Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହିନ୍ଦୁଧର୍ମକୁ ଧୋକା କହିଥିବା ସମାଜବାଦୀ ନେତାଙ୍କ ଜିଭ କାଟିବାକୁ ୧୦ ଲକ୍ଷ ଟଙ୍କା ଘୋଷଣା କଲେ କଂଗ୍ରେସ ନେତା
ମୋରାଦାବାଦ: ହିନ୍ଦୁଧର୍ମକୁ ଧୋକା ବୋଲି କହି ସମ୍ପ୍ରତି ବିବାଦରେ ପଡ଼ିଥିବା ‘ସମାଜବାଦୀ ପାର୍ଟି’ର ନେତା ସ୍ବାମୀପ୍ରସାଦ ମୌର୍ଯ୍ୟଙ୍କ ଜିଭ ଯିଏ କାଟି ପାରିବ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଉତ୍ତର ପ୍ରଦେଶର ଜଣେ କଂଗ୍ରେସ ନେତା ଘୋଷଣା କରିଛନ୍ତି।
ମୋରାଦାବାଦ!-->!-->!-->…
‘ଇସ୍ରୋ’ ବୈଜ୍ଞାନିକ କହି ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍ ଡିଜାଇନ୍ କରିଛନ୍ତି ବୋଲି ଦାବି କରିଥିବା ଟ୍ୟୁସନ୍ ଶିକ୍ଷକ…
ସୁରତ: ନିଜକୁ ‘ଇସ୍ରୋ’ର ବୈଜ୍ଞାନିକ ତଥା ‘ଚନ୍ଦ୍ରଯାନ-୩ର ବିକ୍ରମ୍ ଲ୍ୟାଣ୍ଡର୍’ର ଡିଜାଇନ୍ କରିଛନ୍ତି ବୋଲି କହି ଗଣମାଧ୍ୟମକୁ ସାକ୍ଷାତ୍କାର ଦେଉଥିବା ଟ୍ୟୁସନ୍ ଶିକ୍ଷକ ମିତୁଲ ତ୍ରିବେଦୀଙ୍କୁ ବୁଧବାର ଦିନ ସୁରତ କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିଛି।
ନିଜ ଦାବିକୁ ସତ୍ୟ ପ୍ରମାଣିତ!-->!-->!-->…
ଆମାଜାନର ସିନିୟର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା
ଅନଲାଇନ୍ ସପିଂ ସାଇଟ୍ ଆମାଜାନର ଜଣେ ସିନିୟର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏପରି ସାଂଘାତିକ ଘଟଣା ଘଟିଛି। ଉକ୍ତ ସମୟରେ ସିନିୟର ମ୍ୟାନେଜରଙ୍କ ସହ ଥିବା ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର!-->…
ଚୀନ୍ ନୂଆ ମ୍ୟାପ୍ ଜାରି କରିବା ପରେ ପୁରୁଣା କଥା ଦୋହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି
ଚୀନ୍ ନୂଆ ମ୍ୟାପ୍ ଜାରି କରିବା ପରେ ପୁରୁଣା କଥା ଦୋହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। କହିଲେ ମୁଁ ବର୍ଷ ବର୍ଷ ଧରି ଏହା କହୁଛି। ଚୀନ୍ ଆମର ଇଞ୍ଚେ ଜମି ବି ନେଇ ନାହିଁ ବୋଲି କେନ୍ଦ୍ର ସରକାର ଯେଉଁ ଦୃଢୋକ୍ତି ଦେଉଛନ୍ତି ତାହା ମିଛ। “ସମଗ୍ର ଲଦାଖ ଜାଣିଛି… ଚୀନ୍ ଆମର ଜମି!-->…
ବିହାରରେ କାଣ୍ଟଛାଣ୍ଟ ହେଲା ସ୍କୁଲ ଛୁଟି, କେନ୍ଦ୍ର- ରାଜ୍ୟ ମୁହାଁମୁହିଁ
ବିହାରରେ ସ୍କୁଲ ଛୁଟି ସଂଖ୍ୟା କମ କଲେ ରାଜ୍ୟ ସରକାର । ଆସନ୍ତା ୩ ମାସରେ ପଡ଼ିବାକୁ ଥିବା ୨୩ ଛୁଟିକୁ ହ୍ରାସ କରି ୧୧ କରି ଦିଆଯାଇଛି। ହେଲେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବିହାର ଶିକ୍ଷା ବିଭାଗ ପକ୍ଷରୁ ଜାରି ନୋଟିସ୍ ଅନୁଯାୟୀ, ଚଳିତ ବର୍ଷ!-->…
