Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା
ଭୁବନେଶ୍ବର: ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନେତା ମାନଙ୍କର ଦଳଡିଆଁ ପର୍ବ ସେତିକି ଅଧିକ ଚାଲୁଛି । କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି । ଏହି ପ୍ରରିପେକ୍ଷିରେ ଆଜି ପୁଣି ଜଣେ ବରିଷ୍ଠ ନେତା ହାତ ଛାଡିଛନ୍ତି ।
କଂଗ୍ରେସରୁ!-->!-->!-->…
ସାଂସଦ ନଥାଇ ବି ୫ବର୍ଷର ରିପୋର୍ଟ କାର୍ଡ ଜାରି କଲେ ସମ୍ବିତ ପାତ୍ର
ସାଂସଦ ନହୋଇ ମଧ୍ୟ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଗତ ୫ବର୍ଷ ଧରି ଯାହା କାର୍ଯ୍ୟ କରିଛନ୍ତି ତା’ର ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର । ଗତ ସାଧାରଣ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି!-->…
ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନାମରେ ଅଭିଯୋଗ ଆଣିଲା ବିଜେଡି
ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଦର୍ଶ ଆଚରଣବିଧି ଲାଗିଥିବା ସମୟରେ ବାଲେଶ୍ୱର ଭୋଗରାଇ ଅଂଚଳରେ ସୋଲାର ଲାଇଟ ଲଗାଉଥିଲେ ସାଂସଦ । ଏନେଇ ବିଜେଡିର ଏକ ଟିମ୍ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଅଭିଯୋଗ!-->!-->!-->…
ବିଜେଡିର ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲୋକ ମହାପାତ୍ର
ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ବଢୁଛି ରାଜନୈତିକ ବାକଯୁଦ୍ଧ । ପ୍ରାର୍ଥୀ ଚୟନକୁ ନେଇ ପୁଣି ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । କହିଛି,୧୪୭ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପାଉନି । ଏମିତିକି ୮୦ ସିଟରେ ବି ପ୍ରାର୍ଥୀ ନାହାନ୍ତି । ଯେଉଁଥିପାଇଁ ବିଜେପି!-->…
ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁଙ୍କ ୟୁ ଟର୍ଣ୍ଣ
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁଙ୍କ ୟୁ ଟର୍ଣ୍ଣ । ପୂର୍ବରୁ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ । କହିଛନ୍ତି, ସେଦିନ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସ୍ଵାଧୀନ ଭାବେ ଲଢ଼ିବି ବୋଲି କହିଥିଲି । ଏହାକୁ ମୁଁ ପ୍ରତ୍ୟାହାର କରୁଛି । ବାଲେଶ୍ଵର ଲୋକସଭା ଆସନ!-->…
ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ
ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଆଜି ଏ ନେଇ ନିଜେ ସନ୍ଧ୍ୟାବତୀ ସୂଚନା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ କହିଛନ୍ତି, ନବୀନ!-->…
ବିଜେପିରେ ମିଶିଲେ ଅନୁଭବ ମହାନ୍ତି
ଭୁବନେଶ୍ୱର: ପଦ୍ମ ଧରିଲେ ଅନୁଭବ ମହାନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ତେବେ ସେ ପୂର୍ବରୁ କିଛି ଦିନ ହେବ ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ବେଳେ ଶେଷରେ ୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ!-->…
ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି
ପୁରୀ: ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ଲଢିବା ନେଇ ଦାବି ହୋଇଛି । ଏନେଇ ଆଜି ଶତାଧିକ ପୁରୀଵାସୀ ତାଙ୍କ ବାସଭବନ ଆଗରେ ପ୍ଲାକାର୍ଡ ଧରି ଅନୁରୋଧ କରିଛନ୍ତି । ପୁରୀ ସହରର ବିଭିନ୍ନ ସମସ୍ୟାରେ ପ୍ରିୟଦର୍ଶନ ପଟ୍ଟନାୟକ ସବୁବେଳେ ସ୍ୱର!-->…
ଅନେକ ସମୟରେ ନୂଆ ବ୍ୟାଟ୍ସମ୍ୟାନ୍ ମଧ୍ୟ ପୁରୁଣା ବୋଲରଙ୍କୁ ଛକା ଓ ଚୌକା ମାରି ଦେଉଛନ୍ତି: ସଂତୃପ୍ତ ମିଶ୍ର
କଟକ: ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଆଜି କଟକରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ସେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ନେଇ ତୁଳସୀପୁରରେ ଏକ କର୍ମୀ ସମ୍ମିଳନୀରେ ସମସ୍ତଙ୍କୁ ଏକାଠି କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ମିଳନୀ ଶେଷ!-->…
ଶକ୍ତି ପ୍ରଦର୍ଶନ କଲେ ବିଜେଡ଼ି ନେତା ଉମାକାନ୍ତ ସାମନ୍ତରାୟ
ପୁରୀ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସଦର ବ୍ଲକ୍ ଅଧିନସ୍ଥ ୧୧ ଗୋଟି ପଞ୍ଚାୟତରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବ୍ରହ୍ମଗିରି ବିଜେଡ଼ି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପାଦ!-->…