Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପୌର ଫଳାଫଳକୁ ନେଇ ମୁହଁ ଖୋଲିଲେ ଭୁବନେଶ୍ୱର ସାଂସଦ
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ସାମର୍ଥ୍ୟ ଅଛି କ୍ଷମତା ଅଛି । କିନ୍ତୁ କଉଠି ନା କଉଠି ଆମକୁ ଲାଗୁଛି ଯେ, ଆମ ରାଜନେତୃତ୍ୱକୁ ସୁଦୃଢ଼ କରିବାକୁ ପଡ଼ିବ । ଶସକ୍ତ କରିବାକୁ ପଡ଼ିବ । ବଳଶାଳୀ କରିବାକୁ ପଡ଼ିବ । ରାଜନେତୃତ୍ୱ ଯେଉଁ ପର୍ଯ୍ୟନ୍ତ ବଳଶାଳୀ ହେବ ନାହିଁ, ସୁଦୃଢ଼ ହେବ ନାହିଁ!-->…
ବିଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ନବନିର୍ବାଚିତ ମେୟର
ଭୁବନେଶ୍ୱର: ପୌର ନିର୍ବାଚନରେ ତିନି ମହାନଗର ନିଗମରେ ବିଜେଡିର ବିପୁଳ ବିଜୟ । ଭୁବନେଶ୍ୱର-କଟକ-ବ୍ରହ୍ମପୁରରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ । ଗତକାଲି ବିଜୟୀ ହେବାପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଭୁବନେଶ୍ୱରର ନବନିର୍ବାଚିତ ମେୟର ସୁଲୋଚନା ଦାସ । ଆଜି!-->…
ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ
ବରଗଡ଼: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ପରଲୋକ ଘଟିଛି। ରବିବାର ୬୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଶନିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ବରପାଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି!-->…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସିର ନବନିର୍ବାଚିତ ମେୟର ସୁବାସ ସିଂ
ଭୁବନେଶ୍ୱର: ପୌର ନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜୟୀ ପ୍ରାର୍ଥୀ । ନିର୍ବାଚନରେ ବିଜୟ ପରେ କଟକର ବିଜୟୀ କର୍ପୋରେଟର ଓ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ବାରବାଟୀ କଟକ ନିର୍ବାଚନ!-->…
ବିଜେଡି କାଉନ୍ସିଲର୍ ଥାନାରେ ଅଟକ
ସୋନପୁର: ବିଜୟ ଉତ୍ସବରେ ଗୁଳି ଫୁଟାଇବା ବିଜେଡି ନବ ନିର୍ବାଚିତ କାଉନ୍ସିଲରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୁବର୍ଣ୍ଣପୁର ପୁଲିସ୍ ବନ୍ଧୁକ ଜବତ କରିବା ସହିତ ଗୁଳି ଫୁଟାଇବା ଅଭିଯୋଗରେ କାନ୍ସିଲର କଇରୁ ସ୍ୱାଇଁ ଓ ତାଙ୍କ ସମୁଦୀ ରାମବାହାଦୂର ସିଂଙ୍କୁ ଅଟକ!-->…
କେନ୍ଦୁଝରରେ ବିଜେଡିକୁ ମାତ୍ ଦେଲା ବିଜେପି, ଜିତିଲା ପୌରାଧ୍ୟକ୍ଷ ପଦ
କେନ୍ଦୁଝର୨୬।୦୩: କେନ୍ଦୁଝରଗଡ଼ ପୌରପାଳିକାରେ ବିଜେପିର ଚେୟାରମ୍ୟାନ୍ ପ୍ରାର୍ଥୀ ନିକୁ ସାହୁ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଅର୍ଚ୍ଚନା ରାଉତଙ୍କଠୁ ୩୯୧୦ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ୨୧ଟି ୱାର୍ଡ଼ ମଧ୍ୟରୁ ବିଜେଡ଼ି ୧୩ ଟି ୱାର୍ଡ଼ ଓ ବିଜେପି ୮ଟି ୱାର୍ଡ଼ରେ!-->…
ପୌର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟରେ ଅନୁଷ୍ଠିତ ପୌର ନିର୍ବାଚନ ଜନାଦେଶକୁ ସମ୍ମାନ ଜଣାଇବା ସହ ନିର୍ବାଚିତ ହୋଇଥିବା ଜନପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିକୁ ସମର୍ଥନ କରିଥିବା!-->…
ପୌର ବିଜୟ ଶ୍ରେୟ ଓଡ଼ିଶାବାସୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପୌର ନିର୍ବାଚନରେ ବିପୁଳ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ରାଜ୍ୟର ବିକାଶଧାରାରେ ସାମିଲ ହେବାକୁ ଦେଲେ ଆହ୍ବାନ । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, 'ପୌର ନିର୍ବାଚନରେ ବିଜେଡିର ବିପୁଳ!-->…
ଭୁବନେଶ୍ବର ପାଇଲା ପ୍ରଥମ ମହିଳା ମେୟର
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପାଇଲା ପ୍ରଥମ ମହିଳା ମେୟର । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ହୋଇଛନ୍ତି ଭୁବନେଶ୍ବରର ପ୍ରଥମ ମହିଳା ମେୟର । ପ୍ରଥମ ଥର ପାଇଁ ମେୟର ପଦ ପାଇଁ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ସୁଲୋଚନା । ସେ ୬୧ ହଜାର ୪୮୭ ଖଣ୍ଡ ଭୋଟରେ!-->…
କଟକରେ ବାଜି ମାରିଲେ ସୁବାସ ସିଂ
କଟକ: ଭୁବନେଶ୍ୱର ପରେ କଟକ ମହାନଗର ନିଗମର ଭୋଟ୍ ଗଣତି ଶେଷ ହୋଇଛି ଏବଂ ୫୯ଟି ଓ୍ଵାର୍ଡର ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି । ବିଜେଡ଼ି ପୁଣି ଥରେ ୩୮ଟି ଓ୍ଵାର୍ଡ ଜିତି କଟକରେ ନିଜର ଦବଦବା ଜାହିର କରିଛି । ମେୟର ପଦରେ ବିଜେଡିର ପ୍ରାର୍ଥୀ ସୁବାସ ସିଂହ ଜିତିଛନ୍ତି ।
ସୁଚନା!-->!-->!-->…