Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା, ଦିଲ୍ଲୀ ସତ୍ୟାଗ୍ରହରେ ହେବେ ସାମିଲ
ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହ-ପ୍ରଭାରୀ ବିଧାୟକଙ୍କୁ ଦିଲ୍ଲୀ ଯିବା ପାଇଁ କହିଥିବା ଦଳର ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ୯ ଜଣ ବିଧାୟକ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବା ପାଇଁ କୁହାଯାଇଛି ।!-->…
ବିଜେଡିରେ ମିଶିଲେ ମୀନତି ପଟ୍ଟନାୟକ, ରିକ୍ସା ଚାଳକଙ୍କ ନାଁରେ ଲେଖିଥିଲେ ନିଜର କୋଟିଏରୁ ଅଧିକ ସମ୍ପତ୍ତି
କଟକ : ବିଜେଡିରେ ମିଶିଲେ ମୀନତି ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମୀନତି ବିଜେଡିରେ ଯୋଗଦେଇଛନ୍ତି। ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ ଶ୍ରୀଯୁକ୍ତ!-->…
ଭୁବନେଶ୍ୱର ଇଡି ଅଫିସରେ କଂଗ୍ରେସର ସତ୍ୟାଗ୍ରହ
ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କୁ ଇଡିର ସମନକୁ ରାଜଧାନୀରେ ବିରୋଧ । ତାତିଲେ ରାଜ୍ୟ କଂଗ୍ରେସର କର୍ମୀ । ଭୁବନେଶ୍ୱର ଇଡି ଅଫିସ ଆଗରେ ବିକ୍ଷୋଭ ସହ ଧସେଇ ପଶିବାକୁ ଉଦ୍ୟମ । କଂଗ୍ରେସ କର୍ମୀଙ୍କ ହୋ ହାଲ୍ଲା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । ଇଡି ଅଫିସକୁ ପଶିବାକୁ ଉଦ୍ୟମ ବେଳେ ୩୦ରୁ!-->…
ପ୍ରେମିକାଙ୍କ ଅଭିଯୋଗ ପରେ ବିବାହ କରିବାକୁ ରାଜି ଥିବା କହିଲେ ତିର୍ତ୍ତୋଲ ବିଧାୟକ
ତିର୍ତ୍ତୋଲ: ଦିନକୁ ଦିନ ବିଧାୟକ ଭାବେ କମ୍ ବିବାହକୁ ନେଇ ଚର୍ଚ୍ଚିତ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ । କେତେବେଳେ କଥା ଦେଇ ବିବାହ ପାଇଁ ଆସୁନାହାନ୍ତି ତ ଆଉ କେତେବେଳେ ଦିନ ଗଡ଼ାଉଛନ୍ତି । ଯାହାକୁ ନେଇ ବାରମ୍ବାର ଥାନାରେ ଦ୍ୱାରସ୍ଥ ହେଉଛନ୍ତି ପ୍ରେମିକା । ଗତ ୧୭!-->…
କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସର ପିସିସି ସଭାପତି
ଭୁବନେଶ୍ୱର: ଅଗ୍ନିପଥ ଯୋଜନାକୁ ବିରୋଧ କରିଛି କଂଗ୍ରେସ । ସେନା କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ କଂଗ୍ରେସ ନିନ୍ଦା କରେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କେନ୍ଦ୍ର ନିୟମରେ ପରିବର୍ତ୍ତନ ଆଣିବା ପାଇଁ ସେ ଦାବି କରିଛନ୍ତି । କେନ୍ଦ୍ର ସରକାର ବର୍ଷକୁ ୨ କୋଟି!-->…
ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ
ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫୋନ୍ ଯୋଗେ ଦୁହେଁ କଥା ହୋଇଥିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ପକ୍ଷରୁ ରାଜନାଥ ସିଂ ଓ ଜେ. ପି. ନଡ୍ଡାଙ୍କୁ ଦାୟିତ୍ୱ!-->…
ଦିଲ୍ଲୀ ପୁଲିସର ଦମନଲୀଳାକୁ କଂଗ୍ରେସର ଦୃଢ଼ ନିନ୍ଦା
ଭୁବନେଶ୍ୱର : କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍ର ଦମନଲୀଳାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦୃଢ଼ ନିନ୍ଦା କରିଛି । ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥି ବୋଲି ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି!-->…
ଚଳିତମାସରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ମାସ ପ୍ରଧାନମନ୍ତ୍ରୀ ପାରାଦୀପ ଗସ୍ତରେ ଆସି ସେ ୪ଟି ପ୍ରକଳ୍ପର ଉଦ୍ଘାଟନ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଚୂଡ଼ାନ୍ତ ଗସ୍ତସୂଚୀ ଆସିନଥିଲେ ମଧ୍ୟ ହିଁ ଚଳିତମାସରେ ଆସିବା ଏକପ୍ରକାର ସ୍ପଷ୍ଟ!-->…
ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ
ଭୁବନେଶ୍ୱର: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ସେ ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଚାଲିଥିବା "ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ"ର ବିଭିନ୍ନ!-->…
ବିଭାଗର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ଆହୁରି ସୁଦୃଢ଼ ହେବ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା । ଯାହା ଆବଶ୍ୟକ, ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ଏସଆରସି ପ୍ରଦୀପ ଜେନାଙ୍କ ସହ ସମୀକ୍ଷା ବୈଠକ ପରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଏସଆରସି ଅଫିସର!-->…