୧୨ ମହଲା ଉପରୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ
ନିଜ ବିଲ୍ଡିଂର ୧୨ ମହଲା ଉପରୁ ତଳକୁ ଡେଇଁ ଜୀବନ ହାରିଲେ ଜଣେ ଦଶମ ଛାତ୍ରୀ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଙ୍ଗାଲୁରୁରେ ଘଟିଛି। ମୃତା ଛାତ୍ରୀଙ୍କ ନାମ ଜେସିକା ବୋଲି ଜଣାଯାଇଛି। ଜେସିକାଙ୍କ ପିତା ଜଣେ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବା ବେଳେ ତାଙ୍କ ମା’ ଏକ ଘରୋଇ ସ୍କୁଲରେ!-->…
କୁନି ଝିଅକୁ ବାଟରେ ଘେରିଗଲେ କୁକୁର, ପିଲାଟିକୁ କାମୁଡ଼ି ରକ୍ତାକ୍ତ କରିଦେଲେ
ଏକୁଟିଆ ଯାଉଥିବା କୁନି ଝିଅକୁ ବାଟରେ ଘେରିଗଲେ କୁକୁର । ଚକ୍ରବ୍ୟୁହ ଭିତରେ ଫସି ଯାଇ କୁନି ଝିଅଟି ବଞ୍ଚିବାକୁ ଆର୍ତ୍ତ ଚିତ୍କାର କରୁଥିବା ବେଳେ କୁକୁରମାନେ ପିଲାଟିକୁ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ। ଜୀବନ ବିକଳରେ ପିଲାଟି ମୁକୁଳିବାକୁ ଶତଚେଷ୍ଟା କରିବି ସଫଳ ହୋଇ ପାରୁ ନ ଥିଲା। ଇତି!-->…
ବିହାରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ତଳେ ପଶିଗଲା ସ୍କର୍ପିଓ: ୭ ମୃତ
ବିହାରର ରୋହତାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୪ ଜଣ ଗୁରୁତର ମଧ୍ୟ ରହିଛନ୍ତି । ରୋହତାସ ଜିଲ୍ଲା ଶିବସାଗର ଥାନା ଅଞ୍ଚଳ ଜାତୀୟ ରାଜପଥରେ ଭୋର ୩ଟା ସମୟରେ ଏଭଳି ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକରେ ଭାରସାମ୍ୟ ହରାଇ!-->…
ମଣିପୁରରେ ପୁଣି ହିଂସା: ଗୁଳିରେ ୨ ମୃତ, ୭ ଆହତ
ଇମ୍ଫାଲ୍: ମଙ୍ଗଳବାର ଦିନ ମଣିପୁରର ବିଷ୍ଣୁପୁର ଜିଲ୍ଲା ଅନ୍ତର୍ଗତ ନରଣସୈନାରେ ଭୀଷଣ ଗୁଳିକାଣ୍ଡ ଯୋଗୁଁ ଜଣେ ୩୦ ବର୍ଷିୟ ‘ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀ’ଙ୍କ ସମେତ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୭ଜଣ ଆହତ ହୋଇଥିବା ଆସାମ ପୁଲିସ କହିଛି। ଗଣମାଧ୍ୟମ ରିପୋର୍ଟରେ ମଧ୍ୟ!-->…
ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଜୋରଦାର: ବହୁସ୍ତରୀୟ ସୁରକ୍ଷା, ହୋଟେଲରେ ମୁତୟନ ହେବେ ଏଚ୍ଆଇଟି ସ୍କ୍ବାଡ୍
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ସୁରକ୍ଷା ସଂପର୍କରେ ଘନ!-->…