ ମୃତ, ଶତାଧିକ ଆହତ

ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼। ହଠାତ୍ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ହେବାରୁ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ସୋଶାଲ ମିଡିଆରେ ଘୂର୍ଣ୍ଣିଝଡ ସମୟର ଭିଡିଓ ଭାଇରାଲ୍ ହେଉଛି। ପବନର ବେଗ ଏତେ ଅଧିକ ରହିଥିଲା ଯେ, ଏଥିରେ ୮୦୦ରୁ ଅଧିକ ଘର ନଷ୍ଟ…

NIA ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ସଦାନନ୍ଦ ବସନ୍ତ ଦାତେ

ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(NIA)ର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଦାନନ୍ଦ ବସନ୍ତ ଦାତେ । ଏ ନେଇ NIA ବିବୃତ୍ତି ଜାରି କରିଛି । ରବିବାର ଦିନକର ଗୁପ୍ତାଙ୍କ ସ୍ଥାନ ଗ୍ରହଣ କରିଛନ୍ତି ସଦାନନ୍ଦ ବସନ୍ତ NIAର ନୂତନ ପ୍ରମୁଖ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।…

କଂଗ୍ରେସକୁ ଆୟକର ଆଶ୍ୱସ୍ତି: ନିର୍ବାଚନ ଶେଷ ନ ହେବା ଯାଏ ହେବନି କାର୍ଯ୍ୟାନୁଷ୍ଠାନ

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସକୁ ଲୋକସଭା ନିର୍ବାଚନ ପୂର୍ବରୁ ବଡ଼ ଆଶ୍ୱସ୍ତି ମିଳିଛି। ୩୫୦୦ କୋଟି ଟଙ୍କାର ବକେୟା ଟିକସ ମାମଲାରେ ଆୟକର ବିଭାଗ ନିର୍ବାଚନ ଶେଷ ନ ହେବା ଯାଏ ବିରୋଧୀ କଂଗ୍ରେସ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଆଜି…

ନିର୍ବାଚନୀ ବଣ୍ଡ: ପ୍ରଥମଥର ପାଇଁ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

ଅସାମ୍ବିଧାନିକ ବିବେଚିତ ହୋଇଥିବା ନିର୍ବାଚନୀ ବଣ୍ଡକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦେବାକୁ ୨୦୧୭ରେ ଲାଗୁ ହୋଇଥିବା ନିର୍ବାଚନୀ ବଣ୍ଡକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ। ଏହାକୁ ନେଇ ବିରୋଧୀ କେନ୍ଦ୍ରରେ…