Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ
ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଡାକ୍ତରଖାନାରୁ ବାହାରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଗିରଫ ପରେ ବିଧାୟକଙ୍କୁ ଅଦାଲତରେ ହାଜର କରାଯାଇଛି।
ସୂଚନାଯୋଗ୍ୟ, ଗତ!-->!-->!-->…
୨୪ରେ ଭୋଟ, ୨୬ରେ ଗଣତି: ମୁତୟନ ହେବେ ୧୯୫ ପ୍ଲାଟୁନ୍ ପୋଲିସ ଫୋର୍ସ
ଭୁବନେଶ୍ବର: ପୌର ନିର୍ବାଚନ ପକ୍ରିୟାକୁ ନେଇ ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । କହିଲେ- କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବିଏମିସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମୁନିସପାଲ କର୍ପୋରେସନ ପାଇଁ!-->…
ମଣିପୁରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବିରେନ ସିଂ
ନୂଆଦିଲ୍ଲୀ : ମଣିପୁରରେ ବିଜେପି ବିଧାନସଭା ପାର୍ଟି ବୈଠକରେ ଏନ ବିରେନ ସିଂ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏବେ ଏହା ଦ୍ୱିତୀୟ ଥର ପାଇଁ ବିରେନ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ | ବିଜେପି ବିଧାନସଭା ପାର୍ଟି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା!-->…
ମାର୍ଚ୍ଚ ୨୪ରେ ଶପଥ ନେବେ ପ୍ରମୋଦ ସାୱନ୍ତ !
ନୂଆଦିଲ୍ଲୀ ୨୦।୩: ଗୋଆର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ପ୍ରମୋଦ ସାୱନ୍ତ। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ସୋମବାର ବିଜେପି ବିଧାୟକ ଦଳ ବୈଠକ ହୋଇପାରେ । ଏହାପରେ ଆସନ୍ତା ବୁଧବାର କିମ୍ୱା!-->…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଳିଲେ ପଖାଳ ଦିବସ
ପଖାଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଆ ପୁଅ ଭାବେ ନିଜ ବାସଭବନରେ ପଖାଳ ଖାଇ ଏହି ଦିବସକୁ ଆନନ୍ଦର ସହ ପାଳିଛନ୍ତି ଧର୍ମେନ୍ଦ୍ର । ଏହାସହ ପଖାଳ ତାଙ୍କର କେତେ ପ୍ରିୟ ତାହା ଫଟୋ ସେୟାର କରି ଜଣାଇଛନ୍ତି ଧର୍ମେନ୍ଦ୍ର । ପଖାଳ କଂସାଏ ସହ ଓଡ଼ିଆଙ୍କ ପ୍ରିୟ ବଡି!-->…
ଦଳ ବିରୋଧୀଙ୍କ ବିରୋଧରେ ୭ ନେତାଙ୍କୁ ନିଲମ୍ବନ କଲା ବିଜେଡି
ମୟୂରଭଞ୍ଜ: ରାଜ୍ୟରେ ପୌର ନିର୍ବାଚନ ପାଇଁ ସରଗରମ ହେବାରେ ଳାଗିଛି ରାଜନୀତି । ତାତି ବଢ଼ିବା ସହ ବଢ଼ୁଛି ରାଜନୈତିକ ଉଷ୍ମତା । ପ୍ରଚାର ପାଇଁ ହାତରେ ଆଉ ମାତ୍ର ୨ ଦିନ ସମୟ ରହିଥିବାରୁ ଜୋରଦାର ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ତେବେ ଏହାରି ମଧ୍ୟରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା କର୍ମୀଙ୍କ!-->…
ନିର୍ବାଚନ ପରବର୍ତ୍ତୀ ହିଂସା: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ବିରୋଧରେ ବିଧାୟକଙ୍କ ଥାନା ଘେରାଉ
ଜୟପୁର: ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଜଣେ ଯୁବକଙ୍କୁ ମାଡ଼ ମାରି ଗୁରୁତର କରିବା ଏବଂ ସମ୍ପୃକ୍ତ ଯୁବକ ଜଣକ ପ୍ରଥମେ ଜୟପୁର ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗରେ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ଦଳୀୟ!-->…
ଗୋଟିଏ ଦିନରେ ୬ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି
ଭୁବନେଶ୍ବର: ଗୋଟିଏ ଦିନରେ ୬ ଜଣ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି। ଆଜି ଯେଉଁ ନେତାମାନେ ନିଲମ୍ବିତ ହୋଇଛନ୍ତି, ସେମାନେ ହେଲେ, ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ସଂପାଦକ ସ୍ବାକ୍ଷର ରଂଜନ ମହାନ୍ତି, ରଶ୍ମିରଂଜନ ଜେନା, ଅଶୋକ ରାଜ, ମହିଳା ଶାଖା ଉପସଭାପତି ଝରଣା ମଲ୍ଲିକ, ସଂପାଦିକା!-->…
ବିଜେପିକୁ ଭୋଟ ଦେଲେନି ବୋଲି ସିପିଆଇ କର୍ମୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭୋଟ ଦେଲେନି ବୋଲି ସିପିଆଇ କର୍ମୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ । ହୋଲି ଉତ୍ସବରେ ଯାତ୍ରାରେ ଚେୟାରରେ ବସିବାକୁ ନେଇ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଥାନାରେ!-->…
ଇସ୍ତଫା ଦେବେ ନିରଞ୍ଜନ !
ଭୁବନେଶ୍ବର: ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଆକ୍ସନ ମୁଡରେ ଏଆଇସିସି । ୫ ରାଜ୍ୟର ସଭାପତିଙ୍କଚ ଇସ୍ତଫା ଦେବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବ ପିସିସି ସଭାପତି ନବଜ୍ୟାତି ସିଂ ସିଦ୍ଧୁ ଇସ୍ତଫା ଦେଇ ସାରିଛନ୍ତି । ତେବେ ଏହି କ୍ରମରେ!-->…