Browsing Category

ରାଜନୀତି

ସମସ୍ତେ ମିଳିମିଶି ଭୁବନେଶ୍ୱର ବିକାଶ ପାଇଁ କାମ କରିବୁ- ସୁଲୋଚନା ଦାସ

ଭୁବନେଶ୍ବର ୦୯।୦୪ : ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ଏହାପରେ ସେ ମଧ୍ୟ ମେୟର ଭାବେ ଦାୟିତ୍ୱ ମଧ୍ୟ ନେଇଛନ୍ତି । ବିଏମ୍‌ସିର ପ୍ରଥମ ମହିଳା ମେୟର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ତେବେ ଏହି ଅବସରରେ ସେ କହିଛନ୍ତି ଯେ, 'ସାଢେ ୧୧ ଲକ୍ଷ ଲୋକ ଆମ…

ବିବେକ୍ ରେଡ୍ଡୀ ହେଲେ ବ୍ରହ୍ମପୁର ଡେପୁଟି ମେୟର

ବ୍ରହ୍ମପୁର: ଇ. ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ଆଜି ନିର୍ବାଚିତ ହୋଇଛନ୍ତି। ସେ ୩୪ଟି ଭୋଟ୍ ପାଇ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଡେପୁଟି ମେୟର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା କରୁଣାକର ମାତ୍ର ୭ଟି ଭୋଟ୍ ପାଇଥିଲେ। …

ଶପଥ ନେଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ

ବ୍ରହ୍ମପୁର: ବ୍ରହ୍ମପୁରର ମେୟର ସଂଘମିତ୍ରା ଦଳେଇ ଶୁକ୍ରବାର ଶପଥ ନେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ପ୍ରଥମେ ଶପଥ ପାଠ କରିଥିଲେ । ପରେ ୪୨ ଜଣ କର୍ପୋରେଟର ଶପଥ ପାଠ କରିଥିଲେ ।…

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ୍‌, ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କଲେ ବାଣପୁର JMFC

ବାଣପୁର,: ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ବାଣପୁର ସବ ଜେଲରେ ଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ବିଧାୟକଙ୍କୁ ଏକ ପୂର୍ବତନ ମାମଲାରେ ଜାମିନ…

ବିଜେଡି ଦଖଲରେ ୯୧ଟି ଉପାଧ୍ୟକ୍ଷ ପଦ

ଭୁବନେଶ୍ୱର :ରାଜ୍ୟର ୧୦୫ ପୌର ପରିଷଦ/ଏନ୍‌ଏସି ଉପାଧ୍ୟକ୍ଷ ପଦବୀ ନିର୍ବାଚନ ଗୁରୁବାର ଶେଷ ହୋଇଛି। ଏହି ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବିଜେଡି ୯୧ଟି ଉପାଧ୍ୟକ୍ଷ ପଦ ହାତେଇଛି। ଭାଜପାକୁ ମାତ୍ର ୬ଟି ଉପାଧ୍ୟକ୍ଷ ପଦବୀରେ ସନ୍ତୁଷ୍ଟ ହେବାକୁ…

ତୈଳ ଓ ଗ୍ୟାସ ଦର ପ୍ରତିବାଦରେ କଂଗ୍ରେସର ରାଜଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର : କେନ୍ଦ୍ର ବିଜେପି ସରକାର ପେଟ୍ରୋଲ, ଡିଜେଲ, ଗ୍ୟାସ, ପିଏନଜି ଓ ସିଏନଜି ଦର ବାରମ୍ବାର ବଢ଼ାଇ ଭାରତର ଜନ ସାଧାରଣଙ୍କୁ ଧୋକା ଦେଇଛନ୍ତି। ତେଲ ଦର ବୃଦ୍ଧି ଜନସାଧାରଣଙ୍କର ନିତିଦିନିଆ ଜୀବନ ଜୀବିକା ଉପରେ ସିଧାସଳଖ ପ୍ରଭାବ ପଢ଼ୁଛି। ଜନସାଧାରଣଙ୍କୁ ଏ ସଂପର୍କରେ ସଚେତନ କରି…

ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ତୁରନ୍ତ କାର୍ଯ୍ୟକାରୀ କରାଯାଉ : ସମୀର ମହାନ୍ତି

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ସ୍ୱାସ୍ଥ୍ୟ କ୍ଷେତ୍ର ଓ ସ୍ୱାସ୍ଥ୍ୟ ଭିତିଭୁମି ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ମହାମାରୀ କରୋନା ସଂକଟ କାଳରେ ବିକଶିତ ରାଷ୍ଟ୍ରଠାରୁ ଆରମ୍ଭ କରି ଗରୀବ ରାଷ୍ଟ୍ରକୁ ମୋଦି ସରକାର କୋଭିଡ ଟୀକା ଓ ଔଷଧଠାରୁ ଆରମ୍ଭ କରି ଅନ୍ୟାନ୍ୟ…

କଟକ ଡେପୁଟି ମେୟର ହେଲେ ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝୀ

କଟକ: କଟକ ଡେପୁଟି ମେୟର ପଦ ପାଇଁ ବାଜି ମାରିଲେ ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ। ଦମୟନ୍ତୀ ଟିକେଟ ପାଇ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପିଜି…

କଟକ ମେୟର ଭାବେ ଶପଥ ନେଲେ ସୁବାସ ସିଂ

କଟକ: ଶପଥ ନେଇଛନ୍ତି ସିଏମସି(CMC) ନବନିର୍ବାଚିତ ମେୟର ଓ ୫୯ ଜଣ କର୍ପୋରେଟର । ଶହୀଦ ଭବନରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ଗୋପନୀୟତା ପାଠ କରାଇଥିଲେ । ତେବେ ଶପଥ ନେବା ପରେ ସିଏମସି ମେୟର ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି…

ଧାମନଗର ଏନଏସିରେ ବାଜି ମାରିଲା ବିଜେଡି

ଭଦ୍ରକ: ଧାମନଗର ଏନଏସି ନିର୍ବାଚନରେ ଶେଷ ହୋଇଛି ଭୋଟ ଗଣତି । ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇ ସେ ଏହି ବିଜୟ ହାସଲ କରିଛନ୍ତି । ଏନଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟିରେ ବିଜେପି ବିଜୟଲାଭ କରିଛି । …