Browsing Category

ରାଜନୀତି

ପ୍ରଶାନ୍ତ ଜଗଦ୍ଦେବେଙ୍କୁ ଦଳ ସେପ୍ଟେମ୍ବରରୁ ନିଲମ୍ବନ କରିଛି : ପିନାକୀ ମିଶ୍ର

ଭୁବନେଶ୍ୱର: ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ହିଂସା ଉପରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଛନ୍ତି ପ୍ରତିକ୍ରିୟା । ଗଣତନ୍ତ୍ରରେ ହିଂସା କେବେ ଗ୍ରହଣଯୋଗ୍ୟ ନୁହେଁ । ଯିଏ ମଧ୍ୟ ହିଂସାରେ ଲିପ୍ତ ତାହା ସର୍ବଦା ଭୁଲ । ସେହିପରି ପିନାକୀ କହିଛନ୍ତି, 'ପୂର୍ବରୁ ବିଧାୟକଙ୍କ…

ଚିଲିକା ବିଧାୟକଙ୍କ ଗାଡ଼ି ଚଢାଇଦେବା ଘଟଣା; ଆହତଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: ବାଣପୁର ବ୍ଲକରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଚଢାଇଦେବା ଘଟଣାରେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ରବିବାର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ବରେ ରାଜ୍ୟ ସଭାପତି ସମୀର…

ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ରାଜ୍ୟର ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ୍

ଘୋଡାବେପାର ଅଭିଯୋଗ ଓ ନେତାଙ୍କ ଛକାପଞ୍ଝା ଭିତରେ ରାଜ୍ୟର ସବୁ ପଞ୍ଚାୟତ ସମିତିକୁ ନୂଆ ଅଧ୍ୟକ୍ଷ ମିଳିଛି । ନବ ନିର୍ବାଚନ ପଞ୍ଚାୟତ ସମିତି ସଭ୍ୟ ମାନେ ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି । ରାଜ୍ୟର ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଥିବା…

ଭୁବନେଶ୍ୱରରେ କ୍ୟାମ୍ପେନ ଜୋରଦାର

ଭୁବନେଶ୍ବର: ଜୋର ଧରିଲାଣି ଭୁବନେଶ୍ୱର ମହାନଗର ନିଗମ ପାଇଁ କ୍ୟାମ୍ପେନ। ବିଭିନ୍ନ ୱାର୍ଡରେ ବିଜେଡି ମେୟର ପ୍ରାର୍ଥି ସୁଲୋଚନା ଦାସ ଜୋରଦାର ପ୍ରଚାର ଚଳାଇଛନ୍ତି। ଭୁବନେଶ୍ୱରର ବିକାଶ ଜାରି ରଖିବାକୁ ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଉଛନ୍ତି। ଆଜି ୧୭ଟି ବିଭିନ୍ନ ସ୍ଥାନରେ ଅଲଗା ଅଲଗା…

ସୁସ୍ଥ ହେବା ପରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: କେନ୍ଦ୍ରାଞ୍ଚଳ ଆଇଜି

ଭୁବନେଶ୍ୱର: ସୁସ୍ଥ ହେବା ପରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ବାଣପୁରରେ ଘଟାଇଥିବା ନରସଂହାର ଘଟଣାରେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ । ଏବେ ଗୁରୁତର ଆହତ ହୋଇ ଆଇସିୟୁରେ ଅଛନ୍ତି ବିଧାୟକ ପ୍ରଶାନ୍ତ । ସୁସ୍ଥ ହେବା ପରେ ପୋଲିସ ତାଙ୍କୁ ଗିରଫ କରିବା ନେଇ…

ଚିଲିକା ବିଧାୟକ ଗାଡି ଚଢାଇଦେବା ମାମଲା; ଏଭଳି ଘଟଣା ରାଜ୍ୟରେ ପ୍ରଥମ : ଧର୍ମେନ୍ଦ୍ର ପ୍ରଧାନ

ଭିଡ ଭିତରେ ଚିଲିକା ବିଧାୟକ ଗାଡି ଚଢାଇଦେବା ମାମଲା । ଟ୍ୱିଟ କରି ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଣେ ବିଧାୟକ ଅମାନୁଷିକ ବାବେ ଗାଡି ଚଢାଇଦେବା ରାଜ୍ୟରେ ପ୍ରଥମ । ଏହି ଘଟଣାକୁ ଯେତେ କଡା ଶବ୍ଦରେ କହିଲେ ବି କମ ହେବ । ଏହି ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ…

ଚିଲିକା ବିଧାୟକ ଗାଡି ମଡାଇଦେବା ଘଟଣା; ମୋଟ ୨୪ ଆହତ: SP

ଖୋର୍ଦ୍ଧା: ଚିଲିକା ବିଧାୟକଙ୍କ ଗାଡ଼ି ଦୁର୍ଘଟଣାରେ ରକ୍ତ ରଞ୍ଜିତ ହୋଇଛି ବାଣପୁର । ଗୋଟେପଟେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଧସେଇ ପଶିଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଖବର ମୁତାବକ ବିଜେପି କର୍ମୀ ମଧ୍ୟ ବିଧାୟକଙ୍କ ଗାଡିକୁ ଚାରିପଟୁ ଘେରି ଯାଇତିଲେ । ସେହି ସମୟରେ ବିଧାୟକ…

ଚିଲିକା ବିଧାୟକଙ୍କ ଗାଡି ଚଢାଇବା ଘଟଣାକୁ ନିନ୍ଦା କଲା ବିଜେଡି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସାଧାରଣ ଲୋକଙ୍କ ଉପରେ ଗାଡ଼ି ଚଢାଇବା ଘଟଣାକୁ ବିଜେଡି ଦୃଢ଼ ଭାଷାରେ ନିନ୍ଦା କରିଛି । ପ୍ରେସମିଟ୍ କରି ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ…

ଶ୍ରୀମନ୍ଦିର ଐତିହ୍ୟ କରିଡର୍‌: ୧୫ ଦିନ ଭିତରେ ରିପୋର୍ଟ ସାର୍ବଜନୀନ କରାଯାଉ

ପୁରୀ: ପୁରୀ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱକୁ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ମନ୍ଦିର ଚାରିପଟେ ଗାତ ସୃଷ୍ଟି କରିବାକୁ ନେଇ ବିବାଦ ଦେଖାଦେଇଛି । ବିସ୍ତୃତ ଅଂଚଳରେ ଗର୍ତ ଖୋଳାଯିବା ଯୋଗୁଁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଓକିଲ ସଂଘ ଐତିହ୍ୟ କରିଡରରେ…

ଚିଲିକା ବିଧାୟକଙ୍କ ସ୍ଥାନ ଜେଲରେ: ପୃଥ୍ୱୀରାଜ

ଭୁବନେଶ୍ୱର: ଲୋକଙ୍କ ଉପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେବା ଘଟଣାରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ପୃଥ୍ୱୀରାଜ କହିଛନ୍ତି । ସେ କହିଛନ୍ତି ଯେ ଲୋକଙ୍କ ଉପରେ ରାଗ ରଖି,…