Browsing Category

ରାଜନୀତି

ପଦାରେ ପଡିଲା ବିଜେଡିର ଗୋଷ୍ଠି କନ୍ଦଳ: ମହେଶ୍ୱର ଓ ଶୁଭାଶିଷ ଗୋଷ୍ଠି ମୁହାଁମୁହିଁ

ପୁରୀ : ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ବିଜୁ ଜନତା ଦଳର ଦୁଇ ଗୋଷ୍ଟିର ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ମିଳୁଥିବା ସୂଚନା ଅନୁଯାୟୀ, ପୁରୀ ପୈାରସଂସ୍ଥା ଅନ୍ତର୍ଗତ ୨୧ ନମ୍ବର ୱାର୍ଡର କିଛି ବିଜେଡି କର୍ମୀ ଓ ସମର୍ଥକଙ୍କୁ ନେଇ

ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା  ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ

ଓଡ଼ିଶାରେ ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ, କାର୍ଯ୍ୟନିର୍ବାହୀ ସର୍ବେସର୍ବା

ଭୁବନେଶ୍ୱର:  ରାଜ୍ୟରେ ଓଲଟା ଗଣତନ୍ତ୍ର ଚାଲିଛି  । ଏଠାରେ  ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ । କାର୍ଯ୍ୟନିର୍ବାହୀ ସର୍ବେସର୍ବା ।  ୨୩ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନବି ଅଭିଯୋଗ ପ୍ରକୋଷ୍ଠରେ ବସି ଓଡ଼ିଆ ଲୋକଙ୍କଠାରୁ ଦରଖାସ୍ତ କାଗଜ ନେବାର ନଜିର ନାହିଁ ।   ଅଭିଯୋଗ

ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଦିଗପହଣ୍ଡିରେ ଉତ୍ତେଜନା; ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ  ଉପ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ ଉତେଜନା ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଦୁଇ ଗୋଷ୍ଠୀ ।  ଦାଣ୍ଡରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ ।   ପୁର୍ବତନ ବ୍ଲକ

୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ଆରମ୍ଭ ହେବ ବିଧାନସଭା

ଭୁବନେଶ୍ଵର: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏଁ ଚାଲିବ ଏହି ଅଧିବେଶନ । ଏଥର ଅଧିବେସନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ସେପଟେ ବିଧାନସଭାର ଗୋଟିଏ ଦିନ ପୁର୍ବରୁ ଅର୍ଥାତ୍ ୨୧ତାରିଖରେ ହେବ ବାଚସ୍ପତି

ଆଗୁଆ ନିର୍ବାଚନର ଆଭାସ ପରେ :ଭୋଟ ଭୟ ରେ ରୋଷେଇ ଗ୍ୟାସ ସିଲିଣ୍ଡେର ଦର ହ୍ରାସ…

ଆଚ୍ଛେ ଦିନ ବୁରେ ଦିନ ସବୁ ସରକାର ଙ୍କ ହାତରେ ବ୍ରହ୍ମପୁର ,: ଗତ କିଛି ବର୍ଷ ହେଲା ଗରିବ ଖଟିଖିଆ ସାଧରଣ ଜନତା ବିଭିନ୍ନ ସାମଗ୍ରୀ ରେ ରୀତିମତ ଦର ବୃଦ୍ଧି ରୁ ବର୍ତ୍ତିନଥିଲେ। ଏବେ ଆଗୁଆ ସାଧରଣ ନିର୍ବାଚନ କୁ ନେଇ ଚର୍ଚ୍ଚା ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଭୋଟ ଭୟରେ ରୋଷେଇ ଗ୍ୟାସ ଦର

ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହେବା ଦାବିକୁ ଖାରଜ କଲେ ପୃଥ୍ୱୀରାଜ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ପରୋକ୍ଷରେ ଇଙ୍ଗିତ କରିଛନ୍ତି ଯେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇପାରନ୍ତି। ଆଉ ଦଳର ଏହି ପୂର୍ବତନ ବିଧାୟକଙ୍କୁ ସସ୍ମିତ ପାତ୍ର ପରୋକ୍ଷରେ ସମାଲୋଚନା କରିବାକୁ ଭୁଲି ନାହାନ୍ତି। ଏହାପରେ ମଙ୍ଗଳବାର ଓଡ଼ିଶାରେ ଶାସକ ବିଜେଡିକୁ

ବିଧାୟକଙ୍କୁ ଫାଇଭ ଟି ସଚିବଙ୍କ ସମାଲୋଚନା, ପିସିସି ସଭାପତି କହିଲେ ନିନ୍ଦନୀୟ

ଭୁବନେଶ୍ୱର: ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ବୟାନ ଦେବା ନିନ୍ଦନୀୟ। ପିସିସି ସଭାପତି ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ପରୋକ୍ଷରେ ଗୋପାଳ ବିଧାୟକଙ୍କୁ ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି ବୋଲି କହିବା ଉପରେ…

ରାଜ୍ୟରେ ଆଗାମୀ ନିର୍ବାଚନ ବିଜେପି ଏକାକୀ ଲଢିବ ଏବଂ  ସରକାର ଗଢିବ-କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ଏକା ଲଢିବ ବିଜେପି । କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ । ଶନିବାର ଯାଦବ ସ୍ପଷ୍ଟ କରିଛନ୍ତି ଯେ, ବିଜେପି

ଚେଲ୍ଲାକୁମାରଙ୍କୁ ଭେଟିଲେ ଶିଶିର ଗମାଙ୍ଗ, କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା

ଭୁବନେଶ୍ୱର : ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଂକୁ ଭେଟିଲେ ଶିଶିର ଗମାଙ୍ଗ । ଆଜି ସକାଳେ ତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଶିଶିର ଗମାଙ୍ଗ କଂଗ୍ରେସରେ ମିଶିବା ନେଇ କଥାବାର୍ତ୍ତା କରିଛନ୍ତି । ଏନେଇ ଶିଶିର ଗମାଙ୍ଗଙ୍କ ପ୍ରତିକ୍ରିୟାରେ କହିଛନ୍ତି, କଂଗ୍ରେସକୁ