Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
୨୩ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମ୍ବଲପୁର ଗସ୍ତ
ସମ୍ବଲପୁର: ଆସନ୍ତା ୨୩ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି । ଉକ୍ତ ଦିନ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡାରେ ଆୟୋଜିତ ହେବାକୁ ଥିବା ଜୟନ୍ତୀ ସମାରୋହରେ ସାମିଲ ହେବେ ।!-->…
କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ…
ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ପୁଣି ଝଟକା ଲାଗିଛି। ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ନାୟକ ନିଜର ଇସ୍ତଫାପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ଓଡ଼ିଶା ପାଇଁ!-->…
ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ନ ପାଇଲେ ନବୀନ ନିବାସ ଘେରାଉ ହେବ: ବିଜେପି
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଲେ ପରିସ୍ଥିତି ଭୟଙ୍କର ହେବ। ନବୀନ ନିବାସ ଘେରାଉ ହେବ। ଏଭଳି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ। ୨୦୧୮-୧୯ରେ ଯେଉଁ ତାଲିକା!-->…
ଫେବ୍ରୁଆରିରେ ଓଡ଼ିଶା ଆସିବେ ମିଲ୍ଲିକାର୍ଜୁନ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧି…
କଟକ: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଆସିବେ। ଶ୍ରୀ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧି ଆସନ୍ତା ଫେବ୍ରୁଆରିରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ହାଥ ସେ ହାଥ ଯୋଡ଼ୋ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଆଇସିସି ଅଧ୍ୟକ୍ଷ!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି: ଧର୍ମେନ୍ଦ୍ର
ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି ବୋଲି ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସମାଜର!-->…
ଜେଲ ପଡିଆରେ ଶକ୍ତି ପ୍ରଦର୍ଶନ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ
କଟକ : ଶକ୍ତି ପ୍ରଦର୍ଶନ କଲେ କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଐତିହାସିକ ଦରଘାବଜାର ଜେଲ ପଡିଆରେ ଆୟୋଜନ କଲେ ନୂଆବର୍ଷ ବନ୍ଧୁ ମିଳନ ଉତ୍ସବ। କିନ୍ତୁ ଏହି ବନ୍ଧୁ ମିଳନ ଉତ୍ସବରେ ଦେଖିବାକୁ ମିଳିଲା ନାହିଁ କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ। ଏପରିକି ଜିଲ୍ଲାର ବଡ଼ବଡ଼ିଆ!-->…
ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ୫ କେଜି ଲେଖାଏ ଚାଉଳ କାଟିଛି କେନ୍ଦ୍ର : ସସ୍ମିତ ପାତ୍ର
ଭୁବନେଶ୍ଵର: ଚାଉଳ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲା ରାଜ୍ୟ । ମୁଣ୍ଡପିଛା ୫ କେଜି ଚାଉଳ କାଟୁଛି କେନ୍ଦ୍ର । ଗରିବ ଲୋକଙ୍କୁ ମିଳୁଥିବା ଚାଉଳ କାଟିଛି କେନ୍ଦ୍ର ସରକାର । ପୂର୍ବରୁ ମୁଣ୍ଡ ପିଛା ୧୦ କେଜି ଚାଉଳ ଦେଉଥିଲେ ସରକାର । ଡିସେମ୍ବରରୁ ମୁଣ୍ଡପିଛା ୫ କେଜି ଚାଉଳ କାଟୁଛି!-->…
5ଜି ରାଜନୀତି: ବିଜେଡି କହିଲା ଗାଁରେ ନାହିଁ ନେଟଓ୍ୱର୍କ, କେନ୍ଦ୍ରମନ୍ତ୍ରୀ କହିଲେ ଅଙ୍ଗୁଳି ଉଠାଇ ଲାଭ ନାହିଁ…
ଭୁବନେଶ୍ୱର: ଟ୍ୱିନ ସିଟିରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ 5ଜି ସେବା। ମାର୍ଚ୍ଚ ୩୧ ସୁଦ୍ଧା ଏହି ହାଇସ୍ପୀଡ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ଏହା ପୂର୍ବରୁ 5ଜି ସେବା ଯୋଗାଇ ଦେଇଛନ୍ତି। ଏପରି କରି ମୋଦୀ ସରକାର କିଭଳି ଓଡ଼ିଶା ପ୍ରତି ସ୍ବତନ୍ତ୍ର ଧ୍ୟାନ!-->…
କନ୍ଧମାଳ ତୁମୁଡିବନ୍ଧ ଓ ଖୋର୍ଦ୍ଧା ବାଣପୁରରେ ସାଧାରଣ ସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ୱର/ତୁମୁଡିବନ୍ଧ/ବାଣପୁର: ଯେଉଁ ମାଟିରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ମହାପ୍ରଭୁ ମୋ ମନରେ ଗର୍ବ ଅତ୍ୟନ୍ତ ଦିଅନ୍ତୁ, ମୋ ପରେ ମୋ ବଂଶରେ କେହି ନରହୁ । ଏ ଦାବୀ କରିବା ପାଇଁ ଏ ବଡଦେଉଳ ମୋ ପୂର୍ବଜ ବନେଇଛି । ଆଜି ସେହି ମାଟିରେ ଅପ୍ରଜାତାନ୍ତ୍ରିକ ଉପାୟରେ ଆମେ ଶହେ ବର୍ଷ ତିଷ୍ଠି!-->…
ଓଡ଼ିଶାରେ ସରକାର କିଏ ଚଳାଉଛନ୍ତି ତାହା ଜଣାପଡୁନାହିଁ : ଜେ ପି ନଡ୍ଡା…
ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ଏପରି ସରକାର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା!-->…