Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି
ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାଁ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ । ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ନୂଆ ମୁହଁ!-->…
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ : CEO
ଭୁବନେଶ୍ବର, ୨୯।୫ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ବୁଥ ମୁହାଁ ପୋଲିଂ ଅଫିସର ହୋଇଛନ୍ତି। ୧୨୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି ।ଆଇଶୃଙ୍ଖଳା ପାଇଁ ଏକ ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଥିବା ବେଳେ ୩ କମ୍ପାନି ସେଣ୍ଟ୍ରାଲ ଆର୍ମ ଫୋର୍ସ ମୃତୟନ ହୋଇଛନ୍ତି।!-->…
ରାଜ୍ୟସଭା ନିର୍ବାଚନ ପାଇଁ ୧୨ ସେଟ୍ ଫର୍ମ ନେଲା ବିଜେଡି
ଭୁବେନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ୧୪ ସେଟ୍ ଫର୍ମ ବିକ୍ରି ହୋଇଛି । ବିଧାନସଭାରୁ ୧୨ ସେଟ୍ ଫର୍ମ ନେଇଛି ବିଜୁ ଜନତା ଦଳ ବା ବିଜେଡି । ବିଜେଡି ପକ୍ଷରୁ ଫର୍ମ ନେଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । ଉପନିର୍ବାଚନ ପାଇଁ ଅନ୍ୟ ଜଣେ ବ୍ୟକ୍ତି ଦୁଇ ସେଟ ଫର୍ମ ନେଇଛନ୍ତି । ତେବେ ଆଜି!-->…
ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ୍: ବିଜେଡି
ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା!-->…
ବ୍ରଜରାଜନଗର ଉପନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ
ବ୍ରଜରାଜନଗର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ଯୋଗ ଦେଇଛନ୍ତି । ରମ୍ପେଲାର ଡୁଙ୍ଗଡୁଙ୍ଗଠାରେ ପହଞ୍ଚିବା ପରେ ଦଳିୟ କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ବିଜେପି ପ୍ରାର୍ଥୀ!-->…
ଶରତ ପଟ୍ଟନାୟକଙ୍କୁ ସବୁବେଳେ ସହଯୋଗ କରିବି : ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ ଶରତ ପଟ୍ଟନାୟକଙ୍କୁ ନବ ନିଯୁକ୍ତ ପିସିସି ସଭାପତି ବୋଲି ଘୋଷଣା କରାଯାଇଛି। ଏଥି!-->…
ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ : ଶରତ ପଟ୍ଟନାୟକ
ଭୁବନେଶ୍ୱର : ନୂତନ ପିସିସି ସଭାପତି ଭାବେ ନିଯୁକ୍ତ ହେଲେ ଶରତ ପଟ୍ଟନାୟକ । ଓଡିଶା ପିସିସି ସଭାପତି ନିଯୁକ୍ତ ପରେ ଶରତ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା । ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ । ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବୁ ବୋଲି!-->…
ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି
ଭୁବନେଶ୍ୱର: ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ସଭାପତି। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏଆଇସିସି। ତେବେ ଶରତ ପଟ୍ଟନାୟକଙ୍କୁ ଦ୍ୱିତୀୟ ଥର ପାଇଁ ସଭାପତି କରାଯାଇଛି। ପୂର୍ବତନ ବଲାଙ୍ଗିର ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକ ଦୁଇଥର ସାଂସଦ ଥିଲେ। ସେ!-->…
ଆସନ୍ତାକାଲି ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ କରିବେ ମାରାଥନ ପ୍ରଚାର । ଆସନ୍ତାକାଲି ମାରାଥନ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବେଲପାହାଡ, ବ୍ରଜରାଜନଗର, ଲଖନପୁର ରେ କରିବେ!-->…
ପୁରୀ ପ୍ରକଳ୍ପରେ ବାଧାସୃଷ୍ଟି ଲାଗି ନିୟମିତ ଭାବେ ମିଛ କହୁଛନ୍ତି ବିଜେପି ନେତା: ବିଜେଡି
ଭୁବନେଶ୍ୱର, : ପୁରୀ ପ୍ରକଳ୍ପ ସଂକ୍ରାନ୍ତରେ ଲଗାତାର ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ବକ୍ତବ୍ୟ ରଖି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଏଥିପାଇଁ ଯେଉଁ ସେବାୟତ ଓ ଜଗନ୍ନାଥପ୍ରେମୀମାନେ ଜମି ଦାନ କରିଛନ୍ତି ସେମାନେ କେବେ ହେଲେ ଆପଣଙ୍କୁ କ୍ଷମା କରିବେ ନାହିଁ ।
ରାଜନୀତି କରିବା ପାଇଁ!-->!-->!-->…