Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିରୋଧୀ ଶୂନ୍ୟ ହୋଇଯିବ କି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ..!
ନିର୍ବାଚନ ପୂର୍ବରୁ ଶଙ୍ଖ ଗର୍ଭରେ ଲୀନ ହୋଇଯିବ କି ପଦ୍ମ...? !!
ମାଲକାନଗିରି/ବାଲିମେଳା:(୧୯/୦୬/୨୦୨୩)ଗଣତନ୍ତ୍ର ନିଶ୍ଚିତ ଭାବରେ ଏକ ଆଦର୍ଶ ଶାସନ ବ୍ୟବସ୍ଥା। ମାତ୍ର ଅନେକ ସମୟରେ 'ଆଦର୍ଶ' କେବଳ ଏକ ସ୍ବପ୍ନ ହୋଇ ରହିଯାଏ । ବାସ୍ତବ ରୂପାୟନ ସମୟରେ ଏହାର ଅନେକ ଦୋଷ ଦୁର୍ବଳତା!-->!-->!-->!-->!-->…
୨୧ ତାରିଖରେ ଓଡ଼ିଶା ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ବାଲେଶ୍ୱର : ୨୧ ତାରିଖରେ ଓଡ଼ିଶା ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ଆସିବେ ରେଳମନ୍ତ୍ରୀ । ବାହାନଗା ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ଭେଟିବେ ଅଶ୍ୱିନୀ ବୈଷ୍ଣବ ।
ଗତ ୨ତାରିଖ ରାତିରେ କରମଣ୍ଡଳ ଟ୍ରେନ!-->!-->!-->…
ବିଦ୍ୟୁତ୍ କାଟର ପ୍ରତିବାଦରେ ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ
ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ କାଟ ବିରୋଧରେ ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ବିକ୍ଷୋଭ କରୁଛି ଛାତ୍ର କଂଗ୍ରେସ । ଅସହ୍ୟ ଗରମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଥିବା!-->…
ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଆସିବେ ଅିମତ ଶାହ
ଭୁବନେଶ୍ୱର :ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୧୭ ତାରିଖରେ ଅିମତ ଶାହ ଆସିବେ । ମହା ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବେ । ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ ସାମିଲ ହେବେ ଅମିତ ଶାହା ।
ସମାବେଶରେ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କର ଅଧିକ ଆଶା ଥିଲା: ରୋହିତ ପୂଜାରୀ
ଭୁବନେଶ୍ୱର: ମନ୍ତ୍ରିମଣ୍ଡଳରୁ ଆଜି ବାଦ୍ ପଡ଼ିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ!-->…
କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପଦରୁ ବାଦ ପଡିଲେ ମିନାକ୍ଷୀ ବାହିନୀପତି
ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲ୍ଲା ପାଇଁ ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି | ଏହା ସହ ଶୃଙ୍ଖଳା କମିଟି, ଇସ୍ତାହାର କମିଟି ବାବଦରେ ମଧ୍ୟ ଘୋଷଣା କରାଯାଇଛି | ତେବେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ!-->…
ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା ସାମ୍ନାକୁ ଆସିଛି | ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ସରକାର ନିଜେ ବହୁ ଟଙ୍କା ଖର୍ଚ୍ଚ କରି ଭୂତଳ କେବୁଲ ବିଛାଇବା ପାଇଁ ଗୋଟିଏ ଯୋଜନା!-->…
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ…
ଭୁବନେଶ୍ବର: ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିସ । ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ବାର୍ଷିକ!-->…
ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୁବନେଶ୍ବର: ଓଡ଼ିଶା ଆସିବେ ଅମିତ ଶାହ ଓ ଜେ. ପି. ନଡ୍ଡା । ଆସନ୍ତା ୧୭ ତାରିଖରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୨ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସିବା ନେଇ କାର୍ଯ୍ୟକ୍ରମ ଘୋଷଣା କରାଯିବ!-->…
ବ୍ରହ୍ମପୁର ବି. ଏମ. ସି :ବିଜେଡି ଶିବିରରେ ଅସନ୍ତୁଷ୍ଟ ବିଜେପି କର୍ପୋରେଟର…!
ବ୍ରହ୍ମପୁର : ରାଜ୍ୟଭାର ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ଗସ୍ତରେ ରବିବାର ଆସିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।ରବିବାର ମଧ୍ୟାହ୍ନ ରେ ଶ୍ରୀ ସାମଲ ବ୍ରହ୍ମପୁର ପହଞ୍ଚିଲା ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରୁ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ!-->!-->!-->…