Browsing Category

ଦେଶ

ଭୁଲରେ ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଲେ ପୁଲିସ୍‌ ବାବୁ…

ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଗୋଟିଏ ପୁଲିସ୍‌ ଷ୍ଟେସନରେ ବଡ଼ ଅଘଟଣ ଘଟିଛି। ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଇଛନ୍ତି ପୁଲିସ୍‌ ବାବୁ। ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା ବେଳେ ଏଥରୁ ଗୁଳି ବାହାରି…

୩ ରାଜ୍ୟକୁ ୯ ପର୍ଯ୍ୟବେକ୍ଷକ ପଠାଇଲା ବିଜେପି…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି…

ଜାନୁଆରୀ ୧୬ରୁ ରାମଲଲାଙ୍କ ମହାପୂଜନ କାର୍ଯ୍ୟକ୍ରମ, ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଆସନ୍ତା ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନୀତିକାନ୍ତି କରିବେ। କିନ୍ତୁ ଏହାପୂର୍ବରୁ ରାମଲଲାଙ୍କ ମହାପୂଜନ ନୀତିକାନ୍ତି ଆରମ୍ଭ ହେବ। ଜାନୁଆରୀ ୧୬ରୁ ନୀତିକାନ୍ତି ଆରମ୍ଭ ହେବ ବୋଲି ଆଜି…

ମହମବତୀ କାରଖାନାରେ ଅଗ୍ନିକାଣ୍ଡ, ୬ ଜଣ ଜୀବନ୍ତ ଦଗ୍ଧ…

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ନିକଟସ୍ଥ ପିମ୍ପରୀ-ଚିଞ୍ଚୱାଡ ସହରର ତାଲାୱାଡ ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି । ପିମ୍ପରୀ-ଚିଞ୍ଚୱାଡ ମ୍ୟୁନିସିପାଲିଟି କମିଶନର ଶେଖର ସିଂହ କହିଛନ୍ତି ଯେ…

ଗଣତନ୍ତ୍ରର ବାଇପାସ ସର୍ଜରି ହୋଇଛି, ଦଳ ମହୁଆଙ୍କ ପଛରେ ରହିଛି : ମମତା ବାନାର୍ଜୀ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ଅଧ୍ୟକ୍ଷା ମମତା ବାନାର୍ଜୀ କହିଛନ୍ତି ଯେ ଏହା ଗଣତନ୍ତ୍ରର ହତ୍ୟା। ଲୋକସଭାରେ ମହୁଆଙ୍କ ସଂପର୍କିତ ରାୟ ଆସିବାର କିଛି ମିନିଟ୍ ମଧ୍ୟରେ ସେ କହିଛନ୍ତି,…

ଅପରିବର୍ତ୍ତିତ ରହିଲା ରେପୋ ରେଟ୍…

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ RBI। କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ସ୍ଥିର ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ…

ସଂସଦରୁ ବହିଷ୍କୃତ ହେଲେ ମହୁଆ ମୈତ୍ର…

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ସଦାଚାର କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା…

ଅଇଁଠା ପ୍ଲେଟ ଦେହରେ ବାଜି ଯିବାରୁ ୱେଟରଙ୍କୁ ପିଟିପିଟି ମାରିଦେଲେ…

ଲକ୍ଷ୍ନୌ : ସାମାନ୍ୟ ଘଟଣାରୁ ଘଟିଛି ବଡ଼ ଅଘଟଣ। ବାହାଘର ଭୋଜି ହୋଇଛି ରକ୍ତରଞ୍ଜିତ। ଅଇଁଠା ପ୍ଲେଟ ଗୋଟିଏ ପାତ୍ରରେ ନେଉଥିବା ବେଳେ କିଛି ଅତିଥିଙ୍କ ଦେହରେ ଏହା ବାଜି ଯାଇଥିଲା। ବାସ୍‌ ଏହି ଘଟଣା ଯୋଗୁ ଜଣେ ୨୬ ବର୍ଷୀୟ ଯୁବକଙ୍କୁ କିଛି ଲୋକ ପିଟିପିଟି ହତ୍ୟା…

‘ଦିଲ୍ଲୀ ଏମ୍ସରେ ଚିହ୍ନଟ ନିମୋନିଆ ଶିଶୁଙ୍କଠାରେ ନାହିଁ ଚୀନ୍ ସଂକ୍ରମଣର ଲକ୍ଷଣ’

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିହ୍ନଟ ହୋଇଥିବା ନିମୋନିଆ ରୋଗୀଙ୍କ ନିକଟରେ ନାହିଁ ଚୀନ ସଂକ୍ରମଣର ଲକ୍ଷଣ। ଚୀନର ପିଲାମାନଙ୍କର ଯେଉଁ ସଂକ୍ରମଣ ବୃଦ୍ଧି ପାଉଛି ସେହି ଲକ୍ଷଣ ଭାରତରେ ଚିହ୍ନଟ ହୋଇଥିବା ପିଲାଙ୍କ ନିକଟରେ ନାହିଁ ବୋଲି ଦିଲ୍ଲୀ ଏମ୍ସ ସ୍ପଷ୍ଟ କରିଛି।…

ତେଲଙ୍ଗାନାର ଡିଏନ୍‌ଏ ବିହାର ଡିଏନ୍‌ଏଠାରୁ ଭଲ : ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ : ରେବନ୍ଥ ରେଡ୍ଡୀ ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କର ଏକ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ସେଥିପାଇଁ ତାଙ୍କୁ ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛି ବିଜେପି। ରେବନ୍ଥ ରେଡ୍ଡୀଙ୍କ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରୁ…