Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ନେଇ ପ୍ରଶ୍ନ, ପିଆଇଏଲ ଉପରେ ୫ ଲକ୍ଷ ଜରିମାନା ଲଗାଇଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ତ୍ରୁଟିପୂର୍ଣ୍ଣ ଶପଥକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆବେଦନ କରିଥିବା ବ୍ୟକ୍ତିଙ୍କ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୁପ୍ରିମକୋର୍ଟରେ…
ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ହାଇଆଲର୍ଟ…
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ତେଜୁଥିବା ବେଳେ ଦିଲ୍ଲୀ, ମହାରାଷ୍ଟ୍ର ଓ ଗୋଆରେ ଆଜି ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀରେ ସମ୍ଭାବ୍ୟ ହିଂସା ହେବା ସଂକ୍ରାନ୍ତରେ ସୁରକ୍ଷା ସଂସ୍ଥା ପକ୍ଷରୁ ସୂଚନା ପାଇବାପରେ ଦିଲ୍ଲୀ ପୁଲିସ ସୁରକ୍ଷା କଡ଼ାକଡ଼ି କରିଛି। ଶୁକ୍ରବାର ପ୍ରାର୍ଥନା…
ବିମାନ ଆକ୍ରମଣରେ ହମାସ୍ ବାୟୁସେନା ମୁଖ୍ୟ ନିହତ: ଇସ୍ରାଏଲ୍ ବାୟୁସେନା…
ତେଲ୍ ଅଭିଭ୍: ଗତରାତିରେ କରାଯାଇଥିବା ବିମାନ ଆକ୍ରମଣରେ ହମାସ୍ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ମୃତ୍ୟୁ ଘଟିଥିବା କଥା ଇସ୍ରାଏଲୀୟ ବାୟୁସେନା କହିଛି।
ଗାଜା ଷ୍ଟ୍ରିପ୍ରେ ବାୟୁସେନା କାର୍ଯ୍ୟକଳାପ ବୁଝାଶୁଝା କରୁଥିବା ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ…
ପିଲାକୁ ପାଣି ଦେଇ ‘ବିସ୍ମିଲ୍ଲା’ କହ ବୋଲି କହିଲେ ରାଇଫଲ୍ଧାରୀ ହମାସ୍ ଆତଙ୍କବାଦୀ…
ନୂଆଦିଲ୍ଲୀ: ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ କରିଥିବା ହମାସ୍ ଆତଙ୍କବାଦୀମାନେ ଶିଶୁମାନଙ୍କର କିଭଳି ଭଲ ଦେଖାଶୁଣା କରୁଛନ୍ତି ତା’ର ଗୋଟାଏ ପ୍ରଚାର ଭିଡିଓ ସେମାନେ ‘ଟେଲିଗ୍ରାମ୍’ ଚାନେଲ୍ରେ ରିଲିଜ୍ କରିଛନ୍ତି।
ଭିଡିଓରେ ଦେଖାଯାଉଛି ‘ପ୍ରାମ୍’ରେ (କଅଁଳାପିଲାଙ୍କୁ ନେବା…
ଶାନ୍ତି ଓ ଭାଇଚାରାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି…
ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଏହାକୁ ନେଇ ପୂରା ବିଶ୍ୱ ଚିନ୍ତାରେ ରହିଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆତଙ୍କବାଦୀ ସବୁ କ୍ଷେତ୍ର ହେଉଛି ମାନବଜାତି ବିରୋଧୀ। ଏହା ଶାନ୍ତି ଓ ଭାଇଚାରାର ସମୟ।…
ବାଚସ୍ପତିଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ…
ଦୁଇ ଖଣ୍ଡ ହୋଇଯାଇଥିବା ଶିବସେନାର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହେଉଥିବା ଦାବି ଉପରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ବିଳମ୍ବ କରୁଥିବାରୁ…
ଫ୍ଲାଟ୍ରେ ରାତି ଅଧରେ ହେଲା ଚଢ଼ାଉ, ମିଳିଲା ୨୧ ପେଟି ଟଙ୍କା…
ରାତି ଅଧରେ ଚାଲିଥିଲା ଆଇଟି ରେଡ । ଆଉ ରେଡ କରୁ କରୁ ଯାହା ଦେଖିଲେ ଅଧିକାରୀଙ୍କ ଆଖି ଖୋସି ହୋଇଗଲା। ଗୋଟିଏ ଫ୍ଲାଟରୁ ଏକ କି ଦୁଇ ନୁହେଁ, ମିଳିଲା ୨୧ ପେଟି ଭର୍ତ୍ତି ଟଙ୍କା। ଆୟକର ବିଭାଗ ପକ୍ଷରୁ ଉକ୍ତ ଟଙ୍କା ଜବତ କରି ନିଆଯାଇଛି।
ଏହି ଫ୍ଲାଟ ବାଙ୍ଗାଲୁରୁର…
ଟ୍ରେନ୍ରେ ଥିଲା ଖଚାଖଚ ଭିଡ଼, ହଠାତ୍ ହେଲା ଆଖିବୁଜା ଗୁଳିମାଡ଼…
ଶିଆଳଡ଼ା : ଟ୍ରେନ୍ ଭିତରେ ଆଖିବୁଜା ଗୁଳିମାଡ଼ । ଭୟଭୀତ ହୋଇ ଇଆଡ଼େ ସିଆଡ଼େ ଦୌଡ଼ିଲେ ଯାତ୍ରୀ। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍। ଏପରି ଏକ ଘଟଣା ସିୟାଲଦହ ଏକ୍ସପ୍ରେସରେ ଗତକାଲି ଘଟିଛି। ଗତକାଲି ଟ୍ରେନ୍ଟି ଝାଡ଼ଖଣ୍ଡ ରାଜଧାନୀ…
ଆରିଜ ଖାନଙ୍କ ମୃତ୍ୟୁଦଣ୍ଡ ଆଜୀବନକୁ ବଦଳିଲା…
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୮ ମସିହା ବାଟଲା ହାଉସ ଏନକାଉଣ୍ଟର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରିଜ ଖାନକୁ ବଡ଼ ଆଶ୍ୱସ୍ତି ମିଳିଛି। ତାକୁ ତଳ କୋର୍ଟ ଏନକାଉଣ୍ଟର ଘଟଣାରେ ମୃତ୍ୟୁ ଦଣ୍ତରେ ଦଣ୍ଡିତ କରିଥିଲେ। କିନ୍ତୁ ଆଜି ଦିଲ୍ଲୀ ହାଇକୋର୍ଟ ମୃତ୍ୟୁଦଣ୍ଡକୁ ବଦଳାଇ ଆଜୀବନ କରି…
ଫାଇଲିନ ଯିବାର ୧୦ ବର୍ଷ ବିତିଗଲାଣି, ଇଙ୍ଗିନାଠି ପଞ୍ଚାୟତର ଏକର ଏକର ଚାଷ ଜମିରୁ ଉଠିପାରନି ବାଲି
ବ୍ରହ୍ମପୁର : ବାତ୍ୟା ‘ଫାଇଲିନ’ ଯିବାର ୧୦ ବର୍ଷ ବିତିଗଲାଣି। କିନ୍ତୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତର ୭ଟି ଗାଁରେ ଦେଢ଼ ଶହ ଏକରରୁ ଅଧିକ ଜମିରେ ଏଯାଏଁ ଚାଷ କରିପାରୁ ନାହାନ୍ତି ଚାଷୀ। କାରଣ ଜମିଗୁଡ଼ିକରେ ପ୍ରାୟ ୫ ଫୁଟ ଉଚ୍ଚର ବାଲି ଜମି…