Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଖୋର୍ଦ୍ଧା ଆସନରୁ ବିଜୟୀ ହେଲେ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା: ଖୋର୍ଦ୍ଧାରୁ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହେଇଛନ୍ତି । ରାଜେନ୍ଦ୍ର କୁମାରଙ୍କୁ ୮ ହଜାର ୫୯୮ ଭୋଟରେ ପରାସ୍ତ କରିଛନ୍ତି ପ୍ରଶାନ୍ତ ।
ପ୍ରଶାନ୍ତ ଜଗଦ୍ଦେବ ୮୦ ହଜାର ୫୬୪ ଭୋଟ!-->!-->!-->…
ଫୁଲବାଣୀରେ ବାଜି ମାରିଲା ବିଜେପି
କନ୍ଧମାଳ: ଓଡିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ଏହାରି ଭିତରେ ଫୁଲବାଣୀର ବିଜେପି ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍ । ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇ ଉମାଚରଣ ମଲ୍ଲିକ!-->…
ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହେଲେ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ସମ୍ବଲପୁର ଆଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ୧ ଲକ୍ଷ ୧୨ ହଜାର ୯୮୪ ଭୋଟ୍ ବ୍ୟବଧାନରେ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବିଜୟ ହୋଇଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ!-->!-->!-->…
ନିମାପଡ଼ାରେ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା
ନିମାପଡା: ଶେଷରେ ବିଜେଡି ସୁପ୍ରିମୋଙ୍କ ସବୁ ରଣନୀତି ନିମାପଡ଼ାରେ ଫେଲ ମାରିଲା | ମୋଦୀଙ୍କ ହାୱା ସହ ସମୀର ଦାଶଙ୍କୁ ଅଣଦେଖା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇଛି | ସେହିପରି ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ବି ପରାଜୟର ସମ୍ମୁଖୀନ ହେବାକୁ ପଡିଛି | ମିଳିଥିବା ସୂଚନା!-->…
ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ବିଜୟ
ପିପିଲି/ଡେଲାଙ୍ଗ: ପୁରୀ ଜିଲ୍ଲାର ପିପିଲିରେ ବିଜେଡି ଯୁଗର ଅବଶାନ, ଫୁଟିଲା ପଦ୍ମ । ବିଜେପିର ଗଡ ଭାବେ ପରିଚତ ପିପିଲି ଓ ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ବିଜେପିର ବିଜୟ ହୋଇଛି ।
ବିଜେଡି ପ୍ରାର୍ଥୀ ତଥା ଦିବଙ୍ଗତ ବିଜେଡି ନତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ମାତ୍!-->!-->!-->…
ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ
ପାଟକୁରା: ବିଜେଡିର ଗଡ ଭାବେ ପରିଚିତ ପାଟକୁରା ନିଜର ସ୍ଥିତି ବଜାୟ ରଖିଛି । ଏଥର ବି ଶଙ୍ଖନାଦ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡାର ଟାଣୁଆ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ହେଉଛନ୍ତି ଅରବିନ୍ଦ ମହାପାତ୍ର ।!-->…
ବିଞ୍ଝାରପୁରରୁ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ଓ ବରୀରୁ ବିଶ୍ବରଂଜନ ମଲ୍ଲିକ ବିଜୟୀ
ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବିଜେଡିର ବିଜୟ । ବିଞ୍ଝାରପୁର ବିଧାନସଭା ଆସନରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ।
ସେହିପରି ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ବିଜୟୀ ହୋଇଛନ୍ତି । ୫୨ ହଜାର ଭୋଟ୍ ରେ ବିଶ୍ବରଂଜନ ବିଜୟୀ ହୋଇଛନ୍ତି ।
ବରଗଡ ବିଧାନସଭା ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବିଜୟ
ବରଗଡ: ବରଗଡ ବିଧାନସଭା ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ୪, ୭୭୨ ଭୋଟରେ ବିଜେଡିକୁ ପରାସ୍ତ କଲେ । ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଛନ୍ତି ଅଶ୍ବିନୀ ।
ଏବେ ଓଡିଶାରେ ଚାଲିଛି ବିଜେପି ଲହର । କାମ ଦେଇଛି ଓଡିଆ ଅସ୍ମିତା ପ୍ରସଙ୍ଗ । ଭୋଟ ଗଣତି ପ୍ରକ୍ରିୟାରେ!-->!-->!-->…
ଖଣ୍ଡପଡାରେ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ
ନୟାଗଡ: ଖଣ୍ଡପଡାରେ ଫୁଟିଲା ପଦ୍ମ । ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ । ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନକୁ ପରାସ୍ତ କରି ବିଜୟର ବାନା ଉଡେଇଛନ୍ତି ଦୁଷ୍ମନ୍ତ ସ୍ୱାଇଁ । ୭ ହଜାର ୧୨୦ ଭୋଟରେ ଜିତିଛନ୍ତି ଦୁଷ୍ମନ୍ତ ।
୨୦୦୦ ମସିହାରୁ ଖଣ୍ଡପଡା ଆସନରେ!-->!-->!-->…
ଚିତ୍ରକୋଣ୍ଡାରେ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ
ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହା ଭିତରେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା । ୯ ହଜାର ୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଡମ୍ବରୁ ସିସାଙ୍କୁ ପରାସ୍ତ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ।
!-->!-->…