Browsing Category

ଦେଶ

ଡ୍ୟୁଟିରେ ଥିବା ଟ୍ରାଫିକ ପୁଲିସକୁ ଘୋଷାରି ନେଲା କାର୍‌…

ଥମୁନି ହିଟ୍‌ ଆଣ୍ଡ ରନ୍‌ ମାମଲା। ସାଧାରଣ ଜନତା ବାରମ୍ବାର ଏହାର ଶିକାର ହେଉଥିବା ବେଳେ ଏଥିରୁ ପୁଲିସ ମଧ୍ୟ ବାଦ୍‌ ପଡିନାହାନ୍ତି। ନିକଟରେ ଜଣେ ଡ୍ୟୁଟିରେ ଥିବା ଟ୍ରାଫିକ୍‌ ପୁଲିସଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେଇ ଘୋଷାରି ନେଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି…

‘ପାହାଡ଼ ଉପରକୁ ଯାଇ ଇଭିଏମ୍‌ ଇଭିଏମ୍‌ ଜପନ୍ତୁ ରାହୁଲ’…

ତିନି ରାଜ୍ୟରେ ଫେଲ୍‌ ମାରିଛି କଂଗ୍ରେସ। କାମ କଲାନି କୌଣସି ବି ପ୍ଲାନ। କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହି ପରାଜୟ ପରେ ଏବେ କଂଗ୍ରେସକୁ ଚାରୁଆଡୁ ବାଣ ମାରୁଛନ୍ତି ବିରୋଧୀ। ଏହି କ୍ରମରେ ବିଜେପି ସାଂସଦମାନେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦେଇଛନ୍ତି ବଡ଼ ପରାମର୍ଶ। …

ଉତ୍ତର-ଭାରତୀୟ ରାଜ୍ୟକୁ ଗୋମୁତ୍ର ରାଜ୍ୟ କହିଲେ ଡିଏମକେ ସାଂସଦ…

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ କେତେକ ଗୋଷ୍ଠୀ ଦେଶରେ ଉତ୍ତର ଓ ଦକ୍ଷିଣ ଭାରତ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରିଚାଲିଛନ୍ତି । ଉତ୍ତରଭାରତ ଲୋକେ ଶିକ୍ଷାଗତ ଦୃଷ୍ଟିକୋଣରୁ ଦୁର୍ବଳ ଏଣୁ ସବୁବେଳେ ବିଜେପିକୁ ଭୋଟ ଦେଉଛନ୍ତି ବୋଲି ପ୍ରଚାର…

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା…

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନର ରାଜଧାନୀ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୧.୪୫ ମିନିଟରେ ସୁଖଦେବ ସିଂହ ଗୋଗାମେଡିଙ୍କ ଘରେ…

କୋଲକାତା ଭାରତର ସବୁଠାରୁ ସୁରକ୍ଷିତ ସହର: ଏନସିଆରବି…

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କୋଲକାତା କ୍ରମାଗତ ତୃତୀୟ ବର୍ଷ ପାଇଁ ଭାରତର ସବୁଠାରୁ ସୁରକ୍ଷିତ ସହର ଭାବେ ଉଭା ହୋଇଛି ଏବଂ ମହାନଗରଗୁଡ଼ିକ ମଧ୍ୟରେ ପ୍ରତି ଲକ୍ଷ ଜନସଂଖ୍ୟାରେ ସର୍ବନିମ୍ନ…

ତେଲଙ୍ଗାନାର ୧୫ ଡାକ୍ତର ଏବେ ବିଧାୟକ…

ଏଇ ଏଇ ସରିଛି ତେଲଙ୍ଗାନା ବିଧାନସଭା ନିର୍ବାଚନ। ଦୁଇ ଦୁଇ ଥର ଗାଦି ଅକ୍ତିଆର କରିଥିବା କେ. ଚନ୍ଦ୍ରଶେଖର ରାଓଙ୍କ ବିଆରଏସକୁ ଚକମା ଦେଇ ପ୍ରଥମ ଥର ସରକାର ଗଢିବାକୁ ଯାଉଛି କଂଗ୍ରେସ। ଡିସେମ୍ବର ୭ରେ ଶପଥ ଉତ୍ସବ ଥିବାବେଳେ ରେବନ୍ଥ ରେଡ୍ଡୀ ରାଇଜ ମୁଖିଆ ଭାବେ ମନୋନୀତ ହୋଇଛନ୍ତି। ଏହାରି…

ଡିସେମ୍ବର ୭ରେ ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ

ହାଇଦ୍ରାବାଦ/ ନୂଆଦିଲ୍ଲୀ: କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଡିସେମ୍ବର ୭ରେ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ଏବଂ ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ…

ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ନାହିଁ: ଶିବରାଜ ସିଂହ

କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ଏନେଇ ସସ୍‌ପେନ୍ସ ଜାରି ରହିଛି। ମଧ୍ୟପ୍ରଦେଶରେ ବିଜେପିର ବଡ଼ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୁହଁକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଇଛନ୍ତି ଏକ ବଡ଼ ବୟାନ। ମୁଁ ମୁଖ୍ୟମନ୍ତ୍ରୀ ରେସ୍‌ରେ…

ଇଣ୍ଡିଆ ମେଣ୍ଟ: ମମତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଅଧୀର ରଞ୍ଜନ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ଗତକାଲି କଂଗ୍ରେସ ପକ୍ଷରୁ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଯାଇଥିଲା । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ, ଡିଏମ୍‌କେ ଓ ତୃଣମୂଳ କଂଗ୍ରେସ ସମେତ ମେଣ୍ଟ…

ଓ୍ୱାଘା ବର୍ଡର ଡେଇଁ ପାକିସ୍ତାନରୁ ଆସିଲା କନିଆଁ, ଭାରତରେ ହେବ ନିକାହା…

ମିଳିଲା ଗ୍ରୀନ୍‌ ସିଗ୍‌ନାଲ। ଓ୍ୱାଘା ବର୍ଡର ଡେଇଁ ଆସିଲା କନିଆଁ। ଭାରତର ବରକୁ କରିବ ବିବାହ। ଭାରତରେ ରୀତିନୀତି ଅନୁସାରେ ହେବ ନିକାହା। ଏଥିପାଇଁ ଏବେ ଭାରତ ସରକାର ପାକିସ୍ତାନର କନିଆଁକୁ ଅନୁମତି ଦେଇଛନ୍ତି। ପାକିସ୍ତାନ କରାଚିର ଜାଭରିୟା ଖାନମ। ଭାତରର ସମୀର ଖାନ୍‌ଙ୍କୁ ସେ…