Browsing Category

ରାଜନୀତି

ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପି ମେୟର ପ୍ରାର୍ଥୀ ହେଲେ ସବିତା ସୁଆର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ମେୟର ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ସବିତା ସୁଆର ହେଲେ ବିଜେପିର ମେୟର ପ୍ରାର୍ଥୀ । ପୂର୍ବରୁ ସଂଘମିତ୍ରା ଦଳାଇଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ତେବେ ଏଯାଏଁ ବ୍ରହ୍ମପୁର ମହାନଗର ନିଗମ ପାଇଁ ପ୍ରାର୍ଥୀ…

କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତାଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ । ମହାନଗର ନିଗମ ଠାରୁ ପୌର ପରିଷଦ ଓ ଏନଏସି ସବୁଠି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଚାଲିଛି । ନାମାଙ୍କନ ଦାଖଲର ସମୟ ସରିଆସୁଥିବାବେଳେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି…

ଅଭିନେତା ଶ୍ରୀତମ ଦାସ ହେଲେ ବିଜେପିର କଟକ ମେୟର ପ୍ରାର୍ଥୀ

କଟକ: ବିଜେପିର କଟକ ମହାନଗର ନିଗମ(ସିଏମସି) ମେୟର ପ୍ରାର୍ଥୀଙ୍କୁ ନେଇ ଜାରି ରହିଥିବା ଆକଳନ ଏକ ପ୍ରକାର ଭିନ୍ନ ହୋଇଛି। ଆଜି ବିଜେପି ସିଏମସି ମେୟର ପ୍ରାର୍ଥୀ ଘୋଷଣା କରିଛି। ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। କଟକରୁ…

ସରୋଜିନୀ ଖୁଣ୍ଟିଆଙ୍କୁ ମେୟର ପ୍ରାର୍ଥୀନୀ ଘୋଷଣା କଲା ଆପ୍

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଭୁବନେଶ୍ୱର ପାଇଁ କଂଗ୍ରେସ ଓ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ ଆଜି ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଭୁବନେଶ୍ୱର ପାଇଁ…

୩ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା BJD

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ୩ ଟି ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ହୋଇଛନ୍ତି ମେୟର ପ୍ରାର୍ଥୀ । ଏହା ସହ କଟକ ପାଇଁ ସାଂସଦ…

ସିଏମ୍‌ସି ନିର୍ବାଚନ: ପ୍ରଥମ କିନ୍ନର୍‌ ଭାବେ ଫର୍ମ କିଣିଲେ ତନୁଶ୍ରୀ

କଟକ: ସମାଜରେ ନିଜର ହକ୍‌ ଜାହିର୍‌ କରିବା ପାଇଁ ପୌର ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ତନୁଶ୍ରୀ କିନ୍ନର । କେବଳ ନିଜ କିନ୍ନର ସମାଜ ପାଇଁ ନୁହଁ ବରଂ ସମସ୍ତ କଟକବାସୀଙ୍କ ଦୁଃଖସୁଖର ସାଥୀହେବାକୁ ଲକ୍ଷ୍ୟ ରଖିଛନ୍ତି ତନୁଶ୍ରୀ । ଆଜି ସେ ସହିଦ୍‌ ଭବନ ଆସି…

ଖୁବଶୀଘ୍ର ମେୟର ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେଡି

ଭୁବନେଶ୍ବର: ଆସନ୍ତା ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ତାଲିକା ଘୋଷଣା କରିବାକୁ ଯାଉଛି ଶାସକ ଦଳ ବିଜେଡ଼ି । ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ପାଇଁ ମେୟର ତାଲିକା ଘୋଷଣା କରିବା ଦଳ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଘୋଷଣା କରିବେ ପ୍ରାର୍ଥୀଙ୍କ ନାମ । ଏ ନେଇ ସୂଚନା…

BMC ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ। ଏ ନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ ଯୁବ ଉଦ୍ୟୋଗୀ,…

ବିଜେଡିରୁ ଅନୁଗୁଳର କ୍ଷିରୋଦ ବଘାର ନିଲମ୍ବିତ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟରେ ବାଜିମାର କରିଛି ବିଜେଡି । ଏହାରି ମଧ୍ୟରେ ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖବର ଅନୁସାରେ, ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅନୁଗୁଳର କ୍ଷିରୋଦ ବଘାର । ଦଳ ବିରୋଧୀ କାମ…

ବିଏମ୍‌ସି ନିର୍ବାଚନ ପାଇଁ ୪ କର୍ପୋରେଟର ଆଶାୟୀଙ୍କ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି ୪ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ଗତକାଲି ମେୟର ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ ୩ ଜଣ ପ୍ରାର୍ଥୀ ମନୋନୟନ ପତ୍ର…