Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଶଙ୍ଖ ଧରିଲେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ
ଭୁବନେଶ୍ବର: ଦୀର୍ଘ ଦିନ ଧରି ଚର୍ଚ୍ଚାର ଅନ୍ତ ଘଟିଲା । ଶଙ୍ଖ ଧରିଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଆଜି ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ । ଭୁବନେଶ୍ୱର ମାଉସୀମାଆ ମନ୍ଦିର ଛକରୁଏକ ବିରାଟ ପଟୁଆର ଧରି ନିଜ!-->…
ଆସିକା ଲୋକସଭା ରେ କୋଦଳା ମାଟିର ଦୁଇ ଝିଅଙ୍କ ମଧ୍ୟରେ ଲଢ଼େଇ…
ବ୍ରହ୍ମପୁର: ୨୭-୩ ବହୁ ଚର୍ଚ୍ଚିତ ଆଜି ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ରଞ୍ଜିତା ସାହୁଙ୍କ ନାମ ପ୍ରାର୍ଥୀ ଭାବେ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପୂର୍ବରୁ ଅନିତା ଶୁଭ ଦର୍ଶିନୀ ଙ୍କ ନାମ ଘୋଷଣା କରିଛି। ଆସିକା ସଂସଦୀୟ କ୍ଷେତ୍ରରେ ଏବେ କୋଦଳା ମାଟିର ଦୁଇ ଝିଅଙ୍କ!-->…
କିଏ ପାଇବ ବିଜେଡି ଟିକଟ ପୋଲସରା ରୁ ଶ୍ରୀକାନ୍ତ ନା ଆରତୀ…?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏବେ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ ରହିଛି। ଶ୍ରୀକାନ୍ତ ଓ ସଂଯୁକ୍ତା ଙ୍କ ତିକ୍ତତା ର ଫାଇଦା ନେବାକୁ ସମାଜ ସେବୀରୁ ନେତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଆରତୀଙ୍କ ନା ଏବେ ଚର୍ଚ୍ଚା ରେ ରହିଛି।କୁଆଡ଼େ ଭାବ ମୂର୍ତ୍ତ କ୍ଷୁର୍ଣ୍ଣ ହେବା!-->!-->!-->…
ବିଭିନ୍ନ ପଦପଦବୀ ପାଇଁ ବିଜେଡିରେ ନୂଆ ନିଯୁକ୍ତି
ଭୁବନେଶ୍ୱର: ବିଭିନ୍ନ ଜିଲ୍ଲା ପାଇଁ ବିଜେଡିର ନୂଆ ନିଯୁକ୍ତି । ରଞ୍ଜନ କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ପବିତ୍ର ଭୁତିଆଙ୍କୁ ଦେବଗଡ଼ ବିଧାନସଭା ଆସନ ପାଇଁ ବିଧାନସଭା କ୍ଷେତ୍ର ସଂଯୋଜକ ଭାବେ ମିଳିଛି ନିଯୁକ୍ତି । ଯୋଗେଶ ଚନ୍ଦ୍ର ଭୁତାଙ୍କୁ!-->…
ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ
ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳର ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପୂର୍ଣ୍ଣଚନ୍ଦ୍ର । ୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ ପୂର୍ଣ୍ଣଚନ୍ଦ୍ର । ୨୦୧୯ରେ ବିଜେଡ଼ି!-->…
ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଆସନରେ ବିଜେପି ବିଜୟୀ ହେବ: ଅପରାଜିତା
ଭୁବନେଶ୍ୱର: ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସହମତି ପ୍ରକାଶ କରି ଆଗାମୀ ନିର୍ବାଚନରେ ବିଜେପି ବିଜୟୀ ହେବାର ସମ୍ଭାବନା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଓଡ଼ିଶାର ୨୧ଟି ଲୋକସଭା ଆସନରୁ ଦଳ ୧୫ରୁ ଅଧିକ ଆସନ ରେ ବିଜୟୀ ହେବ ବୋଲି ସେ!-->…
ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ: ପିସିସି ସଭାପତି
ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଗାମୀ ମାସରେ ଉଭୟ ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇ!-->!-->!-->…
ବିଜେଡ଼ି ଏବେ “ଡୁବତି ନୟା”….! :ପ୍ରଦୀପ ଙ୍କ ଲିଙ୍କ ରେ ଥିବା ନେତା ଓ କର୍ମୀ ଏବେ ବିଜେପି ମୁହାଁ…
ସୁଭିଧା ସ୍ଥିତି ରେ କଂଗ୍ରେସ...
ବ୍ରହ୍ମପୁର: ୨୫-୩ ଗଞ୍ଜାମ ଜିଲ୍ଲାର ଗୋଟେ ପରେ ଗୋଟେ ନେତା ବିଜେଡ଼ି ଛାଡୁଥିବା ଦେଖିବାକୁ ମିଳିଛି। ପ୍ରଦୀପ ପାଣିଗ୍ରାହୀ ବିଜେପି ରେ ମିଶିବା ପରେ କିଛି ନେତା ଅପେକ୍ଷା କରିଥିଲେ ତାଙ୍କୁ ବିଜେପି କେଉଁଠି ଥଇଥାନ କରୁଛି। ଏବେ ତାଙ୍କର ଲିଙ୍କ ରେ ଥିବା!-->!-->!-->…
ପ୍ରଦୀପ ଟିକେଟ ପାଇଲା ପରେ ବିଜେଡି ଘାଇଲା : କିଏ କରିବ ସାମ୍ନା ? ଏବେ ବିରାଟ ପ୍ରଶ୍ନବାଚୀ…??
ପ୍ରଦୀପ ବ୍ରହ୍ମପୁର ର ଲେଖା ଛିଡାଇବେ ନା ନିଜେ ଛିଣ୍ଡିଯିବେ…..!
ବ୍ରହ୍ମପୁର: ୨୫-୩ ସର୍ବ ପ୍ରଥମେ ବିଜେପି ପକ୍ଷରୁ ଓଡ଼ିଶାରେ ବିଭିନ୍ନ ସଂସଦୀୟ କ୍ଷେତ୍ରରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ର ପ୍ରାର୍ଥୀ ଘୋଷଣା ପରେ ସବୁଠାରୁ ଚର୍ଚ୍ଚା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବେ!-->!-->!-->…
ଆସିକା ଲୋକସଭା ଆସନ ରେ ବିଜେଡ଼ି ର ପ୍ରାର୍ଥୀ ଭାବେ ଅଶୋକ ନାମକୁ ନେଇ ଚର୍ଚ୍ଚା ଜୋର…!!
ଵ୍ରହ୍ମପୁର: ୨୪-୩ ଆସିକା ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ପୁଣି ଥରେ ଅନିତା ପ୍ରିୟ ଦର୍ଶନୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର,ଆସିକା, ହିଞ୍ଜିଳି କାଟୁ, ସାନଖେମୁଣ୍ଡି ଓ ସୋରଡ଼ା ବିଧାନସଭା!-->…