Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ୩ ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ୱର : ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ। ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଆଜି ସେମାନଙ୍କ ସାର୍ଟିଫିକେଟ ଦେବେ ରିଟର୍ନିଙ୍ଗି!-->…
ଫେବୃଆରୀ ୨୧ ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ
ଭୁବନେଶ୍ୱର: ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ନବୀନ ସରକାରରେ ରାଜ୍ୟର!-->…
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ
ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ସେ!-->…
ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ ଦେବା ନେଇ ରାଜ୍ଯ କଂଗ୍ରେସର ବୈଠକ
ଭୁବନେଶ୍ୱର:ଅନଲାଇନ ଆବେଦନରେ ହଜାର ହଜାର ପ୍ରାର୍ଥୀ ଆବେଦନ କରିବା ପରେ କଂଗ୍ରେସ ଏବେ କେଉଁ ଯୋଗ୍ୟ ପ୍ରାର୍ଥୀ ବାଛିବା ସେ ନେଇ ଚାଳିଛି ତନାଘନା। ରାଜ୍ୟ କଂଗ୍ରେସର ଟିକେଟ କସରତ ଆଗୁଆ ଟିକେଟ ଦେବା ପାଇଁ ସୋମବାର କଂଗ୍ରେସର ବୈଠକ ବସିଛି। ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ!-->…
ଅପରାଜିତାଙ୍କୁ ବିରୋଧ କଲେ ବିଜେପି କର୍ମୀ
ବେଗୁନିଆ: ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତା ଷଡ଼ଙ୍ଗୀଙ୍କୁ ସେତିକି ବିରୋଧ ବଢୁଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରେ ବିରୋଧର ବହ୍ନି ଆହୁରି ବଢୁଛି। ତୀବ୍ର ଅସନ୍ତୋଷ ମଧ୍ୟରେ ବାରମ୍ବାର ବିରୋଧର ସାମ୍ନା କରିବାକୁ ପଡୁଛି ସାଂସଦଙ୍କୁ। ବେଗୁନିଆ- ବୋଲଗଡ଼ରେ!-->…
ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି
ଭୁବନେଶ୍ୱର : କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ରାଜନଗର ନିର୍ବାଚନମଣ୍ଡଳୀର ହଜାର ହଜାର ସମର୍ଥକଙ୍କ ସହ ଶଂଖ ଭବନରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଭବନ ଆସି!-->…
ପୋଲସରା ନିର୍ବାଚନ ମଣ୍ଡଳୀ ଚଳ ଚଞ୍ଚଳ : ନୂଆ ମୁହଁ ର ସନ୍ଧାନ ରେ ଶାସକ ଦଳ..?
ଭୁବନେଶ୍ୱର: ୧୬-୨ ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳି ରେ ଶାସକ ଦଳରେ ଘଡିକେ ଘୋଡ଼ା ଛୁଟୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ଗତକାଲି ପୋଲସରା ରେ ହାଇଡ୍ରାମା ହେବା ପରେ ଦୀର୍ଘଦିନ ହେଲା ଦଳସହ ରହିଥିବା ଆଶାୟୀ ଙ୍କ ଆଶା ବଢିଥିବା ନେଇ ଚର୍ଚ୍ଚା ହେଉଛି। ଆଗାମୀ!-->…
ବିଜେପିର କୋର କମିଟି ଗଠିତ: ସ୍ଥାନ ପାଇଲେ ମନମୋହନ, ବୈଜୟନ୍ତଙ୍କ ସମେତ ଧର୍ମେନ୍ଦ୍ର ଓ ଅଶ୍ବିନୀ
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ବିଭିନ୍ନ କମିଟି ଗଠନ କରିଛି। ଏଥିରେ କୋର୍ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଓ ଫାଇନାନ୍ସ କମିଟି ସାମିଲ ଅଛି।
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି,!-->!-->!-->…
ପୁଣି ଚର୍ଚ୍ଚା ରେ ଶ୍ରୀକାନ୍ତ, ଭାଲାନଟାନ୍ସ ଡେ଼ ରେ ହାଇଡ୍ରାମା : ସଂଯୁକ୍ତାଙ୍କୁ ପୋଲିସ ନେଲା କୁଆଡ଼େ..? ହେଲେକି…
ଏହା ପଛର ମୁଖ୍ୟ ଖଳ ନାୟକ କିଏ..? ନା ପ୍ୟାର କିୟା ତ ଡ଼ରନା କ୍ୟା…….!!
ଓଡ଼ିଶାରୁ ପୁଣି ଥରେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି ବିଜେପି। ଶାସକ ବିଜେଡି ସମର୍ଥନରେ ୨୦୧୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବୈଷ୍ଣବ ପୁଣିଥରେ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହେବେ।
ବିଜେପିର ଅନେକ ବିଧାୟକ ଭୁବନେଶ୍ୱରରେ ପହଂଚିଛନ୍ତି!-->!-->!-->…