Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ
ଜଳେଶ୍ୱର ୧୪।୦୯ : ବିଧାୟକଙ୍କୁ ହତ୍ୟା ଧମକ । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଏସ୍ପିଙ୍କ ନିକଟରେ ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍ ବିଧାୟକ ।
ଖବର ଅନୁଯାୟୀ, ମଙ୍ଗଳବାର ସକାଳ ୮.୩୦ରୁ ୯ଟା!-->!-->!-->…
ପୁରୀରେ ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବର ଆରମ୍ଭ
ପୁରୀ ୧୩।୦୯ : ପୁରୀଠାରେ ଆରମ୍ଭ ହୋଇଛି ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ପ୍ରଭାରୀଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ଦଳର ସାଧାରଣ ସମ୍ପାଦକ ଓ ଉପସଭାପତି ମାନେ ଏବଂ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ସବୁ!-->…
ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ: ଅପରାଜିତା
ଭୁବନେଶ୍ୱର: “ଓଡ଼ିଶାର ଖଣି ଦୁର୍ନୀତି ‘ଭ୍ରଷ୍ଟାଚାର’ ନୁହେଁ, ଏକ ବିରାଟ ସ୍କାମ।” ଏପରି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ରାଜ୍ୟରେ ଥିବା ବିଭିନ୍ନ ଖଣି ଘରୋଇ ମାଲିକାନାରେ ରହିଛି। ଏଥିରୁ ବାହାରୁଥିବା ଉଚ୍ଚମାନର!-->…
୨୦୨୪ ନିର୍ବାଚନ ଲଢେଇରେ ରହିବ ନାହିଁ ବିଜେପି, ମାତ୍ର ୩ଟି ଏମ୍ପି ଓ ୧୩ଜଣ ବିଧାୟକ ନିର୍ବାଚିତ ହେବେ
ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ଫଳାଫକୁ ନେଇ ବରିଷ୍ଠ ନେତା ଦାମୋଦର ରାଉତ ଓ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଭବିଷ୍ୟବାଣୀ । ୨୦୨୪ରେ ଓଡିଶାରେ ବିଜେପି ଲଢେଇ ରେ ରହିବ ନାହିଁ ।ମାତ୍ର ୩ଟି ଏମପି ଓ ୧୩ଜଣ ବିଧାୟକ ନିର୍ବାଚିତ ହେବେ । କେନ୍ଦ୍ରମନ୍ତ୍ରୀ ମାନେ ଯେତେ!-->…
କଟକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ
କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ହିତାଧିକାରୀଙ୍କ ସଂଖ୍ୟା ହେଉଛି ୩୯ ଲକ୍ଷ ୭୩ ହଜାର। ଏହି ଯୋଜନାରେ ଓଡ଼ିଶାର ହିତାଧିକାରୀଙ୍କୁ ମୋଟ ୭୧୧୮ କୋଟି ଟଙ୍କା ଦିଆଯାଇଛି।!-->…
କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ
ଭୁବନେଶ୍ୱର: ବିଜେଡି ଟିମ୍ର ଆଖିରେ ଆଖି ମିଶାଇ ଲଢ଼ିବ ବିଜେପି ଟିମ୍। ନିର୍ବାଚନ ନିମନ୍ତେ ଏଭଳି ଟିମ୍ ପ୍ରସ୍ତୁତ କରାଯାଉଛି। ଆଜି ଏଭଳି ଇସାରା ଦେଇଛନ୍ତି କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ। କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିବା ବେଳେ ଦଳୀୟ!-->…
ଓଡିଶାରେ ହେବ ଭାରତ ଯୋଡ଼ ପଦଯାତ୍ରା
ଭୁବନେଶ୍ୱର : କଂଗ୍ରେସର "ଭାରତ ଯୋଡ" ଜନସମ୍ପର୍କ ପଦଯାତ୍ରା ଓଡ଼ିଶାରେ ହେବାକୁ ଯାଉଛି । ଓଡିଶାରେ "ଭାରତ ଯୋଡ" ପଦଯାତ୍ରା ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ କଂଗ୍ରେସର ଭାରତ ଯୋଡ ପଦଯାତ୍ରାର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓଡି଼ଶା ଗସ୍ତ କରିବେ ।
!-->!-->!-->…
କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ
କେନ୍ଦ୍ରାପଡା: ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଶନିବାର କେନ୍ଦ୍ରାପଡାରେ ପହଞ୍ଚିଛନ୍ତି l କେନ୍ଦ୍ରମନ୍ତ୍ରୀ ଏଠାରେ ପହଁଞ୍ଚିବା ପରେ ତିନିମୁହାଣୀ ଠାରେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ!-->…
ପ୍ରତି ମାସରେ ଆସିବେ କେନ୍ଦ୍ରମନ୍ତ୍ରୀ -ବୈଜୟନ୍ତ
ଭୁବନେଶ୍ୱର : ପ୍ରତି ମାସରେ ଓଡିଶାକୁ ଆସିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ପ୍ରତି ମାସରେ ଆସିବେ , ୨ ଦିନିଆ ଗସ୍ତ କରିବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପିର ସାଂଗଠନିକ କାର୍ଯ୍ୟ ନେଇ!-->…
ଓଡ଼ିଶା ଆସିବ ସିବିଆଇ ଓ ଇଡି : ବିଶ୍ୱେଶ୍ୱର ଟୁଡୁ
ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ!-->…