Browsing Category

ରାଜନୀତି

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ରୁଜୁ ହୋଇଛି ମାମଲା । ସଦର ତହସିଲଦାରଙ୍କ ପକ୍ଷରୁ ଦାୟରକ ରାଯାଇଥିବା ଏତଲା ଆଧାରରେ ଶ୍ରୀ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ତହସିଲଦାରଙ୍କ ଦୁର୍ବ୍ୟବହାର କରିବା ଅଭିଯୋଗରେ ରୁଜୁ ହୋଇଛି ମାମଲା । କ୍ଷେତ୍ରରାଜପୁର…

ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗ, କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି

ଭୁବନେଶ୍ୱର: ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କେନ୍ଦ୍ରକୁ ୨ଟି ଚିଠି ଲେଖିଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁଙ୍କୁ ପାତ୍ର ଚିଠି ଲେଖିଛନ୍ତି। ୧୮ ସେପ୍ଟେମ୍ବର ୨୦୧୮ରେ ବିଧାନସଭା ସଂକଳ୍ପ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ରକୁ ଅବଗତ କରାଯାଇଥିଲା…

ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ଭୋଟ ପାଇଁ ଛୁଟି ଘୋଷଣା

ଭୁବନେଶ୍ୱର: ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶ୍ରମ ଆୟୋଗ । ଉଭୟ ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ମତଦାନ ଦିନ…

ନିର୍ବାଚନ ପ୍ରଚାର ଅଭିଯୋଗରେ ସରକାରୀ ସ୍କୁଲ ଶିକ୍ଷକ ନିଲମ୍ୱିତ

ବଲାଙ୍ଗିର: ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨ ଟି ଅଭିଯୋଗ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗିର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପୁଇଁତଳା ବ୍ଲକ୍ ଅଚଂଳରେ ସରକାରୀ ସ୍କୁଲ ଶିକ୍ଷକଙ୍କ ପ୍ରଚାର ଅଭିଯୋଗ ଘଟଣାରେ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୧ ଜିଲ୍ଲାକୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ସୋମବାର ୧୧ ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ ମଙ୍ଗଳବାର ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । ୧୬ ତାରିଖ ଦିନ ସକାଳ ୭ରୁ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ଭୋଟରମାନେ କିପରି ଭୋଟ୍…

ବାଲାଟରେ ଏକାଧିକ ମୋହର ବାଜିଥିଲେ କ’ଣ ହେବ, ସେନେଇ ସ୍ପଷ୍ଟୀକରଣ

ଭୁବନେଶ୍ୱର: ବୈଧ ଭୋଟ ସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ଚିଠି କରିଛନ୍ତି । କେଉଁଭଳି ସ୍ଥିତିରେ ଭୋଟ ବୈଧ ଘୋଷଣା ହେବ, ସେନେଇ ସ୍ପଷ୍ଟୀକରଣ କରିଛନ୍ତି । ପ୍ରତିଦ୍ୱନ୍ଦିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ବାଜିଥିଲେ ଅବୈଧ ଘୋଷଣା ହେବ । ପ୍ରତିଦ୍ୱନ୍ଦିତା…

ରାଜନୈତିକ ବିବାଦ ନେଲା ଚରମ ରୂପ : ୩0 ଲକ୍ଷ ଟଙ୍କା ର ଜାଲ ପୋଡି ୧00 ପରିବାର ର ପେଟ କୁ ଲାତ…

ଚିକିଟି-ଚିକିଟି ବ୍ଲକ ମାରାଇନ ଥାନା ସୁନପୁର ପଞ୍ଚାୟତ ପାଟି ସୁନପୁର ରେ ଶନିବାର ରାତ୍ର ଦୁର୍ବୁର୍ଟ ଗ୍ରାମ ର 100 ପରିବାର ର ମାଛ ଧରା ଜାଲ କୁ ପେଟ୍ରୋଲ ପକେଇ ଜାଳି ଦେଇଛନ୍ତି।ଦେଖଣାହାରି ଙ୍କୁ ପ୍ରତିବାଦ କରିବାରୁ ଜୀବନ ରେ ମାରିଦେବା ଧମକ ସହିତ ରାଜନୈତିକ ସମର୍ଥନ ନ କଲେ ପରିସ୍ଥିତି…

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଜୋରଦାର ପ୍ରଚାର

ଭଦ୍ରକ: ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଭୋଟ । ଭଦ୍ରକ ଜ଼ିଲ୍ଲାର ଭଦ୍ରକ ଓ ବନ୍ତ ଦୁଇଟି ବ୍ଲକରେ ଭୋଟ ଗ୍ରହଣ କରାଯିବ । ଶେଷ ମୁହୂର୍ତ୍ତରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ମାନଙ୍କ ଚାଲିଛି ଜୋରଦାର ପ୍ରୟାସ । ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବା…

ପ୍ରମିଳା ମଲ୍ଲିକଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ପ୍ରମିଳା ମଲ୍ଲିକଙ୍କ ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ପ୍ରଚାର କରିବାରୁ ପ୍ରମିଳାଙ୍କୁ ବାରଣ କରିଛନ୍ତି କମିଶନ । ଆସନ୍ତାକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ପ୍ରଚାର କରିବାକୁ ବାରଣ…

ପଞ୍ଚାୟତ ନିର୍ବାଚନ : ବାଲାଟ୍ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ଲାଗିବ ସିସିଟିଭି

ଭୁବନେଶ୍ୱର : ଷ୍ଟ୍ରଙ୍ଗରୁମ୍‌କୁ ବାଲାଟ୍ ବକ୍ସ ଆସିବାର ଗୋଟିଏ ଦିନ ପୂର୍ବରୁ ସିସିଟିଭି ଲାଗିବ । ଭୋଟଗଣତି, ନିର୍ବାଚନ ଫଳ ଘୋଷଣା ଶେଷ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ । ଷ୍ଟ୍ରଙ୍ଗରୁମ୍ ବାହାରେ ଦ୍ଵିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ କାର୍ଯ୍ୟ କରିବ । ମତଗଣନା ନିମନ୍ତେ…