Browsing Category

ଦେଶ

IIT-BHU କ୍ୟାମ୍ପସରେ ବିକ୍ଷୋଭ, ଛାତ୍ରୀଙ୍କୁ କିସ୍ ସହ ଟଣାଓଟରା କରାଯାଇଥିବା ଅଭିଯୋଗ…

ଆଇଆଇଟି ବନାରସ ହିନ୍ଦୁ ୟୁନିଭରସିଟି କ୍ୟାମ୍ପସରେ ଉତ୍ତେଜନା। ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। କ୍ୟାମ୍ପସ ମଧ୍ୟକୁ ଅଣଛାତ୍ର ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ଚୁମ୍ବନ ଦେବା ଏବଂ ଟଣାଓଟରା କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ଅଣଛାତ୍ରଙ୍କୁ କ୍ୟାମ୍ପସ୍…

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ଇଡି ଚଢ଼ାଉ; ୫ କୋଟି ଜବତ

ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ଚଢ଼ାଉ କରିଛି ଇଡି। ମହାଦେବ ଅନଲାଇନ ବେଟିଂ ଆପ୍ ଲିଙ୍କରେ ଜବତ ହୋଇଛି ପ୍ରାୟ ୫ କୋଟି ନଗଦ ଟଙ୍କା। ଛତିଶଗଡ଼ ରାୟପୁର ଭିଲାଇ ସହରରୁ ୪ କୋଟି ୯୨ ଲକ୍ଷ ଟଙ୍କା ଜବତ କରିଛି ଇଡି। ଆସନ୍ତା ବିଧାନସଭା ନିର୍ବାଚନରେ ଏକ…

ଧନଖଡଙ୍କୁ କ୍ଷମା ମାଗ; ରାଜ୍ୟସଭାରୁ ନିଲମ୍ବନ ମାମଲାରେ ରାଘବଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍‌ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍‌ କରିଥିବା ଅଭିଯୋଗରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଅଗଷ୍ଟ ମାସରେ ଏହି ଘଟଣା ଘଟିଥିବା ବେଳେ ଆଜି…

ରାଜସ୍ଥାନର ୨୫ଟି ସ୍ଥାନରେ ଇଡିର ଚଢାଉ

ଜୟପୁର : ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଇଡିର ଚଢାଉ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକକାଳୀନ ୨୫ଟି ସ୍ଥାନରେ ଚଢାଉ କିଛି। ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।ଜଳ ଜୀବନ ଯୋଜନାରେ…

କରବା ଚୌଥରେ ଫେରିଲେନି ପତ୍ନୀ, ଝୁଲି ପଡ଼ିଲେ ସ୍ୱାମୀ

ସ୍ୱାମୀଙ୍କ ଲମ୍ବା ଆୟୂ କାମନା କରି ପତ୍ନୀ ରଖିଥାନ୍ତି କରବାଚୌଥ ବ୍ରତ । ରାତିରେ ଚାନ୍ଦ ଦେଖିବା ପରେ ହିଁ ପତ୍ନୀମାନେ ଏହି ବ୍ରତକୁ ଶେଷ କରିଥାନ୍ତି। ଗତ ବୁଧବାର ମହିଳାମାନେ କରବାଚୌଥ ବ୍ରତ ରଖି ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କାମନା କରିଛନ୍ତି। ମାତ୍ର ଏପରି…

ଡ୍ୟାନ୍‌ସ୍‌ ପାର୍ଟିରେ ସାପ ଓ ସାପବିଷ; ଏଲ୍‌ଭିସ୍‌ ଯାଦବ ଓ ୫ ସହଯୋଗୀଙ୍କ ନାଁରେ ମାମଲା

ନୋଇଡ଼ା: ଗୁରୁବାର ରାତିରେ ନୋଇଡ଼ାରେ ଚାଲିଥିବା ଏକ ‘ରେଭ୍‌ ପାର୍ଟି’ରେ (ଡ୍ୟାନ୍‌ସ୍‌ ପାର୍ଟି) ଚଢ଼ଉ କରି ପୁଲିସ ‘ବିଗ୍‌ ବସ୍ ଓଟିଟି’ ବିଜୟୀ ଏଲ୍‌ଭିସ୍‌ ଯାଦବଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି। ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି…

ଲାଗିଲା ଏମରଜେନ୍ସି, ପୁଣି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ…

ନୂଆଦିଲ୍ଲୀ : ଜାରି ହେଲା ଜରୁରିକାଳୀନ ପରିସ୍ଥିତି। ପୁଣି ବାଧ୍ୟତାମୂଳକ ହେଲା ମାସ୍କ ପିନ୍ଧିବା। ଭାରତର ପଡୋଶୀ ଦେଶ ପାକିସ୍ତାନର ପଞ୍ଜାବରେ ଲାଗିଲା ଏମରଜେନ୍ସି। ଏଠାକର ପ୍ରଦୂଷଣ ସ୍ତର ବ୍ୟାପକ ରୂପେ ବଢ଼ି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଏଠି ନିଶ୍ୱାସ ନେବା ବି…

ବାୟୁ ପ୍ରଦୂଷଣ ବୃଦ୍ଧି କରୁଛି ଟାଇପ୍-୨ ଡାଇବେଟିସ୍…

ନୂଆଦିଲ୍ଲୀ : ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି ବାୟୁ ପ୍ରଦୂଷଣ। ଏହା କେବଳ ଯେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ, ଅନେକ ପ୍ରକାର ରୋଗ କାରକ ମଧ୍ୟ ସାଜୁଛି। ବାୟୁ ପ୍ରଦୂଷଣ ଆଲର୍ଜି, ଆଜମା ଏବଂ ବ୍ରୋଙ୍କାଇଟିସ୍ ଭଳି ରୋଗ ସୃଷ୍ଟି କରିଥାଏ ବୋଲି ଆମେ…

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଦୁଇ ପୁଅଙ୍କୁ ‘ଇଡି’ ସମନ୍‌

ଜୟପୁର: ଗତବର୍ଷ ସରକାରୀ ସ୍କୁଲ୍‌ ଶିକ୍ଷକ ଚୟନ ନିମନ୍ତେ ଅନୁଷ୍ଠିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ସହିତ ଜଡ଼ିତ ଥିବା ଆର୍ଥିକ ଅପରାଧ ଅଭିଯୋଗରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଦୁଇ ପୁଅଙ୍କୁ ସମନ୍‌ ଜାରି…

ଏଥିକ୍ସ କମିଟିରେ ହଙ୍ଗାମା, ମହୁଆଙ୍କୁ ସାଙ୍ଗରେ ଧରି ବାହାରିଗଲେ ବିରୋଧୀ ସଦସ୍ୟ…

ନୂଆଦିଲ୍ଲୀ : ସଂସଦର ଏଥିକ୍ସ କମିଟିର ବୈଠକରେ ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ସାଂସଦ ମହଆ ମୋଇତ୍ରାଙ୍କୁ ସାଙ୍ଗରେ ଧରି ବୈଠରୁ ବହାରି ଗଲେ ବିରୋଧୀ ସଦସ୍ୟ। ଜଣେ ମହିଳାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରାଯିବାରୁ ବିରୋଧୀମାନେ ଏଭଳି ଓ୍ୱାକ୍ ଆଉଟ୍‌ କରିଥିବା କହିଛନ୍ତି।…