Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଚିଲିକା ବିଧାୟକ ଗାଡି ଚଢାଇବା ଘଟଣା: ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା
ଭୁବନେଶ୍ବର: ବାଣପୁର ବ୍ଲକରେ ଲୋକଙ୍କ ଉପରକୁ ଚିଲିକା ବିଧାୟକ ଗାଡି ଚଢାଇବା ଘଟଣା ଉପରେ ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର ଏହି ଘଟଣାକୁ କଡା ନିନ୍ଦା କରିବା ସହ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଗଣତନ୍ତ୍ରରେ ଏଭଳି ହିଂସାତ୍ମକ କାର୍ଯ୍ୟ!-->…
ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଥାନାରେ ୪ଟି ମାମଲା ରୁଜୁ: ଡିସିପି
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଲକ୍ଷ୍ମୀନଗର ଥାନାରେ ୪ଟି ମାମଲା ରୁଜୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଆକ୍ରମଣରେ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ବୟାନ ରେକର୍ଡ କରାଯାଇଛି ।!-->…
ଲୋକଙ୍କ ଉପରକୁ ଗାଡ଼ି ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ, ଦୋଷୀଙ୍କୁ ତୁରନ୍ତ ଗିରଫ କର- କଂଗ୍ରେସ
ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କ ଅନିୟନ୍ତ୍ରିତ ବେଗର ଗାଡ଼ି ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ , ତେବେ ତାହା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ ବୋଲି କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି!-->…
ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ
ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ମଡ଼ାଇବା ଘଟଣା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଲୋକଙ୍କ ଆକ୍ରମଣରେ ବିଧାୟକ ଆହତ ମଧ୍ୟ ହୋଇଛନ୍ତି । ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆଜି ବାଣପୁର ବ୍ଲକ!-->…
ହିଞ୍ଜିଳି, ଶେରଗଡର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ!-->…
ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ !
ଯାଜପୁର: ନାଏବ ସରପଞ୍ଚ ନିର୍ବାଚନକୁ କେନ୍ଦ୍ର କରି ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ। ଯାଜପୁର ବ୍ଲକ ପଣସା ପଂଚାୟତର ୧୨ନମ୍ବର ୱାର୍ଡ ସଭ୍ୟ ମନୋଜ ରାଉତଙ୍କୁ ପଂଚାୟତର କେତେକ ଦୁର୍ବୃତ୍ତ ଆଜି ପୂର୍ବାହ୍ନରେ ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ମନୋଜଙ୍କ ପତ୍ନୀ ସସ୍ମିତା।
ସେ!-->!-->!-->…
୪ ରାଜ୍ୟରେ ବିଜେପି ଆଗୁଆ, ପଞ୍ଜାବରେ AAP
ନୂଆଦିଲ୍ଲୀ: ଆଜି ସକାଳ ଆଠଟାରୁ ଆରମ୍ଭ ହୋଇଯାଇଛି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା । କେଉଁ ରାଜ୍ୟରେ ରହିବ କାହାର ସତ୍ତା । ଏହା ମଧ୍ୟରେ କିଛି ରାଜ୍ୟରେ ଭୋଟ ବ୍ୟବଧାନ ଆଗ ପଛ ହେବାରେ ଲାଗିଛି । ସନ୍ଧ୍ୟା ୫ଟା ମଧ୍ୟରେ ନିର୍ଣ୍ଣାୟକ ଫଳାଫଳ ନଆସିବା ପର୍ଯ୍ୟନ୍ତ!-->…
୩ ମେୟର ପ୍ରାର୍ଥୀ କୋଟିପତି: ସୁଲୋଚନା ସବୁଠୁ ଧନୀ
ଭୁବନେଶ୍ବର: ପ୍ରାର୍ଥିପତ୍ର ଦାଖଲ କରିଥିବା ୧୨ ଜଣ ମେୟର ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ସୁଲୋଚନା ଦାସ ସବୁଠୁ ଧନୀ। ପ୍ରାର୍ଥିପତ୍ରରେ ଦାଖଲ ହୋଇଥିବା ସତ୍ୟପାଠରେ ଏହା ଜଣାପଡ଼ିଛି। ତାଙ୍କର ସମ୍ପତ୍ତି ହେଉଛି ୧ କୋଟି ୮୨ ଲକ୍ଷ ୬୦ ହଜାର ୩୩୮। ଏଥିରେ ତାଙ୍କର ୨୬ ଲକ୍ଷ ୩୨ ହଜାର ୮୧୬!-->…
ପୁଣି ଦେଶରେ ଟପ୍ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ୨୪ ବର୍ଷ ଧରି କ୍ଷମତାରେ ଥିଲେ ବି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ମଳିନ ପଡିନି । ପୂର୍ବାପେକ୍ଷା ବଢିଛି ଅଧିକ ଆଦର ଓ ସାଉଁଟୁଛନ୍ତି ପ୍ରଶଂସା । ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟରେ କାର୍ଡ ଏହାକୁ ପୁଣିଥରେ ପ୍ରମାଣିତ କରିଛି ।ଗତ ବର୍ଷ ସ୍କଚ୍!-->…
ଶାସକ ବିଜେଡି ପାଇଁ ସମିତି ସଭ୍ୟ ଯୋଗାଡ ନକରୁ ପୋଲିସ : ଡ.ଲେଖାଶ୍ରୀ
ଭୁବନେଶ୍ବର: ସରିଛି ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ । ବର୍ତମାନ ବିଜେଡି କର୍ମୀଙ୍କ ଜନ ସମର୍ଥନର ବାହାସ୍ଫୋଟ ମାରିବା ସହିତ ପ୍ରକୃତ ଗୁଣ୍ଡାଗିରିର ଚିତ୍ର ସାମ୍ନାକୁ ଆସିଛି । ବିଜେଡିର ଗୁଣ୍ଡା ଓ ନେତାମାନଙ୍କ ଦ୍ୱାରା ବିଜେପି ସମର୍ôଥତ ବିଜୟୀ ସମିତି ସଭ୍ୟ ସଦସ୍ୟମାନଙ୍କ ଉପରେ ମିଛ ଆରୋପ!-->…