Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁ ଘଟଣାକୁ ନେଇ ତିନି ଦିନ ଆନ୍ଦୋଳନ କରିବ ବିଜେପି…
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ସମୀର ମହାନ୍ତି ବାରମ୍ବାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ “ରାଜ୍ୟ ଶାସନ ବ୍ୟବସ୍ଥାକୁ ଚଳାଉଛି କିଏ”? ରାଜ୍ୟବାସୀଙ୍କ ମନ ଭିତରେ ଏହା ଏବେ ପ୍ରମୁଖ ପ୍ରଶ୍ନ ହୋଇ ରହିଯାଇଛି ବୋଲି!-->…
କଂଗ୍ରେସରେ ରହି ବିଜେପି ମୁଖପାତ୍ରଙ୍କ ଭଳି ବୟାନ ଦେଇଛନ୍ତି ବିଜୟ: ଲେନିନ ମହାନ୍ତି
ଭୁବନେଶ୍ୱର: ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରେସ ମିଟ୍ । ଆସାପୂର୍ବକ କ୍ଷମତା ନମିଳିବା ପରେ ବିଜୟ ପଟ୍ଟନାୟକ ଏପରି କହିଛନ୍ତି ବୋଲି କହିଛି ବିଜେଡି । ବିଜୟ ପଟ୍ଟନାୟକଙ୍କ ମନର ଇଚ୍ଛା ଥିଲା ଯେ ଅବସର ପରେ ସେ ବିଜେଡିରେ ଯୋଗ ଦେଇ!-->…
କୋଭିଡ ସମୟର ରିଲିଫ୍ ଚାଉଳକୁ ନେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରୁ ବିଜେଡି : ଗୋଲକ ମହାପାତ୍ର
ଭୁବନେଶ୍ୱର : ନିଜେ କରିଥିବା ଦୋଷ ଓ ପାପକୁ ଅନ୍ୟ ମୁଣ୍ଡରେ ଲଦି ଦେଇ ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରିତ କରିଚାଲିଛି ଶାସକ ବିଜୁ ଜନତା ଦଳ । ନିଜେ କରୁଥିବା ଚଂଚକତା, ଦୁର୍ନୀତି, ଭ୍ରଷ୍ଟାଚାରର ଅଠା ଅନ୍ୟ ମୁଣ୍ଡରେ ପୋଛି ଦେବାରେ ଓସ୍ତାଦ ଶାସକ ବିଜେଡି । ସଂଘୀୟ ବ୍ୟବସ୍ଥାର ସମସ୍ତ ନୀତି!-->…
ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା…
ଭୁବନେଶ୍ବର: ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଜେଡି ସର୍ବଦା ମହିଳାଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛି। ଯଦି ବିଜେପି ମହିଳାଙ୍କ ବିକାଶ ଚାହୁଁଛି, ତା ହେଲେ ସଂସଦରେ ବିଜେପିର!-->…
ଚାଉଳ ବନ୍ଦକୁ ନେଇ ତିନିଦିନ ଧରି ପ୍ରତିବାଦ କରିବ ବିଜେଡି…
ଭୁବନେଶ୍ୱର, : କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟ୍ରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ ଓଡିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ବିଶେଷ କରି ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ଗୁରୁତର ଭାବେ!-->…
ନବ ଦାସଙ୍କୁ ବୋଧହୁଏ ଗୋପାଳ ମାରିନି : ବିଜୟ ପଟ୍ଟନାୟକ…
ଭୁବନେଶ୍ବର: ଆଜି ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ କହିଛନ୍ତି, ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତେଇଛନ୍ତି, ସେହି!-->…
ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ବିରୋଧ କରି ପ୍ରତିବାଦ କରିବ ବିଜେଡି…
ଭୁବନେଶ୍ବର: କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା ପ୍ରସଙ୍ଗରେ ତାତିଲା ବିଜେଡି । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ବିରୋଧ କରି ପ୍ରତିବାଦ କରିବ ବିଜେଡି । ଆସନ୍ତା ୧୫ ଓ ୧୬ ତାରିଖରେ ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ । ଓଡ଼ିଶାବାସୀଙ୍କ ହକ ପାଇଁ!-->…
ବାରବାଟୀ-କଟକ ନିର୍ବାଚନ ଅନିୟମିତତା ମାମଲା; ଅସମ୍ପୂର୍ଣ୍ଣ ରହିଲା ମୋକିମଙ୍କ ସାକ୍ଷ୍ୟଗ୍ରହଣ…
କଟକ: ବାରବାଟୀ-କଟକ ନିର୍ବାଚନ ଅନିୟମିତତା ନେଇ ରୁଜୁ ମାମଲାର ପ୍ରତିପକ୍ଷ ବିଧାୟକ ମହମ୍ମଦ ମୋକିମଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ତାହା ଅସମ୍ପୂର୍ଣ୍ଣ ରହିଛି । ଆବେଦନକାରୀ ବିଜେଡ଼ିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ଓକିଲ ଗୋପାଳ ଅଗ୍ରୱାଲ ମୋକିମ୍ଙ୍କୁ ଜେରା କରିଥିଲେ!-->…
କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ…
ଭୁବନେଶ୍ୱର :କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି ବିଜୟ । ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି!-->…
ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର : ଅନ୍ୟ ଝିଅଙ୍କ ସହ ଶାରୀରିକ ସମ୍ପର୍କ ଥିବା ଅଭିଯୋଗ ଆଣିଲେ…
ଜଗତସିଂହପୁର: ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲା। ବିଧାୟକ ବିଜୟ ଶଙ୍କର ଦାସଙ୍କ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକା। ଏ ନେଇ ଥାନାରେ ସାନି ଏତଲା ପରେ ପୋଲିସ!-->…