Browsing Category

ରାଜନୀତି

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟ ମତଦାନ ସରିଯାଇଛି | ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବ | ଆଉ ଏହାରି ଭିତରେ ରାଜ୍ୟ ବିଜେପିର କାର୍ଯ୍ୟାଳୟରେ ପହଂଚି ଦଳର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର

ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ

ସମ୍ବଲପୁର: କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କଲେ ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି ପାଣ୍ଡିଆନ । ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ ବୋଲି

ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ

କେନ୍ଦୁଝର: ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର । କୁମ୍ଭୀର କାନ୍ଦଣା ଏଠାରେ ଚଳିବନି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଆନନ୍ଦପୁରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବିରୋଧିଙ୍କ ଉପରେ

ଭୁବନେଶ୍ୱର ସାଂସଦଙ୍କୁ ବିଜେଡିର ଜୋରଦାର ଟାର୍ଗେଟ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦଙ୍କୁ ବିଜେଡିର ଜୋରଦାର ଟାର୍ଗେଟ । ରବିବାର ପ୍ରେସମିଟ୍ କରି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ପ୍ରଥମେ ବିଜେଡି ଉପରେ ବର୍ଷିବା ପରେ, ଏହାର ପ୍ରତି ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର । ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଚଳିତ

ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ, ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ଵର: ଆସନ୍ତାକାଲି ପୁଣି ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ । ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମେଗା ରୋଡ ସୋ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ପୁଣିଥରେ ଭୁବନେଶ୍ୱରରେ ରୋଡ ସୋ’ କରିବେ ନବୀନ । ପୁନମା ଗେଟରୁ ଆରମ୍ଭ ହେବ ରୋଡ ଶୋ’ । ଏକାମ୍ର ଛକ

‘ଓଡ଼ିଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ବର: ‘ଓଡିଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ନବୀନ ଓ ତାଙ୍କ ଗୁମାସ୍ତା । ସତର୍କ ହେଇଯାଆନ୍ତୁ, ବିଜେପି ସରକାର ଆସୁଛି ।’ ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । କହିଲେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ

ବିକଶିତ ଦେଶ ଗଠନ ମୁଖ୍ୟ ଉଦ୍ଦେଶ୍ୟ, ଏଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାନ୍ତୁ: ରାଜନାଥ ସିଂହ

ରେଢ଼ାଖୋଲ: ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରେନାହିଁ, ବିକଶିତ ଦେଶ ଗଠନ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାନ୍ତୁ। ଏଭଳି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ସଭାରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର

ପାଣ୍ଡିଆନ ତାଙ୍କ ସୀମା ଭିତରେ ରୁହନ୍ତୁ: ଅପରାଜିତା

ଭୁବନେଶ୍ୱର: ଆଜି କେନ୍ଦୁଝରରେ ଉଭୟ ରାଜ୍ୟ ଓ କେନ୍ଦ୍ର ନେତାଙ୍କ ପ୍ରଚାର ଜୋରଦାର ଚାଲିଛି। ଚଳଚଞ୍ଚଳ ରାଜନୀତି। ଉଭୟ ଦଳ ଉଭୟଙ୍କୁ ଟାର୍ଗେଟ୍ କରି ଜନତାଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ଏହାରି ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି

ଆସନ୍ତାକାଲି ଶ୍ରୀମନ୍ଦିରରେ ଦର୍ଶନ ପରେ ରୋଡ ସୋ କରିବେ ମୋଦି, ନିୟୋଜିତ ହେବେ ୬୩ ପ୍ଲାଟୁନ୍ ଫୋର୍ସ

ପୁରୀ : ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ପୁରୀରେ ରୋଡ ସୋ କରିବେ ମୋଦି । ସକାଳ ୬ଟା ୩୦ରୁ ୭ଟା ମଧ୍ୟରେ ହେଲିପ୍ୟାଡରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ୬୩ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ମୋଦିଙ୍କ ପୁରୀ ଗସ୍ତ କୁ ନେଇ ଆଜି କାରକେଡ଼ ରିହଲସଲ କରାଯାଇଛି

ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ଆଜି ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର : ବିଜେପିରେ ମିଶିଲେ ସମୀର ରଞ୍ଜନ ଦାଶ । ସକାଳୁ ସକାଳୁ ବିଜେଡି ଛାଡିଥିଲେ ସମୀର ଦାଶ । ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ ଇସ୍ତଫା ପତ୍ର । ଟିକେଟ ନମିଳିବା ନେଇ ଥିଲେ ଅସନ୍ତୁଷ୍ଟ । ଦଳ ଛାଡିବାର କାରଣ କହିବା ସହ ସୋସିଆଲ ମିଡିଆରେ