Browsing Category

ରାଜନୀତି

ପଦ୍ମପୁରରେ ଆମେ ଯାହା ଭାବିଥିଲୁ ତାହା ହେଲାନି, ଜନାଦେଶକୁ ଆମେ ସମ୍ମାନ ଜଣାଉଛୁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପଦ୍ମପୁରରେ ଆମେ ଯାହା ଭାବିଥିଲୁ ତାହା ହେଲାନି । ଜନାଦେଶକୁ ଆମେ ସମ୍ମାନ ଜଣାଉଛୁ । ଯିଏ ଜିତେ ତା ମନ ସ୍ୱାଭାବିକ ଭାବେ ଖୁସିଥାଏ । ସେ ଟିକିଏ ବଢିଚଢି କହିଥାଏ ..ପଦ୍ମପୁର ଉପନିର୍ବାଚନ ହାରିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋମବାର ଶପଥ ନେବେ ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦ୍ମପୁର ଆସନରୁ ବିପୁଳ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା । ଗତକାଲି ସେ ଭୁବେନଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି । ଆଜି ବାଚସ୍ପତିଙ୍କୁ ଭେଟି ସୋମବାର ବିଧାୟିକା ଭାବେ ଶପଥ ନେବେ ବୋଲି

ନୋଟା ସହ କଂଗ୍ରେସର ଭୋଟ ହାର ସମାନ ହେଲାଣି: ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ଦୁଇଟି ଉପନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେଉଛି କଂଗ୍ରେସ । ଜାତୀୟ ଦଳର ଏପରି ନୈରାଶ୍ୟ ଜନକ ପ୍ରଦର୍ଶନ କର୍ମୀ ଓ ସମର୍ଥକଙ୍କୁ ମର୍ମାହତ କରିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିସ୍ଫୋରକ ବୟାନ ଦେଇଛନ୍ତି। ନୋଟା ସହ

ଏପରି ଭୋଟ ମିଳିଲେ ଓଡ଼ିଶାରେ କଂଗ୍ରେସ ଦଳ ଲୋପ୍ ପାଇଯିବ : ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି କି, ବହୁ ଲୋକ କହୁଛନ୍ତି କଂଗ୍ରେସ ଭୋଟ ବିକି ଖାଇଦେଲେ। ଦୁଇ ଦୁଇଟା ଉପ ନିର୍ବାଚନରେ ଆମର ଅମାନତ ଗଲାଣି। ଆମ

ନବୀନଙ୍କ ଆଶୀର୍ବାଦ ନେଲେ ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ବର: ନବୀନ ନିବାସରେ ବର୍ଷା ସିଂ ବରିହା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଲେ ପଦ୍ମପୁର ବିଧାୟିକା । ପଦ୍ମପୁରରୁ ବର୍ଷାଙ୍କ ସହ ମନ୍ତ୍ରୀ ଟୁକୁନି ସାହୁ ଓ ରୀତା ସାହୁ, ବିଧାୟକ ସୁଶାନ୍ତ ସିଂ ଓ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭୁବନେଶ୍ୱରରେ ପହଞ୍ଚିଥିଲେ ।

ଶାଶୁ ଓ ଶ୍ୱଶୁରଙ୍କ ଆଶୀର୍ବାଦ ନେଲେ ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ ଭୁବନେଶ୍ୱର ଶ୍ୱଶୁର ଘରେ ବର୍ଷା ସିଂ ବରିହା । କହିଲେ ଶାଶୂ ଘରକୁ ବୋହୂ ଭାବରେ ଆସିଛି। ମୁଁ ବଞ୍ଚିଥିବା ଯାଏ ଲୋକଙ୍କ ଲାଗି କାମ କରିବି। ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେବେ ।

ପଦ୍ମପୁର ଭୋଟ ଗଣତି: ବଢ଼ିଚାଲିଛି ବିଜେଡି, ଢେର ପଛରେ ବିଜେପି

ବରଗଡ଼: ପଦ୍ମପୁର ଉପନିର୍ବାଚନରେ ଭୋଟ୍ ଗଣତି ଜାରି ରହିଛି। ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୯,୪୫୨ ଭୋଟରେ ଆଗୁଆ ରହିଥିବାର ସୂଚନା ରହିଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ଏବେ ୧୯୪୫୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।ଏହି ରାଉଣ୍ଡରେ

‘ବିକାଶରେ ବାଧକ ଶାସକ ଦଳର ନେତା’ : ନରସିଂହ ମିଶ୍ର

ବଲାଙ୍ଗୀର : ଯାହା ପ୍ରକଳ୍ପ ମଞ୍ଜୁର ହୋଇ ଟଙ୍କା ଆସୁଛି, ତାହା କାମରେ ଲାଗିପାରୁନି। ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଲକ୍ଷ୍ମୀଯୋର ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ, କିଛି ବିକାଶ ବିରୋଧୀ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ସ୍ଥାନୀୟ ଶାସକ ଦଳର ନେତା

ପଦ୍ମପୁର ଜନାଦେଶ ପୂର୍ବରୁ ନବୀନ ନିବାସରେ ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କଲେ ସୁପ୍ରିମୋ

ଭୁବନେଶ୍ୱର: ପଦ୍ମପୁର ଜନାଦେଶ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି । ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କଠାରୁ ଫିଡବ୍ୟାକ୍‌ ନିଆଯାଉଛି । ଦଳ ଦମ୍ଭୋକ୍ତି ଦେଖାଇଛି, ବିପୁଳ ଭୋଟରେ

ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ, ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

ଭୁବନେଶ୍ୱର: ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଭୋଟ୍‌ ଗଣତି କରାଯିବ । ସକାଳ ୮ଟାରେ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ୨୯୬ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍‌ ପେଡି । ପଦ୍ମପୁର ଆରଏମ୍‌ସି ୟାର୍ଡରେ କାଉଣ୍ଟିଂ