Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ରାଜ୍ୟରେ ବଢ଼ିଛି ଚାଷୀ ପରିବାରର ମାସିକ ଆୟ, ୨୦୧୯ରେ ୫୦୧୨ ଟଙ୍କା: କୃଷିମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି। ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି। ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି। ବିଧାନସଭା ଅଧିବେଶନରେ ବୁଧବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ!-->…
୫ଟି କଣ ସବୁଠୁ ଉର୍ଦ୍ଧ୍ୱରେ କି? : ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ଶୂନ୍ୟକାଳରେ ୫ଟି ପ୍ରସଙ୍ଗରେ ସରକାରଙ୍କୁ ପୁଣି ଜୟନାରାୟଣଙ୍କ ନିଶାନା । ମୁଖ୍ୟ ସଚେତକ କହିଲେ ୫ଟି ଏକ ଚିନ୍ତାଧାରା,ଏକ ବିଚାରଧାରା । ଯଦି ଏହା ଏକ ବିଚାରଧାର ତେବେ ଏହା ସେହି ବିଚାରଧାରା ହେଇକି ରହୁ ।
ସବୁ ବିଭାଗର ମାଲିକ ସେ କିପରି ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି!-->!-->!-->…
ଜୟନାରାୟଙ୍କ ମୁଣ୍ଡ ଦୋଷ ଅଛି ଓ ସେ ଧୀରେ ଧୀରେ ପାଗଳାମି ଆଡକୁ ଗଲେଣି : ସୁଲତା ଦେଓ…
ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସାଂସଦ ସୁଲୋତା ଦେଓଙ୍କ ଟାର୍ଗେଟ। ଜୟନାରାୟଣ ବାବୁ ହତ୍ୟା ଭଳି ସଂଗୀନ ଅପରାଧ ଘଟାଇ ଅତୀତ ରେ ଜେଲରେ ମଧ୍ୟ ଥିଲେ। ଆମେ ସମସ୍ତେ ଜାଣିଛେ ଗତ କିଛିଦିନ ପୂର୍ବରୁ ମଧ୍ୟ ସେ ସ୍ପଷ୍ଟ ଦିବାଲୋକ ରେ ଜଣେ ମହିଳା ପୋଲିସ ଅଫିସରଙ୍କ ଉପରେ!-->…
ବିଜେପିରେ ଯୋଗ ଦେଲେ ଜିନା ଓ ରୁଦ୍ର…
ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ!-->…
ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବା ହିନ୍ଦୁ ପରମ୍ପରାରେ ଗ୍ରହଣୀୟ ନୁହେଁ-ବିଧାୟିକା ବର୍ଷା ସିଂ ବରିହା
ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁର ତଦନ୍ତକୁ ନେଇ ବିରୋଧୀଙ୍କ କଡ୍ଡା ସମାଲୋଚନା ପରେ ମୁହଁ ଖୋଲିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ବର୍ଷା ଟୁଇଟ କରି ଏପରି ସମାଲୋଚନାରୁ କ୍ଷାନ୍ତ ହେବାକୁ ବିରୋଧୀକୁ ଅନୁରୋଧ କରିଛନ୍ତି।
ବିଜେଡି ବିଧାୟିକା ବର୍ଷା ତାଙ୍କ ଟୁଇଟକୁ!-->!-->!-->…
ନବ ଦାସଙ୍କୁ ହତ୍ୟା ଘଟଣା: ତେଜିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ବିଧାନସଭା ଅଚଳ କଲେ ବିରୋଧୀ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଗୃହ ଚାଲି ପାରିନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ବିରୋଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି । ଫଳରେ ଆଜି ବାରମ୍ବାର!-->…
ନବ ଦାସ ହତ୍ୟା ଘଟଣା; ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ସରକାର: ଜୟନାରାୟଣ ମିଶ୍ର
ଭୁବନେଶ୍ବର: ତଦନ୍ତବେଳେ ଗୋପାଳଠୁ ଡ଼ାଏରି ମିଳିଥିଲା ବୋଲି ପୋଲିସ କହିଥିଲା। ନବ ହତ୍ୟାକାଣ୍ଡରେ ଡ଼ାଏରି ଥିଓରି ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ଡାଏରି ଲେଖିବ । ଗୋପାଳ ଜରିଆରେ ଏବେ ଡାଏରିରେ ଲେଖି ନବ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି। ସେଥିରେ ନବ!-->…
ସରକାର ଓ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡ ତଦନ୍ତକୁ ଗୁରୁତ୍ବର ସହ ନେବାକୁ ଚାହୁଁ ନାହାନ୍ତି : ବିଜୟ…
ଭୁବନେଶ୍ବର: ‘‘ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ୪୦ ଦିନ ହୋଇସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ ହୋଇସାରିଥିଲେ ବି କ୍ରାଇମବ୍ରାଞ୍ଚ ପାଖରେ ଏହାର କାରଣ ସଂପର୍କରେ କୌଣସି ସୁରାକ ନାହିଁ। ତେଣୁ ଏତେ ବଡ଼ ହତ୍ୟାକାଣ୍ଡର ଏ ପ୍ରକାର ତଦନ୍ତ ଏହା ପ୍ରମାଣିତ!-->…
ଗୋପାଳକୃଷ୍ଣ ଦାସକୁ ଯିଏ ସୁପାରୀ ଦେଇଛନ୍ତି, ସେ ତାକୁ ଆଶ୍ବସ୍ତି ମଧ୍ୟ ଦେଇଛନ୍ତି: ଜୟନାରାୟଣ ମିଶ୍ର
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶେର ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଯିଏ ସୁପାରୀ ଦେଇଛନ୍ତି, ସେ ତାକୁ ଆଶ୍ବସ୍ତି ମଧ୍ୟ ଦେଇଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ତତେ ବଞ୍ଚେଇ ଦିଆଯିବ ବୋଲି ମଧ୍ୟ ଆଶ୍ବସ୍ତି ଦିଆଯାଇଛି। ବିରୋଧୀ ଦଳ ନେତା!-->…
ନବ ଦାସ ହତ୍ୟା ମାମଲା, ଗୋପାଳକୁ ସୁରକ୍ଷା ଦେବା ପାଇଁ କ୍ରାଇମ୍ବ୍ରାଞ୍ଚ ବ୍ୟଗ୍ର : ନରସିଂହ ମିଶ୍ର…
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତିସାରିଛି। ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ କ୍ରାଇମବ୍ରାଞ୍ଚ ଜେରା କରୁଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, କ୍ରାଇମବ୍ରାଞ୍ଚ ମାସେ ହେଲା ଗୋପାଳକୁ ପଚରାଉଚରା କରୁଥିଲେ ବି!-->…