Browsing Category

ରାଜନୀତି

ହଳଦୀ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଭଲରିଂ ଫଣ୍ଡ ମାଧ୍ୟମରେ କୋଟିକୋଟି ଟଙ୍କା ସହାୟତା ଦେଉଛନ୍ତି: ପାଣ୍ଡିଆନ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଫୁଲବାଣୀ ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ଉଦବୋଧନ କରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରେ ଉକ୍ତ ସଭାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ତଥା

ଭୋଟରଙ୍କୁ ଧମକାଉଛନ୍ତି ଅତାବିରା ବିଧାୟିକା: ବିଜେପି

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି। ଭୋଟରଙ୍କୁ ଧମକାଉଛନ୍ତି ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ । ଆପଣମାନେ ଯାହାକୁ ଭୋଟ ଦେବେ ତାହା ଆମେ ଜାଣିପାରିବୁ। ଭୋଟ ନ ଦେଲେ ମିଳିବନି କୌଣସି ସରକାରୀ ସୁବିଧା। ନିର୍ବାଚନୀ ପ୍ରଚାର

ପ୍ରାର୍ଥୀପତ୍ର ଦାଖଲ କଲେ କୋରାଇର ବିଜେଡି ବିଧାୟିକା ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ

ଯାଜପୁର: ନାମାଙ୍କନ ଭରିଲେ ସଂଧ୍ୟାରାଣୀ ଦାସ । ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀନୀ ସଂଧ୍ୟାରାଣୀ ଦାସ । ଏହା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା କରି ନିଜର ହଜାର ହଜାର ସମର୍ଥକଙ୍କ ସହ

ବ୍ରହ୍ମପୁର, ଆସିକା ଓ କନ୍ଧମାଳ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‍ ପ୍ରଚାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ

ପୁରୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ: ବିଜେପିର ସିଦ୍ଧାନ୍ତ- ଯାହା କହିବୁ, ତାକୁ କରି ଦେଖାଇବୁ

ପୁରୀ: ପୁରୀରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଆୟୋଜିତ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିଛନ୍ତି ଗଡକାରୀ । ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ଗଡକାରୀ । ଏହାପରେ

ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ

ଭଦ୍ରକ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଚାଲିଛି ନାମାଙ୍କନ ଦାଖଲ ପର୍ବ । ଏହି ଅବସରରେ ଆଜି ନାମାଙ୍କନ ଭରିଛନ୍ତି ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ଅସିତ୍ ପଟ୍ଟନାୟକ । ନଜର ହଜାର ହଜାର ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ମନୋଜ ପାତ୍ର ଙ୍କ ନିକଟରେ

ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜାଙ୍କ ପ୍ରଶ୍ନ; ମୋ ଉପରେ ଅତ୍ୟାଚାର ହୋଇଛି ଜାଣି ବି ସେ ପରିବାରଙ୍କୁ ଟିକେଟ କେମିତି ଦେଲେ ?

ଭୁବନେଶ୍ବର: ନବୀନ ବାବୁ କହୁଛନ୍ତି, ସେ ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି । ସେ ପରିବାର ମୋ ସହ ଅତ୍ୟାଚାର କରିଛି । ସେ ଏହା ଜାଣି ବି ଟିକେଟ ଦେଲେ କେମିତି? ଏମିତି କିଛି କହି ନିଜ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ନେତା ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ, ୨ ଟାରୁ ବନ୍ଦ ରହିବ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର

ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ ସୋ’ । ଏଥିପାଇଁ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଡାକିଛନ୍ତି ସାମ୍ବାଦିକ ସମ୍ମିଳନୀ । ଏହା ସହ ହୋଇଛି ପୋଲିସ ଅଧିକାରୀଙ୍କ ସହ ବୈଠକରେ କଟକ –

ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି : ହିମନ୍ତ ବିଶ୍ୱଶର୍ମା

ମାଲକାନଗିରି: ‘ନବୀନ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ନବୀନ ବାବୁ ଯାହା ଦେବାକଥା, କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି’ । କାଲିମେଳାରେ ଜନସଭାରେ କିଛି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଓଡିଶାରେ ଜନସଭାକୁ ସମ୍ବୋଧନ ଦେଉଛନ୍ତି ଆସାମ

ନାମାଙ୍କନ ଦାଖଲ କଲେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ

ସାଲେପୁର: ପ୍ରାର୍ଥୀପତ୍ର ଦାଖଲ କଲେ ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ଏକ ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ ।