Browsing Category

ରାଜନୀତି

ରାଜଧାନୀରେ ତୃତୀୟ ଥର ପାଇଁ ନବୀନ କଲେ ରୋଡ ସୋ’

ଭୁବନେଶ୍ଵର: ପୁଣି ରାଜଧାନୀରେ ପ୍ରଚାର ମୈଦାନକୁ ଓହ୍ଲାଇଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ କରିଛନ୍ତି ମେଗା ରୋଡ ସୋ’ । ନବୀନଙ୍କ ରୋଡ ସୋ’ ପାଇଁ ଜନସମୁଦ୍ର ପାଲଟିଛି ରାଜଧାନୀର ରାଜରାସ୍ତା। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଦେଖିବାକୁ ରାସ୍ତାର

କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ, କଟକ ସାଂସଦଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ

କଟକ: କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ । ବାଲିଯାତ୍ରା ପଡ଼ିଆରେ ସଭାରେ ଉପସ୍ଥିତ ଲକ୍ଷାଧିକ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ । କହିଛନ୍ତି,ବିଜେଡି ସରକାର ଲୋକଙ୍କୁ

ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ: ପାଣ୍ଡିଆନ୍

ନୟାଗଡ଼:ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିଛନ୍ତି । ନୟାଗଡ଼ରେ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ବି.ଏସ୍‍.କେ.ୱାଇ, ମିଶନଶଶକ୍ତି, ୫ଟି ସ୍କୁଲ

‘ଅପରାଜିତା ଯେଉଁ କାମ କରିଛନ୍ତି ତାହ ସରପଞ୍ଚ ସ୍ତରର କାମ’ : ପାଣ୍ଡିଆନ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି । ହେବାଳି ପଡ଼ିଆରେ ଆଜି ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ

ଚମ୍ପୁଆରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଅରୁଣ ଗୋଭିଲ

କେଉଁଝର : ଚମ୍ପୁଆରେ ଶ୍ରୀରାମ । ବିଜେପି ପାଇଁ ପ୍ରଚାର କରିଛନ୍ତି ଟିଭି ଧାରାବାହିକ ରାମାୟଣର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ସଭାକୁ ସମ୍ବୋଧନ କରିଥିଲେ । ପ୍ରଶଂସକମାନେ ତାଙ୍କୁ ଫୁଲ ମାଳ ଦେବା ସହ ପାଦ

‘ବିରୋଧୀ କେବେହେଲେ ବିକାଶ ଚାହାନ୍ତି ନାହିଁ’ : ପାଣ୍ଡିଆନ

ନୟାଗଡ଼: ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରୁ ନିବେଦନ କଲେ ପାଣ୍ଡିଆନ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧୀ

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ରତ୍ନଭଣ୍ଡାର ଚାବି ହଜିଗଲା ନବୀନ ବାବୁ କାହିଁକି ଚୁପ୍ ଅଛନ୍ତି । ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା? । ସର୍ଟ ଭିଡିଓରେ ନିଜେ କହୁଛନ୍ତି ନା ଏହା ଏଆଇ ମାଧ୍ୟମରେ କରାଯାଉଛି ।

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ, ୨୫ରେ ଆସିବେ ଶାହ

ଭୁବନେଶ୍ୱର : ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଜନସଭାରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜୟପାଲ ସିଂ ତୋମାରଙ୍କ ସୂଚନା ଦେଇଛନ୍ତି । ଗତ ୨୦ ତାରିଖରେ

ଓଡ଼ିଶାରେ ଶାସନ ନାହିଁ, ନବୀନ ବାବୁ ନଜରବନ୍ଦୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ସମ୍ବଲପୁର: ଆଜି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସମ୍ବଲପୁରରେ ବିଜେପି ପାଇଁ ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଭୂତପଡ଼ା ଠାରୁ ସୁନାପାଲୀ ଯାଏ କରୁଛନ୍ତି ରୋଡ୍ ସୋ। ସେ ରୋଡ୍ ସୋ’ ବେଳେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ଗିରିରାଜ ସିଂହ କହିଛନ୍ତି, ଓଡ଼ିଶାରେ

ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଭୁବନେଶ୍ବର: ବିଜେଡିକୁ ପୁଣି ଆଉ ଏକ ଶକ୍ତ ଝଟକା । ପୁଣି ଦଳରୁ ଇସ୍ତଫା ଦେଲେ ଆଉ ଜଣେ ଟାଣୁଆ ବିଧାୟକ । ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ଦେଇ ଦଳ ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଭିଡିଓ ବାର୍ତ୍ତାରେ ଦେଲେ ସୂଚନା । ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