Browsing Category

ରାଜନୀତି

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ

କେନ୍ଦ୍ରାପଡା: ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଶନିବାର କେନ୍ଦ୍ରାପଡାରେ ପହଞ୍ଚିଛନ୍ତି l କେନ୍ଦ୍ରମନ୍ତ୍ରୀ ଏଠାରେ ପହଁଞ୍ଚିବା ପରେ ତିନିମୁହାଣୀ ଠାରେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ…

ପ୍ରତି ମାସରେ ଆସିବେ କେନ୍ଦ୍ରମନ୍ତ୍ରୀ -ବୈଜୟନ୍ତ

ଭୁବନେଶ୍ୱର : ପ୍ରତି ମାସରେ ଓଡିଶାକୁ ଆସିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ପ୍ରତି ମାସରେ ଆସିବେ , ୨ ଦିନିଆ ଗସ୍ତ କରିବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସୂଚନା । ବିଜେପିର ସାଂଗଠନିକ କାର୍ଯ୍ୟ ନେଇ…

ଓଡ଼ିଶା ଆସିବ ସିବିଆଇ ଓ ଇଡି : ବିଶ୍ୱେଶ୍ୱର ଟୁଡୁ

ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ…

ଦୁଇ ଦିନରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର: ଏବେ ବିଜେପି ଫୋକସରେ ଓଡ଼ିଶା। ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଗୃହ…

କଂଗ୍ରେସ ମୋ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲେ ମୁଁ ରାଇଫଲରେ ଜବାବ ଦେବି: ଗୁଲାମ ନବୀ ଆଜାଦ୍‌

ଜମ୍ମୁ: କଂଗ୍ରେସ ମୋ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କଲେ , ମୁଁ ଗୋଟିଏ ରାଇଫଲରେ ନଷ୍ଟ କରିଦେବି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦ୍‌ ଏହା କହିଛନ୍ତି। କଂଗ୍ରେସ ସହ ପାଞ୍ଚ ଦଶନ୍ଧିର ସମ୍ପର୍କ ତୁଟାଇବା ପରେ ଦଳ ତାଙ୍କ ପ୍ରତି ଆକ୍ରମଣ ଜାରି ରଖିଛି।…

କର୍ତ୍ତବ୍ୟ ପଥକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ରାଜପଥର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପର ବର୍ଷିଛନ୍ତି । ଜୟରାମ ରମେଶ କହିଛନ୍ତି ମୋଦି ହେଉଛନ୍ତି ସୁପର ପ୍ରଚାରକ । କଂଗ୍ରେସକୁ ବିରୋଧ କରିବା ତାଙ୍କର ନିୟମିତ ଅଭ୍ୟାସ । ଏହା ସହ ସେ ଆରଏସଏସକୁ ବ୍ରିଟିଶ ସମର୍ଥକ…

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦାବି ସମାଜବାଦୀ ପାର୍ଟିିର ୧୦୦ ବିଧାୟକ ଭାଜପାରେ ସାମିଲ ହେବାକୁ ପସ୍ତୁତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରାବାଙ୍କି ଜନପଦ ଗସ୍ତରେ ଯାଇଥିବା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜିଲା ଭ୍ରମଣରେ ଯାଇଥିଲେ । ପ୍ରଥମେ ସେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର ଗୋପନୀୟ ଜନପ୍ରତିନିଧି ଓ ପାର୍ଟି ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ଏହାପରେ ସେ…

କଂଗ୍ରେସର ‘ଭାରତ ଜୋଡ଼ ଯାତ୍ରା’ ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ: ବିଜେପି କହିଲା ପରିବାର ଜୋଡ଼ କରୁଛି…

ନୂଆଦିଲ୍ଲୀ: ପରିବାରବାଦକୁ ନେଇ ବିଜେପି କଂଗ୍ରେସକୁ ବାରମ୍ବାର ଟାର୍ଗେଟ୍ କରୁଥିବା ବେଳେ କଂଗ୍ରେସ କିନ୍ତୁ ଏହି ମୋହରୁ ବାହାରିପାରୁନି। ସୋନିଆ ରାହୁଲଙ୍କ ପରେ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀଙ୍କର ଏଣ୍ଟ୍ରି ହୋଇଥିଲା। ଏବେ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ବି ଦଳରେ ସାମିଲ୍ କରିବାକୁ…

ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି; ଦେଶ ହରାଇବି ନାହିଁ: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ଅସହିଷ୍ଣୁ ରାଜନୀତିରେ ବାପାଙ୍କୁ ହରାଇଥିଲି, କିନ୍ତୁ ଅସହିଷ୍ଣୁ ରାଜନୀତିରେ ତାଙ୍କର ପ୍ରିୟତମ ଦେଶ ହରାଇବେ ନାହିଁ ବୋଲି ଆଜି କଂଗ୍ରେସର 'ଭାରତ ଯୋଡ଼ୋ' ଯାତ୍ରାର ଶୁଭାରମ୍ଭ ପୂର୍ବରୁ ସାଂସଦ ରାହୁଲ୍‌ ଗାନ୍ଧୀ ଆବେଗଭରା ଟୁଇଟ୍‌ କରିଛନ୍ତି। କନ୍ୟାକୁମାରୀରୁ ବିଶାଳ ଯାତ୍ରାର…

ଦିଲ୍ଲୀ ଉପରାଜ୍ୟପାଳଙ୍କ ଲିଗାଲ ନୋଟିସ୍‌ଙ୍କୁ ଚିରିଦେଲେ ‘ଆପ’ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ ୭।୯: ଆମ ଆଦମୀ ପାର୍ଟି (ଆପ) ସାଂସଦ ସଞ୍ଜୟ ସିଂହ ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ପଠା ଯାଇଥିବା ମାନହାନୀ ନୋଟିସ୍‌କୁ ଚିରି ଦେଇଛନ୍ତି ଏବଂ ଓଲଟି ଉପରାଜ୍ୟପାଳଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ କରିଛନ୍ତି। ସିଂହ କହିଛନ୍ତି ଯେ ଉପରାଜ୍ୟପାଳ ତାଙ୍କ ପଦବୀର ଦୂରୁପଯୋଗ କରି…