Browsing Category

ଦେଶ

ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ: ଶିବରାଜ ସିଂହ

କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ଏନେଇ ସସ୍‌ପେନ୍ସ ଜାରି ରହିଛି। ମଧ୍ୟପ୍ରଦେଶରେ ବିଜେପିର ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୁହଁକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଇଛନ୍ତି ଏକ ବଡ଼ ବୟାନ। ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ

ଇଣ୍ଡିଆ ମେଣ୍ଟ: ମମତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଅଧୀର ରଞ୍ଜନ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ଗତକାଲି କଂଗ୍ରେସ ପକ୍ଷରୁ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଯାଇଥିଲା । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ, ଡିଏମ୍‌କେ ଓ ତୃଣମୂଳ କଂଗ୍ରେସ ସମେତ ମେଣ୍ଟ

ଓ୍ୱାଘା ବର୍ଡର ଡେଇଁ ପାକିସ୍ତାନରୁ ଆସିଲା କନିଆଁ, ଭାରତରେ ହେବ ନିକାହା…

ମିଳିଲା ଗ୍ରୀନ୍‌ ସିଗ୍‌ନାଲ। ଓ୍ୱାଘା ବର୍ଡର ଡେଇଁ ଆସିଲା କନିଆଁ। ଭାରତର ବରକୁ କରିବ ବିବାହ। ଭାରତରେ ରୀତିନୀତି ଅନୁସାରେ ହେବ ନିକାହା। ଏଥିପାଇଁ ଏବେ ଭାରତ ସରକାର ପାକିସ୍ତାନର କନିଆଁକୁ ଅନୁମତି ଦେଇଛନ୍ତି। ପାକିସ୍ତାନ କରାଚିର ଜାଭରିୟା ଖାନମ। ଭାତରର ସମୀର ଖାନ୍‌ଙ୍କୁ ସେ

ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବେ ନାହିଁ ନୀତୀଶ କୁମାର…

ପାଟନା: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଇଣ୍ଡିଆ ମେଣ୍ଟରେ ରାଜନୈତିକ ଅସ୍ଥିରତା ଜାରି ରହିଛି। କୁହାଯାଉଛି ଯେ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକକୁ ନେଇ ଅଖିଳେଶ, ମମତା କ୍ଷୁବ୍ଧ ଥିବାବେଳେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ନାରାଜ ଥିବାର ଚର୍ଚ୍ଚା ଜୋର ଧରିଛି |

ବାତ୍ୟା ‘ମିଗ୍‌ଜୋମ୍‌’ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା…

ନୂଆଦିଲ୍ଲୀ: ବର୍ତ୍ତମାନ ବଙ୍ଗୋପସାଗରରଦେଇ ଗତି କରୁଥିବା ଏବଂ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇଥିବା ସାମୁଦ୍ରିକ ବାତ୍ୟା ‘ମିଗ୍‌ଜୋମ୍‌’ ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଚାଲିଛି । ଉତ୍ତର ଉପକୂଳ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପାଟ୍ଟୁ,

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା, ଶାସନ କରିବେ ଲାଲଦୁହୋମା…

ମିଜୋରାମରେ କ୍ଷମତାସୀନ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମଏନଏଫ)ର ପତନ ହୋଇଛି। ଜୋରାମ ପିପୁଲ୍ସ ମୁଭମେଣ୍ଟ(ZPM) ମିଜୋରାମ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ କରିଛି। ଏମଏନଏଫ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୧ ଠାରୁ ଯଥେଷ୍ଟ ପଛରେ ରହି ଯାଇଛି। ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା

୬ରେ ଇଣ୍ତିଆ ମେଣ୍ଟର ବୈଠକ…

ବିଜେପିକୁ ଚେକ ଦେବାକୁ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ଗଠନ କରିଥିବା ଇଣ୍ଡିଆ ମେଣ୍ଟରେ ଏବେ କିଛି ବି ଠିକଠାକ ଚାଲି ନାହିଁ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ

ବିଜେପି ଶାସିତ ରାଜ୍ୟ ସଂଖ୍ୟା ୧୨ରେ ପହଞ୍ଚିଲା, କଂଗ୍ରେସ ୩କୁ ଖସିଲା…

ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପି ରବିବାର ବଡ଼ ବିଜୟ ହାସଲ କରିଛି। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିକୁ ବିଧାନସଭାରେ ଏପରି ସଫଳତା ସମର୍ଥକଙ୍କୁ ବେଶ ଉତ୍ସାହିତ କରିଛି। ସାଧାରଣ ନିର୍ବାଚରେ ମଧ୍ୟ ବିଜେପି ଏଥର ହ୍ୟାଟ୍ରିକ ମାରିବ ବୋଲି

ବିଜେପିର ବଡ଼ ବିଜୟ, କଂଗ୍ରେସ ହାରିଛି, ଲୋକେ ନୁହନ୍ତି: ମମତା

ଦେଶର ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସର ପରାଜୟ ପରେ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଇଣ୍ଡିଆରେ ହଇଚଇ ସୃଷ୍ଟି ହୋଇଛି। ମେଣ୍ଟରେ ଥିବା ଦଳଗୁଡ଼ିକ ପରାଜୟ ପାଇଁ କଂଗ୍ରେସକୁ ହିଁ ଦାୟୀ କରିଛନ୍ତି। କଂଗ୍ରେସ ରାଜ୍ୟଗୁଡ଼ିକରେ ଏକାକୀ ନିର୍ବାଚନ ଲଢ଼ିବାରୁ ଭୋଟ ବିଭାଜନ ହୋଇଥିଲା। ଏହାର ଫାଇଦା

ପୁଣି ଅଶାନ୍ତ ହେଲା ମଣିପୁର, ସଂଘର୍ଷରେ ୧୩ ମୃତ

ପୁଣି ଅଶାନ୍ତ ହେଲା ମଣିପୁର। ଇଣ୍ଟରନେଟ୍‌ ସେବା ଉପରୁ ସୋମବାର ବ୍ୟାନ୍‌ ହଟିବା ପରେ ପୁଣିଥରେ ଏଠାରେ ହିଂସା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ ଉପୟ ପକ୍ଷରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ,