Browsing Category

ରାଜନୀତି

ଶପଥ ନେବା ପୂର୍ବରୁ ଲୋକଙ୍କ ଦୁଃଖ ଶୁଣିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଦେଲେ ଆଶ୍ୱାସନା

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମୋହନ ମାଝୀ। ଶପଥ ନେବା ପୂର୍ବରୁ ସାଧାଣର ଲୋକଙ୍କ ଦୁଃଖ ଶୁଣିଛନ୍ତି ଭାବି ମୁଖ୍ୟମନ୍ତ୍ରୀ। ଏହାସହ ସାଧାରଣଙ୍କୁ ଭଲମନ୍ଦ ପଚାରି ବୁଝିଛନ୍ତି। ସେହିପରି ଭାବରେ ରାସ୍ତା କଡ଼ରେ ଛିଡା ହୋଇଥିବା ପରିବହନ ବିଭାଗର ଜଣେ ପିଅନଙ୍କ ସହ କଥା

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ ଚରଣ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା ଥିଲେ ବି, ସମସ୍ତଙ୍କୁ

ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ମୋହନ ମାଝୀ

ଭୁବନେଶ୍ୱର : ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିବା ମୋହନ ମାଝୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ତାଙ୍କ ସହ

କନକ ବର୍ଦ୍ଧନ ଓ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ଆସନରୁ ୪ର୍ଥ ଥର ପାଇଁ ବିଧାୟକ ହୋଇଥିବା ମୋହନ ମାଝୀ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ଡେପୁଟି ଭାବେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ା କାର୍ଯ୍ୟ କରିବେ। ଦୁଇ କେନ୍ଦ୍ର

ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସବୁ କଲ୍ପନା ଜଲ୍ପନା ଉପରେ ଲାଗିଲା ବିରାମ । ଇତିହାସ ରଚିଲା ବିଜେପି । ୨୪ ବର୍ଷ ପରେ ଓଡିଶାକୁ ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତା କାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲା ବିଜେପି

ଭୁବନେଶ୍ବର: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ଆଜି ନିମନ୍ତ୍ରଣ ପତ୍ର ଦେବାକୁ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ୫ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୁରେଶ

ବିଜେପି ବିଧାୟକ ଦଳ ବୈଠକ: ମୁଖ୍ୟମନ୍ତ୍ରୀ ବାଛିବେ ନେତା

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଦଳ ବୈଠକ ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେବ। ସାଧାରଣ ନିର୍ବାଚନ-୨୦୨୪ରେ ନିର୍ବାଚିତ ବିଧାୟକମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ନିର୍ବାଚିତ ବିଧାୟକମାନେ ନେତା ବାଛିବେ। କେନ୍ଦ୍ରରୁ ଅନୁମୋଦିତ ହୋଇଥିବା

କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ

କଟକ :କଂଗ୍ରେସରୁ ବହିଷ୍କୃତ ହେଲେ ମାନସ ଚୌଧୁରୀ । କଂଗ୍ରେସରୁ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ହୋଇଛନ୍ତି ବହିଷ୍କୃତ । ୬ ବର୍ଷ ପାଇଁ କଂଗ୍ରେସରୁ ମାନସଙ୍କୁ ବହିଷ୍କାର କଲା ଦଳ । ଦଳ ବିରୋଧି କାର୍ଯ୍ୟ ପାଇଁ ପିସିସି ସଭାପତି ଏହିଭଳି ନିଷ୍ପତି ନେଇଥିବା ସୂଚନା ରହିଛି । କହି

ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଶପଥ ନେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଜନତା ମାଇଦାନରେ ଶପଥ ନେବେ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ । ଏଥିସହ ଦଳର ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଶପଥ ଗ୍ରହଣ କରିବେ । ଓଡିଶାରେ ଗଠନ ହେବ ନୂତନ ସରକାର । ଆସନ୍ତା ୧୦ତାରିଖରେ ଜନତା ମଇଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହେବ । ସୂଚନା ଅନୁସାରେ, ଆସନ୍ତା ୧୦ ତାରିଖରେ ଜନତା

‘ସବୁ ପାଇଁ ଦାୟୀ ନବୀନ, ପରମୁଣ୍ଡରେ ଦୋଷ ଦେଇ ଖସିପାରିବେନି’

ଭୁବନେଶ୍ବର: ‘ନବୀନଙ୍କ ପରାଜୟ ପାଇଁ ଦାୟୀ ନିଜେ ନବୀନ, ପରମୁଣ୍ଡରେ ଦୋଷ ଦେଇ ଖସିପାରିବେନି’, ଓଡିଶା ଗଡ ବିଜେପି ହାତକୁ ଗଲାପରେ କିଛି ଏମିତି କହି ନବୀନଙ୍କ ଉପରେ ବର୍ଷିଛନ୍ତି ନବନିର୍ବାଚିତ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ରାଜ୍ୟ ରାଜନୀତିରେ ସବୁ କିଛି ଓଲଟପାଲଟ ହୋଇଯାଇଛି । ଯାହା