Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା
ନୂଆଦିଲ୍ଲୀ : ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା। ବାଷ୍ଟିଲ ଡେ ସେଲିବ୍ରେସନରେ ପ୍ରଦର୍ଶିତ ହେବ ଭାରତର ଶୌର୍ଯ୍ୟ। ୧୪ ଜୁଲାଇକୁ ଫ୍ରାନ୍ସର ଜାତୀୟ ଦିବସ ଭାବେ ପାଳନ କରାଯାଏ । ଏହି ଉପଲକ୍ଷେ ହେବାକୁ ଥିବା ମିଳିତ ପରେଡରେ ଭାଗନେବେ ପଂଜାବ ରେଜିମେଣ୍ଟ ଡ୍ରିଲ କଣ୍ଟିଜେଣ୍ଟ।!-->…
ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା, ଫସି ରହିଛନ୍ତି ଅନେକ
ନୂଆଦିଲ୍ଲୀ : ଭୁଶୁଡ଼ି ଗଡ଼ିଲା ନିର୍ମାଣାଧୀନ ୪ ମହଲା କୋଠା। ଏହି କୋଠା ତଳେ ବହୁ ଲୋକ ଚାପି ହୋଇ ଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ଦିଲ୍ଲୀର ଆମ୍ୱେଦକର ନଗର ଅଞ୍ଚଳରେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏହି ଘଟଣା!-->…
ଗଡକାରୀଙ୍କ ଗୁରୁ ମନ୍ତ୍ର – ୧୫ ଟଙ୍କାରେ ମିଳିବ ପେଟ୍ରୋଲ
ନୂଆଦିଲ୍ଲୀ : ସବୁଠି ଲୋକଙ୍କୁ ଘାଇଲା କରୁଛି ମହଙ୍ଗା ମାଡ଼ । ପରିବାଠୁ ଆରମ୍ଭ କରି ଗ୍ୟାସ୍, ପେଟ୍ରୋଲ ଦର ବି ଲୋକଙ୍କୁ କନ୍ଦାଉଛି। ରାତି ପାହିଲେ ସମସ୍ତେ ଘରୁ ଗାଡ଼ି ଧରି ବାହାରିଥାନ୍ତି। ମାତ୍ର ପେଟ୍ରୋଲ ଲିଟର ପିଛା ଶହେ ଟଙ୍କାରୁ ଊର୍ଦ୍ଧ୍ୱରେ କିଣିବା ଖୁବ୍ ବାଧୁଥିବା ସାଧାରଣ ଲୋକେ!-->…
ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ! ନଡ୍ଡାଙ୍କୁ ଭେଟିଲେ ଏକାଧିକ ମନ୍ତ୍ରୀ ଓ ବରିଷ୍ଠ ନେତା
ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଓ ସାଂଗଠନିକ ଅଦଳବଦଳ କରିବାକୁ ମୁଡରେ ଥିବା ବିଜେପିର ଦିଲ୍ଲୀ ମୁଖ୍ୟାଳୟ ହଠାତ୍ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟକୁ ଅଦଳବଦଳ କରିବାକୁ ଯାଉଥିବା ଚର୍ଚ୍ଚା ଭିତରେ ଆଜି!-->…
ୟୁସିସିକୁ ବିରୋଧ କର : ମୁସଲିମ ପର୍ସନାଲ ଲ’ ବୋର୍ଡ
ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା ବା ୟୁସିସିକୁ ନେଇ ବିବାଦ ଜାରି ରହିଛି । ଏହି ପ୍ରସ୍ତାବିତ ଆଇନକୁ ବିରୋଧ କରିବାକୁ ଘୋଷଣା କରିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍ପିଏଲବି) ।ବୁଧବାର ଏହି ପ୍ରସଙ୍ଗରେ ବୋର୍ଡର ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ୟୁସିସିକୁ ବିରୋଧ!-->…
ଟିଡିପି-ବିଜେପି ମେଣ୍ଟର ସମ୍ଭାବ୍ୟ କଳ୍ପନାଜଳ୍ପନା ଭିତରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଭେଟିବେ…
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ବୁଧବାର (ଜୁଲାଇ,୫) ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିବାର ସମ୍ଭାବନା ରହିଛି। ଏହି ପ୍ରସ୍ତାବିତ ବୈଠକରେ!-->…
ତାବରେଜ୍ ଅନସାରୀଙ୍କୁ ପିଟିପିଟି ହତ୍ୟା ଘଟଣା: ୧୦ ଦୋଷୀଙ୍କୁ ୧୦ ବର୍ଷ ଜେଲ୍
ରାୟପୁର : ବହୁଚର୍ଚ୍ଚିତ ୨୦୧୯ ମସିହା ତାବରେଜ ଅନସାରୀ ଲିଚିଂ(ପିଟିପିଟି ହତ୍ୟା) ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୦ ଜଣଙ୍କୁ ଆଜି ୧୦ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ଆଇପିସିର ଧାରା ୩୦୪ ଅନୁଯାୟୀ ସମସ୍ତଙ୍କୁ ଜେଲଦଣ୍ଡ ମିଳିଛି।ଝାରଖଣ୍ଡର ସରେଇକେଲା କୋର୍ଟ ସମସ୍ତ!-->…
ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିଥିବା ଶୁକ୍ଳାର ଘର ଉପରେ ଚାଲିଲା ବୁଲଡୋଜର
ଭୋପାଳ : ଆଦିବାସୀ ଶ୍ରମିକଙ୍କ ଉପରେ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରିସ୍ରା କରିବା ମଧ୍ୟପ୍ରଦେଶର ପରବେଶ ଶୁକ୍ଳାକୁ ମହଙ୍ଗା ପଡ଼ିଛି। ଶୁକ୍ଳା ସିଧି ଜିଲ୍ଲାରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓକୁ ଆଧାର କରି ପୁଲିସ୍ ତାଙ୍କୁ ଗିରଫ!-->…
ରୁଷରୁ ଶସ୍ତା ତେଲ କିଣି ୫୭,୫୦୦ କୋଟି ସଂଚୟ କରିଛନ୍ତି ତେଲ କମ୍ପାନି, କିନ୍ତୁ ସାଧାରଣ ଲୋକ ପାଉନାହାନ୍ତି ସୁଫଳ
ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆର୍ଥିକ କଟକଣା ଯୋଗୁଁ ରୁଷ ଭାରତକୁ ଶସ୍ତାରେ ତେଲ ଯୋଗାଇଦେଇଥିଲା । ଏହା ଫଳରେ ଭାରତୀୟ ତେଲ କମ୍ପାନିଗୁଡ଼ିକ ବିପୁଳ ଲାଭ କମାଇଚାଲିଛନ୍ତି, କିନ୍ତୁ ଏହାର ସୁଫଳ ସାଧାରଣ ଖାଉଟିଙ୍କ ନିକଟକୁ ଯାଉନାହିଁ । ଲୋକମାନେ ଏବେ ବି ମହଙ୍ଗା ଦରରେ!-->…
ଜୁଲାଇ ୧୯ ଯାଏ ତିସ୍ତା ସିତଲବାଦଙ୍କୁ ମିଳିଲା ସୁପ୍ରିମ ଆଶ୍ୱସ୍ତି
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ କିଛି ଲୋକଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ଫସିଥିବା ସାମାଜିକ କର୍ମୀ ତିସ୍ତା ସିତଲବାଦଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ଗୁଜରାଟ ହାଇକୋର୍ଟ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିବା ବେଳେ ପୁଲିସ୍ ତାଙ୍କୁ!-->…