Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଉପବାଚସ୍ପତି ପଦରୁ ରଜନୀକାନ୍ତଙ୍କ ଇସ୍ତଫା…
ଭୁବନେଶ୍ୱର : ଉପ ବାଚସ୍ପତି ପଦରୁ ଇସ୍ତଫା ଦେଲେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ । ୨୪ ନିର୍ବାଚନ ପାଇଁ ବିଜେଡିରେ ବଡ଼ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ରଜନୀକାନ୍ତ ସିଂ ଚାରି ଚାରିଥରର ବିଧାୟକ ହୋଇଛନ୍ତି । ୨୦୦୪ରୁ ଲଗାତର ଅନୁଗୋଳ ବିଧାନସଭା ଆସନରୁ ଜିତୁଛନ୍ତି ରଜନୀକାନ୍ତ।…
ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି
ବରଗଡ : ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । NHRCରେ ଅଭିଯୋଗ କଲେ ସୂଚନା ଅଧିକାର କର୍ମୀ ସୁବ୍ରତ ଦାଶ । ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି । ସୁଶାନ୍ତଙ୍କ ନାଁରେ ପୋଲିସ କୌଣସି ମାମଲା ରୁଜ୍ଜୁ କରୁନି ,ଏ ନେଇ…
ପୁଲିସ ମହାନିର୍ଦେଶକଙ୍କୁ ଭେଟି ଫେରାଦ ହେଲା ବିଜେପି…
କଟକ: ବରଗଡ଼ ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ ମହାନିର୍ଦେଶକଙ୍କୁ ଭେଟି ଫେରାଦ ହେଲା ବିଜେପି। ଦଳର ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ନେତୃତ୍ବରେ ମନୋଜ ମହାପାତ୍ର, ତେଜେଶ୍ବର ପରିଡ଼ା, କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ଶ୍ରୀତମ ଦାସ, ଦିଲୀପ ମଲ୍ଲିକ ଓ…
ସୁନ୍ଦରଗଡ଼ ବିଜେପି ହାତରେ ଥିବାରୁ ବିକାଶ ରୋକିଛି ବିଜେଡି: ମନମୋହନ ସାମଲ
ସୁନ୍ଦରଗଡ଼: ‘ସୁନ୍ଦରଗଡ଼ ଜିଲ୍ଲାର ୩ଟି ବିଧାନସଭା ସୁନ୍ଦରଗଡ଼, ତଳସରା, ବୀରମିତ୍ରପୁର ଓ ଲୋକସଭା ବିଜେପି ହାତରେ। ତେଣୁ ସେମାନଙ୍କ ପ୍ରତି ଅସୂୟା ମନୋଭାବ ପୋଷଣ କରି ନବୀନ ସରକାର ଜିଲ୍ଲାର ବିକାଶକୁ ରୋକିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନରେ ୪ ହଜାର କୋଟି ପଡ଼ି…
କାର୍ଯ୍ୟାନୁଷ୍ଠାନ ଦାବିରେ ବରଗଡ଼ ଏସପି ଅଫିସ ଘେରିଲା କଂଗ୍ରେସ…
ବରଗଡ଼: ଅମ୍ବାଭୋନା ଥାନା ଭଙ୍ଗାରୁଜ୍ଜା ଘଟଣା । କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ଘେରିଛନ୍ତି ଶତାଧିକ କଂଗ୍ରେସ କର୍ମୀ। ଘଟଣାକୁ ଦୁଇ ଦିନ ବିତିଯାଇଛି ହେଲେ ଏପର୍ଯ୍ୟନ୍ତ କାହିଁକି କାହାରିକୁ ଗିରଫ କରାଯାଇନାହିଁ ବୋଲି…
ଦଳରୁ ବହିଷ୍କୃତ ହେଲେ କୋରାପୁଟ ବିଜେଡି ନେତା ରଘୁରାମ ମାଛ…
ଭୁବନେଶ୍ୱର:ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏ ନେଇ ସୋମବାର ଜାରି ଏକ ବିଜ୍ଞପ୍ତିରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।
ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀର…
ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ସମୀର ମହାନ୍ତି
ଭୁବନେଶ୍ବର: ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ କମିଟି ଗଠନ କରି…
ପିଆଜ ଦରରେ ଲାଗିଛି ନିଆଁ, ସରକାର ଶୀତଳ ଭଣ୍ଡାରରେ- କଂଗ୍ରେସ
ଭୁବନେଶ୍ୱର: ହୁହୁ ବଢୁଛି ପିଆଜ ଦର । ଗତ ଦୁଇ ସପ୍ତାହରୁ ଅଧିକ ହେବ ରାଜ୍ୟରେ ପିଆଜ ଦାମ କିଲୋ ପିଛା ୬୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ପିଆଜର ଖୁଚୁରା ଦାମ ଦୁଇ ସପ୍ତାହ ପୂର୍ବରୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା ହେଲେ ହଠାତ କାହିଁକି ବଢିଗଲା…
ଲଗାତାର ଟ୍ରେନ ଦୁର୍ଘଟଣା ପାଇଁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ରେଳମନ୍ତ୍ରୀ- କଂଗ୍ରେସ
ଭୁବନେଶ୍ୱର:ଦେଶରେ ଲଗାତାର ଟ୍ରେନ ଦୁର୍ଘଟଣା ଘଟୁଛି । ଏଥିପାଇଁ ନୈତିକ ଦାୟିତ୍ୱ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା…
ନଭେମ୍ବର ୯ରେ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ସଂକୀର୍ତ୍ତନ କରିବ କଂଗ୍ରେସ
ଭୁବନେଶ୍ବର: ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ପ୍ରସଙ୍ଗରେ କଂଗ୍ରେସ ଆସନ୍ତା ନଭେମ୍ବର ୯ ତାରିଖରେ ଓଡ଼ିଶାର ସମସ୍ତ ବ୍ଲକ, ସବଡିଭିଜନ ଓ ଏନ୍ଏସିରେ ଥିବା ଜଗନ୍ନାଥ ମନ୍ଦିର ଆଗରେ ସଂକୀର୍ତ୍ତନ ସତ୍ୟାଗ୍ରହ କରିବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ…