Browsing Category

ରାଜନୀତି

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର ୦୩।୧୦ : ଘୋଷଣା ହେଲା ଉପନିର୍ବାଚନ ତାରିଖ। ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଉପନିର୍ବାଚନ ନେଇ

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ

ବରଗଡ଼ ୦୩।୧୦: ପଦ୍ମପୁର ବିଧାୟକଙ୍କ ପରଲୋକ । ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ । ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ

କେଜ୍ରିୱାଲଙ୍କ ଉପରକୁ ବୋତଲ ମାଡ଼

ଅହମ୍ମଦାବାଦ: ସର୍ବ ସମ୍ମୁଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ପାଣି ବୋତଲ ମାଡ। ଗରବା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ପାଣି ବୋତଲ ମାଡ ହୋଇଛି। ଗୁଜରାଟ ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ବିଜୟୀ କରିବା ପାଇଁ ଲାଗିପଡିଛନ୍ତି

ଆଜିଠାରୁ ବିଜେଡିର ଜନସମ୍ପର୍କ ଯାତ୍ରା

ଭୁବନେଶ୍ୱର:ଆଜିଠାରୁ ବିଜେଡିର ଜନସମ୍ପର୍କ ଯାତ୍ରା । ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ । ଆଜି ଗାନ୍ଧି ଜୟନ୍ତୀଠାରୁ ବିଜେଡି ପଦଯାତ୍ରାର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାସେ ଧରି ଚାଲିବ ପଦଯାତ୍ରା । କରୋନା ଯୋଗୁ ଦୁଇ ବର୍ଷ

କିଛି ବିଧାୟକ ଅମିତ ଶାଙ୍କ ସହ ବୈଠକ କରିଛନ୍ତି : ଗେହେଲୋଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଗେହଲୋଟ୍‌ ଓ ପାଇଲଟଙ୍କ ମଧ୍ୟରେ ଫାଇଟ୍ ଲାଗି ରହିଛି। ଆଜି ପୁଣିଥରେ ପାଇଲଟଙ୍କୁ ଟାର୍ଗେଟ୍ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍। କିଛି କଂଗ୍ରେସ ବିଧାୟକ ଭାବୁଛନ୍ତି ଯେ ଅନ୍ୟ କାହାକୁ ଗ୍ରହଣ କରିବା ଅପେକ୍ଷା ବିଦ୍ରୋହ କରିବା ଉଚିତ୍। ତେଣୁ

ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରାର୍ଥୀପତ୍ର ଦାଖଲ କରିବାର ଦିନକ ପରେ ରାଜ୍ୟସଭା ବିରୋଧୀ ଦଳ ପଦରୁ ଇସ୍ତଫା ଦେଇଥିବା କଥା ବିଶେଷସୂତ୍ରରୁ ପ୍ରକାଶ। ଉଦୟପୁର ପ୍ରସ୍ତାବନା ‘ଏକ ନେତା ଏକ ପଦବୀ’ ଆଧାରରେ ଆଜି ଖଡ଼ଗେ କଂଗ୍ରେସର ଅସ୍ଥାୟୀ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ଓହରିଲେ ଦିଗବିଜୟ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲଢ଼େଇ ଜୋରଦାର ହେବାକୁ ନେଇ ଚର୍ଚ୍ଚା ମଧ୍ୟରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପାଇଁ ରେସରେ ଥିବା ଅଶୋକ

ରାଜ୍ୟରୁ ବିଜେଡି ହଟିଲେ, ଓଡ଼ିଶାର ହେବ ବିକାଶ; ଜେପି ନଡ୍ଡା

ଭୁବନେଶ୍ୱର: ସରଗରମ ରହିଛି ରାଜ୍ୟ ରାଜନୀତି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କଲେଣି । ଗତ କିଛିଦିନ ହେବ ରାଜ୍ୟକୁ କେନ୍ଦ୍ର ମନ୍ତ୍ରୀଙ୍କ ଘନଘନ ଗସ୍ତପରେ ଗତକାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ

ବିଜେଡି ଛାଡି ପଦ୍ମ ଧରିଲେ ତେଜେଶ୍ୱର ପରିଡ଼ା

ଭୁବନେଶ୍ୱର: ସକାଳେ ବିଜେଡି ଛାଡିଲେ, ଅପରାହ୍ଣରେ ପଦ୍ମ ଧରିଲେ। ପୂର୍ବତନ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ବିଜେଡି ଛାଡିବା ପରେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

ନିର୍ବାଚିତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର ୩୦/୦୯: ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମନ୍ତ୍ର । ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଛନ୍ତି ସ୍ଵାଗତ କରୁଛି । ବିଜେଡ଼ି ଏକ ଆଞ୍ଚଳିକ ଦଳ । ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ଵାର୍ଥ