Browsing Category

ରାଜନୀତି

୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ(ଏସଇସି) । ୧୦ ତାରିଖ ଦିନ ସକାଳ ୧୧ଟା ୩୦ ମିନିଟ୍ ରେ ଗୀତ ଗୋବିନ୍ଦ ସଭାଗୃହରେ ବୈଠକ ଅନୁଷ୍ଠିତ ହେବ । ପୌର ପରିଷଦ/ନିଗମ ଗୁଡ଼ିକର ନିର୍ବାଚନ ଅବାଧ ଓ ନିରପେକ୍ଷ ପାଇଁ ଏହି ବୈଠକ କରାଯିବ । ସର୍ବଦଳୀୟ…

ଅନୁଦାନ ଅର୍ଥର ସଠିକ ଢଙ୍ଗରେ ଉପଯୋଗ ହେଲେ ରାଜ୍ୟର ବିକାଶ ହୋଇପାରିବ : ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ରାଜ୍ୟକୁ ମିଳିଥିବା ଅନୁଦାନ ଅର୍ଥର ସଠିକ ଢଙ୍ଗରେ ଉପଯୋଗ ହେଲେ ରାଜ୍ୟର ବିକାଶ ହୋଇପାରିବ। କେନ୍ଦ୍ର ସରକାରଙ୍କ 'ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଏବଂ…

ଚାଷୀଙ୍କ ପ୍ରତି ପ୍ରତାରଣା କରୁଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ୱର: ଧାନ କିଣାରେ ରାଜ୍ୟ ସରକାରଙ୍କ ଚାଷୀଙ୍କ ପ୍ରତି ଚରମ ପ୍ରତାରଣା ଅଭିଯୋଗ କଲା କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦେଶ କଂଗ୍ରେସ କିଷାନ ସେଲ୍‌ ସଭାପତି ଅମୀୟ ପଟ୍ଟନାୟକ। ସେ କହିଛନ୍ତି ଯେ, ସାରା ରାଜ୍ୟରେ ହଜାର ହଜାର କୁଇଣ୍ଟାଲ ଧାନ…

ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ କର୍ପୋରେଟର ଓ ତାଙ୍କ ସ୍ୱାମୀ

କଟକ: ବସ୍ତି ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଫ୍ଲାଟ ହଡପ କରି ବିକ୍ରି କରିବା ପଡିଲା ମହଙ୍ଗା । ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ରାଜା କରଣ । ରଞ୍ଜିତାଙ୍କ ସହ ଅଭିଯୁକ୍ତ ରାଜାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କଲା ବିଜେଡି ।…

ଉତ୍ତରପ୍ରଦେଶରେ ୪୦୦ ଆସନ ଜିତିବୁ, ବିଜେପି କିଛି ପାଇବନି : ଅଖିଳେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଅଳ୍ପ କିଛି ଦିନ ବାକି ରହିଥିବାବେଳେ ରାଜ୍ୟରେ ରାଜନୈତିକ ପ୍ରଚାର ଚରମରେ ପହଞ୍ଚିଛି । ଆଜି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ବିଜେପି ଓ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଜନଆକ୍ରୋଶ…

ଦଳବିରୋଧୀ କାର୍ଯ୍ୟ ପାଇଁ ୧୯ ଜଣଙ୍କୁ ବହିଷ୍କାର କଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ୧୯ ଜଣ ବିଜେପି କର୍ମୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏହି କର୍ମୀମାନେ ଦଳବିରୋଧୀ ଓ ଦଳୀୟ ଅନୁଶାସନ ଭଙ୍ଗ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏମାନଙ୍କୁ…

ଅର୍ଥ ମନ୍ତ୍ରୀଙ୍କ ‘ୟୁପି ଟାଇପ୍’ ବିବୃତ୍ତି ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା : କହିଲେ ଏହା ୟୁପିର ଲୋକଙ୍କ…

ଲକ୍ଷ୍ନୌ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ‘ୟୁପି ଟାଇପ’ ବିବୃତ୍ତି ଉପରେ ରାଜନୈତିକ ସଂଘର୍ଷ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ କଂଗ୍ରେସ ଏହାକୁ ଏକ ପ୍ରସଙ୍ଗ କରିବା ଆରମ୍ଭ କରିଛି। ଏହି ବିବୃତ୍ତି ପାଇଁ କଂଗ୍ରେସ ବର୍ତ୍ତମାନ ଅର୍ଥମନ୍ତ୍ରୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛି। …

ଅଖିଳେଶଙ୍କ ବିରୋଧରେ ପ୍ରାର୍ଥୀ ଦେବ ନାହିଁ କଂଗ୍ରେସ, ଗାନ୍ଧୀ ଏବଂ ମୁଲାୟମ ପରିବାରର ମଧ୍ୟରେ ଏହି ସମ୍ପର୍କ…

ଲକ୍ଷ୍ନୌ: ଯେଉଁଠାରେ ରାଜନୀତି ଦଳଗୁଡିକ ପ୍ରତ୍ୟେକ ଆସନ ପାଇଁ ବାଜି ଲଗାଉଛନ୍ତି। କିନ୍ତୁ ଉତ୍ତରପ୍ରଦେଶରେ ମୁଲାୟମ ଏବଂ ଗାନ୍ଧୀ ପରିବାର ମଧ୍ୟରେ ବର୍ଷ ବର୍ଷ ଧରି ନିଜର ରାଜନୈତିକ ବନ୍ଧୁତା ଜାରି ରଖିଛନ୍ତି। ଆଜି କଂଗ୍ରେସ କରହଲ ଆସନରୁ ନିଜ ପ୍ରାର୍ଥୀ ଜ୍ଞାନବତୀ ଯାଦବଙ୍କୁ ନିର୍ବାଚନ…