Browsing Category

ଦେଶ

ଅର୍ଥ ହେର୍‌ଫେର୍‌ ମାମଲାରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ୪ଟା ମାମଲା ରୁଜୁ

ପାଖେଇ ଆସୁଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ତେବେ ନିର୍ବାଚନର ସପ୍ତାହ ପୁର୍ବରୁ ଫସିଛନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ। ତାଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଅର୍ଥ ହେର୍‌ଫେର୍‌ ମାମଲାରେ ତାଙ୍କ ନାଁରେ ୪ଟା ମାମଲା ରୁଜୁ…

ଭାରତର ବିଶାଳ ବିଜୟ, ୨୪୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା…

କୋଲକାତା : କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ଲକ୍ଷ୍ୟ ରଖିଥିଲା…

ଗାଜା ‘ଅଲ୍‌-ମଗାଜୀ’ ଶରଣାର୍ଥୀ ଶିବିରରେ ୩୦ରୁ ଊର୍ଦ୍ଧ୍ବ ମୃତ

ଗାଜା ସିଟି: ଶନିବାର ରାତିରେ କେନ୍ଦ୍ରୀୟ ଗାଜାରେ ଥିବା ଏକ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍‌ ବୋମାବର୍ଷଣ ଯୋଗୁଁ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ହମାସ୍‌ ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ଅଶ୍‌ରଫ୍‌…

ବିହାର କାଷ୍ଟ ସର୍ଭେରେ ମୁସଲମାନ ଏବଂ ଯାଦବଙ୍କ ସଂଖ୍ୟା ଜାଣିଜାଣି ବୃଦ୍ଧି କରାଯାଇଛି : ଅମିତ ଶାହା

ପାଟନା: ଆଜି ବିହାରର ମୁଜାଫରପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ କଡା ଆକ୍ରମଣ କରିଛନ୍ତି | ଅମିତ ଶାହା କହିଛନ୍ତି ଯେ ନୀତୀଶଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ କରାନଯିବାରୁ ଏବେ ସେ ସେଥିରୁ ଓହରିବାକୁ…

ଘରେ ପଶି ମହିଳା ସରକାରୀ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା

ଘରେ ପଶି ଅତି ନିର୍ମମ ଭାବେ ମହିଳା ସରକାରୀ କର୍ମଚାରୀଙ୍କୁ ଛୁରୀ ଭୁସି ହତ୍ୟା କଲେ ଦୁର୍ବୃତ୍ତ। କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଛି ଏଭଳି କିଛି ହତ୍ୟାକାଣ୍ଡ। ପ୍ରତିମା। ତାଙ୍କ ବୟସ ୩୭ ବର୍ଷ। ସେ କର୍ଣ୍ଣାଟକର ଖଣି ଏବଂ ଭୂବିଜ୍ଞାନ ବିଭାଗର ଡେପୁଟି ଡାଇରେକ୍ଟର ଭାବେ…

ପୂର୍ବତନ ଇସ୍ରୋ ମୁଖ୍ୟଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଏସ୍‌ ସୋମନାଥ…

ପଦାରେ ପଡ଼ିଲା ଇସ୍ରୋ କଳି। ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବର୍ତ୍ତମାନ ମୁଖ୍ୟ ଏସ୍‌ ସୋମନାଥ। ୨୦୧୮ରେ ଇସ୍ରୋ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ଅଧ୍ୟକ୍ଷ କେ.ଶିବନ ଏସ୍‌ ସୋମନାଥଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ନିଜ…

ଦିଲ୍ଲୀରେ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍…

ନୂଆଦିଲ୍ଲୀ: ରାଜଧାନୀର ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀର ଅନେକ ସ୍ଥାନରେ ଏକ୍ୟୁଆଇ ପାଖାପାଖି ୫୦୦ ପାଖାପାଖି ପହଞ୍ଚିଛି। ଏଭଳି ପରିସ୍ଥିତିରେ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ ରାଜଧାନୀରେ…

ଭାରତ ବିରୋଧରେ ପୁଣି ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ

ପୁଣି ଭାରତ ବିରୋଧରେ ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। ସେ ହିନ୍ଦୁମାନଙ୍କ ସ୍ୱସ୍ତିକ ଚିହ୍ନକୁ ନେଇ ଦେଲେ ବିବାଦୀୟ ବୟାନ। ସ୍ୱସ୍ତିକ ଚିହ୍ନକୁ ସେ ଘୃଣାର ପ୍ରତୀକ ବୋଲି କହିଛନ୍ତି। ଏହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଛି।…

ଆତଙ୍କବାଦୀଙ୍କ ଧମକ, ବିଶ୍ୱକପ୍ ଫାଇନାଲ୍ ଦିନ ଉଡାଇଦେବ ଏୟାର୍ ଇଣ୍ଡିଆ ବିମାନ..!

ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନ ଉପରେ ହୋଇପାରେ ବଡ ଧରଣର ଆତଙ୍କୀ ହମଲା। ବ୍ୟାନ୍ ହୋଇଥିବା ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି। ନଭେମ୍ବର ୧୯ରେ ଏୟାର…

ବୁଝାଇବାକୁ ଯାଇଥିଲେ ଅଫିସର, ତାଙ୍କୁ ହିଁ ନଡା ପୋଡିବାକୁ ଧରାଇଦେଲେ କୃଷକ…

ଭୟଙ୍କର ଭାବେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା । କୃଷକମାନେ ନଡ଼ା ଜାଳିବା ଯୋଗୁ ଏହା ବଢ଼ୁଥିବା କୁହାଯାଉଛି। ଏଥିପାଇଁ ସରକାର ନଡା ଜାଳିବାକୁ ବାରଣ କରିଛନ୍ତି। ନଡା ନ ଜାଳିବାକୁ ଘର ଘର ବୁଲି କୃଷକମାନଙ୍କୁ ବୁଝାଉଛନ୍ତି ସରକାରୀ ଅଫିସର। ତେବେ ବୁଝାଇବାକୁ ଯାଇଥିବା ସରକାରୀ…